ବିରୋଧି ଦଳ ନେତାଙ୍କୁ ନେଇ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
ଭୁୁବନେଶ୍ୱର: ଓଡିଶା ବିଧାନସଭାର ଆଜି ଥିଲା ପ୍ରଥମ ଅଧିବେଶନ । ପ୍ରଥମ ଅଧିବେଶନ ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଛି ହଟ୍ଟଗୋଳ । ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ନେଇ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ଗହକାର୍ଯ୍ୟରେ ବାଧା ସୃଷ୍ଟି ହେବା ଯୋଗୁଁ ଆସନ୍ତା କାଲି ଯାଏଁ ମୁଲତବୀ…