ଗାନ୍ଧୀଙ୍କ ଚର୍ଚ୍ଚାରେ ମୁଖରିତ ହେଲା ‘ଅକ୍ଷର’ର ଷଷ୍ଠ ସନ୍ଧ୍ୟା…
ଭୁବନେଶ୍ୱର: ଅକ୍ଷରର ଷଷ୍ଠ ସନ୍ଧ୍ୟାରେ ଗାନ୍ଧୀଙ୍କୁ ନେଇ ଆଲୋଚନା ହୋଇଯାଇଛି । ରାମାୟଣ ଓ ଗୀତା ସମେତ କେତେକ ମହାଗ୍ରନ୍ଥ ଏବଂ ଉଲ୍ଲେଖଯୋଗ୍ୟ ଆଖ୍ୟାନରେ ଗାନ୍ଧିଜୀ ପ୍ରଭାବିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଆଉ କେତୋଟି ମୂଲ୍ୟବାନ ପୁସ୍ତକ ଅଧ୍ୟୟନ କରି ସେ ନିଜର ଜୀବନ ନିର୍ମାଣ କରିଥିଲେ ।…