Latest Odisha News

BREAKING NEWS

Yearly Archives

2019

ବେଙ୍ଗାଲୁରୁ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ବେଙ୍ଗାଲୁରୁ: କର୍ଣ୍ଟାଟକ ରାଜଧାନୀ ବେଙ୍ଗାଲୁରୁରେ ରହିଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପାଳିତ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବେଙ୍ଗାଲୁରୁରେ ରହିଥିବା ହଜାର ହଜାର ସଂଖ୍ୟାରେ ଓଡ଼ିଆ ଶ୍ରଦ୍ଦାଳୁଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି…

ଆମେରିକାର କାଲିଫୋର୍ଣ୍ଣିଆରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ

ଫ୍ରୀମଣ୍ଟ: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସେ ହେଉଛନ୍ତି ସମଗ୍ର ବିଶ୍ୱର ଦେବତା । ଦେଶ ବିଦେଶରେ ମହାପ୍ରଭୁ ପୂଜିତ ହେଉଥିବା ବେଳେ ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ତାଙ୍କୁ ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ ସମସ୍ତେ ଭକ୍ତିର ସହକାରେ ପୂଜା କରିଥାଆନ୍ତି । ଓଡ଼ିଶାର ନୀଳାଚଳ…

ସୂଚ୍ୟଗ୍ରେ ମେଦିନୀ

ସୂଚ୍ୟଗ୍ରେ ମେଦିନୀ ହୃଷୀକେଶ ମହାରଣା ରାତି ଆସି ୧୧ ଟା ହେଲାଣି, ଅନିରୁଦ୍ଧ ଏଯାଏଁ କାମରୁ ଫେରିନି । ଘରେ ଏକୁଟିଆ ରତନୀ କଣ କରୁଥିବ କେଜାଣି । ଅନିରୁଦ୍ଧ ନଫେରିବା ଯାଏ ତୁଣ୍ଡରେ ଦାନା ଦିଏ ନାହିଁ । ହାତୁଡି ପିଟିପିଟି ହାତରୁ ପରସ୍ତେ ଚମଡା ଉଠିଗଲାଣି । ସାଇକେଲ ହେଣ୍ଡେଲ ଧରିବାକୁ ବଳ…

ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ୨କୋଟି ଟଙ୍କାର ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଶ୍ରୀ ବଳଦେବ ଜୀଉଙ୍କ ଦର୍ଶନ କରିଛନ୍ତି । ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଜୀଉମାନେ ସ୍ନାନମଣ୍ଡପରେ ପୂଜା ପାଉଛନ୍ତି । ମୁଖ୍ୟମନ୍ତ୍ରୀ ସ୍ନାନ ମଣ୍ଡପରେ ଠାକୁରମାନଙ୍କୁ ଦର୍ଶନ କରିଥିଲେ ।…

ରାଜ୍ୟସଭା ନିର୍ବାଚନ: ଦେଇଥିବା ପ୍ରତିଶ୍ରୁତି ରଖିପାରିବେ ତ ନବୀନ?

ଭୁବନେଶ୍ୱର : ରାଜ୍ୟସଭାରେ ୩ଟି ସାଂସଦ ସିଟ୍ ଖାଲି ପଡିଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଏହି ଆସନ ଲାଗି ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଶାୟୀ ପ୍ରାର୍ଥୀଙ୍କ…

ସାବଧାନ୍

ସାବଧାନ୍ ସଂଘମିତ୍ରା ରାଏଗୁରୁ ଅମୃତ କ'ଣ ବାରବାର ମିଳେ କାହାଣୀ ପେଡିରୁ ନାଗମଣି କ'ଣ ସତ ହୋଇ ଫେରେ ତଥାପି ମୁଁ ଖୋଜୁଛି ସେ ରାତି ଖୋଜୁଛି, ରାତିକୁ ୠତୁ କରି ମୋ ଅଗଣାରେ ଟାଂଗୁଥିବା ନୀଳ ମହୁମାଛି ତାରାରେ ତିଆରିବ ଘର ଜହ୍ନକୁ କରିବ ଝରକା ଦିନେ ଦେଇଥିଲା କଥା ଅଧା…

ମାନିଲାରେ ଏସୀୟ ମହିଳା ରଗବୀ ଚାମ୍ପିୟନସିପ: ୨୬ ଜଣିଆ ଦଳରେ ୭ଜଣ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ରାଜଧାନୀ ମାନିଲାଠାରେ ଅନୁଷ୍ଠିତ ହେଉଛି ଏସୀୟ ରଗବୀ ଚାମ୍ପିୟନ୍ସିପ । ଏହି ପ୍ରତିଯୋଗିତା ନିମନ୍ତେ ଏକ ୨୬ ଜଣିଆ ଭାରତୀୟ ଦଳ ପ୍ରତିନିଧିତ୍ୱ କରିବେ । ଏହି ଦଳରେ ୭ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ମୁମ୍ବାଇ ଓ ଲୁଧିୟାନାରେ…

ପରକୀୟା

ପରକୀୟା ସଂଜିତ୍ କୁମାର ବଳ ଅଂଧାର ଝରାଇ ଆକାଶ ରାତିକୁ ଗାଢ଼ କରେ । ସେ ତା’ ନୂଆ ସଂସ୍କରଣର ଅନାବରଣ ପାଇଁ ଜିରୋ ପାୱାର ବଲ୍ବର ଆଲୁଅକୁ ଅତିଥି କରେ । ବଂଦ ଥାଇବି ମୁଁ ନିଜକୁ ଖୋଲାରଖେ ମୋର ଅନେକ ବ୍ୟାକୁଳତାର ବିନମ୍ର ଅନୁରୋଧରେ । ଗୋଟେ ଛାଇର ପାଦ ଶବ୍ଦକୁ…

ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆକର୍ଷଣୀୟ ହାତୀ ବେଶ ବା ଗଜାନନ ବେଶକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଭୋରରୁ ରତ୍ନ ସିଂହାସନରେ ଶ୍ରୀଜୀଉମାନଙ୍କ ସମସ୍ତ…

ଏଏସଆଇ ଦ୍ୱାରା ସମ୍ପନ୍ନ ହେଲା ଶ୍ରୀମନ୍ଦିର ‘ଫନି’ ମରାମତି କାର୍ଯ୍ୟ

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମରାମତି କାର୍ଯ୍ୟ ଠିକ୍ ସମୟରେ ସମ୍ପନ୍ନ ହୋଇଥିବା ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସୋମବାର ଦିନ ପ୍ରକାଶ କରିଛି । “ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣର ମହାନିର୍ଦ୍ଦେଶକ ଓଷା…