Latest Odisha News

BREAKING NEWS

Yearly Archives

2019

ମହଙ୍ଗା ପଡିବ ପେଟିଏମରେ ପେମେଣ୍ଟ କରିବା

ନୂଆଦିଲ୍ଲୀ: ପେଟିଏମରେ ପେମେଣ୍ଟ କରୁଥିଲେ ହୋଇଯା’ନ୍ତୁ ସାବଧାନ । ଆଜିଠାରୁ ପେଟିଏମ୍ ଡିସକାଉଣ୍ଟ ରେଟର ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ଯାଉଛି । ବ୍ୟାଙ୍କ ଓ ବିଭିନ୍ନ ଏଟିଏମ କାର୍ଡ କମ୍ପାନୀ ଏମଡିଆର(ମରଚାଣ୍ଟ ଡ଼ିସକାଉଣ୍ଟ ରେଟ) ପ୍ରତିଟି ଡିଜିଟାଲ ଡ଼ିସକାଉଣ୍ଟ ଉପରେ ନେଇଥାନ୍ତି ।…

ଶ୍ରୀଜଗନ୍ନାଥ ପଢିଲେ ରାଜଜେମାଙ୍କ ଗୋପନ ଚିଠି !

ମହାପ୍ରଭୁ ଶ୍ରୀଜଗନ୍ନାଥ - ଏ ହେଉଛନ୍ତି ସେହି ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ । ସେ ଅଲୌକିକତା ଓ ଅପୂର୍ବ ଲୀଳା କାରନାମା  ସହିତ ଭକ୍ତଜନଙ୍କ ହୃଦୟ କନ୍ଦରରେ ଅବସ୍ଥାନ କରିଥାଆନ୍ତି । ବଡ଼ଭାଇ ଶ୍ରୀବଳଭଦ୍ର, ସୁନାଭଉଣୀ ଦେବୀ ସୁଭଦ୍ରା ଓ ଆୟୁଧ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ…

ବଲିଉଡ୍‌କୁ ବାଏ ବାଏ କଲେ ଜାୟରା ୱସିମ

ମୁମ୍ବାଇ: ବଲିଉଡ୍‌କୁ ଅଲବିଦା କହିଛନ୍ତି ଦଙ୍ଗଲ ଚଳଚ୍ଚିତ୍ରରେ ନିଜର ଦମ୍‌ଦାର ଅଭିନୟରେ ସମସ୍ତଙ୍କ ମନ କିଣିଥିବା ଜାୟରା ୱସିମ । ଏଣିକି ସେ ଆଉ କୌଣସି ବଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସିବେ ନାହିଁ । ଆଗାମୀ କିଛିଦିନ ମଧ୍ୟରେ ମୁକ୍ତିଲାଭ କରିବକୁ ଥିବା ‘ଦ ସ୍କାଇ ଇଜି ପିଙ୍କ୍‌’ ତାଙ୍କର ଶେଷ…

ଦୋଷମୁଣ୍ଡିଆ

ଦୋଷମୁଣ୍ଡିଆ ପରଂବ୍ରହ୍ମ ତ୍ରିପାଠୀ ରଜା ବୁଢା ହଉଥିଲେ। ପାଚିଲା ତାଳ, କି ଭରସା? ପୁଅ, ମାନେ ଯୁବରାଜ, ଅକ୍ସଫୋର୍ଡ କି ଷ୍ଟାନଫୋର୍ଡରେ ପଢୁଥିଲେ। ପାଠ ସରି ସାରିଥିଲା, ଖାଲି ଯାହା ଦେଶ ବିଦେଶ ବୁଲା ଚାଲିଥିଲା। ରାଜା ଯୁବରାଜଙ୍କୁ ନିଜ ଇଚ୍ଛା ଜଣେଇଲେ। ଯୁବରାଜ ବି ରାଜି ହେଲେ। ହେଲେ…

ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ବିଭାଗ ସୋମବାର ଦିନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଖଣ୍ଡଗିରି ସ୍ଥିତ କୋଳଥିଆ ନିକଟରୁ ଜବତ କରାଯାଇଛି । ଏହି ଘଟଣାରେ…

ବଢୁଛି ଇମିଟେସନ ଗହଣାର ଚାହିଦା

ଭୁବନେଶ୍ୱର: ସମୟ ଅନୁସାରେ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି । ଦାମୀ ସୁନା ଗହଣା ପରିବର୍ତ୍ତେ ଇମିଟେସନ୍ ଗହଣାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମହିଳା ଓ ଯୁବତୀମାନେ । ଦିନକୁଦିନ ବଢିବାରେ ଲାଗିଛି ଇମିଟେସନ୍ ଗହଣାର ଚାହିଦା । କାନଫୁଲ ଠାରୁ ଆରମ୍ଭ କରି, ହାର, ମୁଦି, ଚୁଡ଼ି,…

କଂଗ୍ରେସ ଛାଡିଲେ ‘ଭିମସାର୍’ ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ

ଭୁବନେଶ୍ୱର : ବୁର୍ଲା ସ୍ଥିତ ଭିମସାର୍ ମେଡିକାଲର ପୂର୍ବତନ ନିର୍ଦ୍ଦେଶକ ଡଃ ଅଶ୍ୱିନୀ ପୂଜାହାରୀ ସୋମବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ପୂଜାହାରୀ ନିଜ ଇସ୍ତଫା ପତ୍ର ସମ୍ବଲପୁର କଂଗ୍ରେସ ସଭାପତି ଏବଂ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିର ଚଳଚଞ୍ଚଳ

ଭୁବନେଶ୍ୱର : ଦୀର୍ଘଦିନ ଧରି ଅସୁସ୍ଥ ରହି ଶ୍ରୀଜିଉ ଅଣସର ଘରେ ସେବା ପାଉଥିବାବେଳେ ଧିରେ ଧିରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏହି ଅବସରରେ ଶ୍ରୀଜୀଉଙ୍କ ନିକଟରେ ଘଣା ଏବଂ ଖଳି ଲାଗି ହେବା ପରେ ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଶ୍ରୀମନ୍ଦିରରେ…

ରାଜଧାନୀରେ ଛାତ୍ରୀ ଗର୍ଭବତୀ: ସିଡବ୍ଲ୍ୟୁସିର ପୋଲିସ ନିକଟରେ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ ଏସଟି ଓ ଏସସି ବିଭାଗ ଅଧିନରେ ଥିବା ଛାତ୍ରୀନିବାସରେ ରହୁଥିବା ୪ ଜଣ ଛାତ୍ରୀଙ୍କର ପରୀକ୍ଷା ହେବା ପରେ ଜଣେ ଛାତ୍ରୀ ବର୍ତ୍ତମାନ ଗର୍ଭବତୀ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ଡ଼େପୁଟି କମିଶନର ଅଫ ପୋଲିସ (ଡ଼ିସିପି)ଙ୍କ ନିକଟରେ ଖୋର୍ଦ୍ଧା…