ଗୁଆ ଖୋଳପା ମାଡ଼ ହେଲା ଆଶୀର୍ବାଦ !
ପୁରୀ: ଘଟଣାଟି ଘଟିଛି ପୁରୀ ଶ୍ରୀମନ୍ଦିରରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ଦିନ । ନେତ୍ରୋତ୍ସବରେ ମହାପ୍ରଭୁଙ୍କ ଆଖି ଖୋଲିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ମହିଳା ପୁରୁଷ ଧାଡ଼ି ବାନ୍ଧି ଯାଉଥିଲେ । ଭିଡ଼ ନିୟନ୍ତ୍ରଣ କରୁଥିଲେ ପୁଲିସ । ହାତରେ ଲାଠି ନଥିଲା, ଥିଲା ଗୁଆ…