Latest Odisha News

BREAKING NEWS

Yearly Archives

2019

କେଉଁ ସମୟରେ ବିଟ୍ ଜୁସ ପିଇଲେ ମିଳିଥାଏ ସର୍ବାଧିକ ଫାଇଦା, ଜାଣନ୍ତୁ

ଭୁବନେଶ୍ୱର: ନିୟମିତ ବିଟ ଜୁସ ପିଲେ ରକ୍ତହୀନତା ପରି ସାଂଘାତିକ ରୋଗରୁ ଉପଶମ ମିଳିଥାଏ । କିନ୍ତୁ ଏହାକୁ ସଠିକ ସମୟରେ ସେବନ ନକଲେ ଏହା ଭଲ ବଦଳରେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ମୁଖ୍ୟତଃ ଓ୍ଵାର୍କଆଉଟ୍ ପରେ ବିଟ୍ ଜୁସ ପିଇଲେ ଆପଣଙ୍କ ସ୍ଵାସ୍ଥ୍ୟକୁ ଖୁବ୍ ଲାଭ ମିଳିବ।…

ବଢି ଚାଲିଛି ଡାହାଣୀ ଅନ୍ଧବିଶ୍ୱାସ; ଗୁଣି-ଗାରେଡି ସନ୍ଦେହରେ ବର୍ଷକୁ ୫୩ ଜଣଙ୍କୁ ହତ୍ୟା !

ଭୁବନେଶ୍ୱର: ଆମ ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ ଜଣଙ୍କୁ ହତ୍ୟା କରାଯାଉଛି, ଯାହାକି ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ମୃତ୍ୟୁ, ଚାଷୀ ଆତ୍ମହତ୍ୟା, ନକ୍ସଲ ହତ୍ୟା ଭଳି ସାମାଜିକ ସମସ୍ୟା ଠାରୁ ଢେର ଅଧିକ । ୨୦୧୦ ମସିହାରୁ ଚଳିତ ବର୍ଷର ଶେଷ ସୁଦ୍ଧା ଡାହାଣୀ…

ଭଦ୍ରକରେ ୫ଟି ସଚିବ ଭି କେ ପାଣ୍ଡିଆନ; ଡ଼ାକ୍ତରଖାନା ପରିଦର୍ଶନ କରି ଭିନ୍ନକ୍ଷମ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ

ଭଦ୍ରକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ତଥା ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି କେ ପାଣ୍ଡିଆନ ମଙ୍ଗଳବାର ଦିନ ଅଚାନକ ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଭଦ୍ରକସ୍ଥିତ ସେଣ୍ଟର୍ ଫର୍ ରିହାବିଲିଟେସନ ସର୍ଭିସ ଏଣ୍ଡ ରିସର୍ଚ୍ଚ…

ବଦଳିବ ସ୍ବର୍ଗଦ୍ଵାରର ଚିତ୍ର; ଶବଦାହ ପାଇଁ ହେବ ଅତ୍ୟାଧୁନିକ ବ୍ୟବସ୍ଥା

ପୁରୀ: ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ହେବ ନବକଳେବର । ଏଥିପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ପ୍ରଶାସନ ଆଜି ସ୍ୱର୍ଗଦ୍ୱାର ଭିତରେ ଥିବା ପୁରୁଣା ଗୃହ ଗୁଡିକ ଉଚ୍ଛେଦ କରିଛି । ତେବେ କୌଣସି ଅପ୍ରୀତିକର ପରିସ୍ଥିତିକୁ ସମ୍ଭାଳିବା…

ହୁହୁ ହୋଇ ବଢି ଚାଲିଛି ଦର; ପିଆଜମାଳ ପିନ୍ଧି ମନ୍ତ୍ରୀଙ୍କ ଘର ସାମ୍ନାରେ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ପିଆଜ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବସଗୃହ ସାମ୍ନାରେ ପିଆଜ ମାଳ ବେକରେ ପକାଇ ପ୍ରତିବାଦ କରୁଥୁବାରୁ ମଙ୍ଗଳବାର ଦିନ ପୋଲିସ ଅନେକ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତାଙ୍କୁ ଅଟକ ରଖିଛି । ଦରବୃଦ୍ଧି ପ୍ରତିବାଦରେ…

ପୁରୀର ପ୍ରସିଦ୍ଧ ବେଢ଼ାକାଳୀ: ଉଗ୍ରରୂପରେ ଠାକୁରାଣୀ ରକ୍ଷା କରନ୍ତି ଶ୍ରୀମନ୍ଦିର ବେଢା…

ପୁରୀ: ଶ୍ରୀମନ୍ଦିର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟ ଭାଗରେ ଶ୍ରୀ ବେଢ଼ାକାଳୀ ବା ଗୁହ୍ୟ କାଳୀ/ଭଦ୍ରକାଳୀ ମନ୍ଦିର ଅବସ୍ଥିତ । ଶ୍ରୀକ୍ଷେତ୍ରରେ ଆରାଧ୍ୟା ଓ ପ୍ରତ୍ୟକ୍ଷ ଦେବୀ ଭାବେ ସମସ୍ତ ଭକ୍ତ ତାଙ୍କୁ ମାନନ୍ତି । ନିଷ୍ଠାର ସହ ଆରାଧନା କଲେ ସେ ସବୁ…

ତିହାର ଜେଲକୁ ସ୍ଥାନାନ୍ତରିତ ହେଲେ ନିର୍ଭୟା ମାମଲାର ଦୋଷୀ; ଖୁବଶୀଘ୍ର ମିଳିପାରେ ଫାଶୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ମସିହା ଦିଲ୍ଲୀର ଗଣ ବଳାତ୍କାର ଘଟଣାକୁ ଏହି ସପ୍ତାହରେ ୭ ବର୍ଷ ପୁରିବାକୁ ଯାଉଛି । ତେବେ ଏହି ମାମଲା ସହିତ ଜଡ଼ିତ ଦୋଷୀମାନଙ୍କୁ ରବିବାର ଦିନ ମଣ୍ଡୋଲି ଜେଲରୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ‘ଭିଜା ମାଟିର ସ୍ୱର୍ଗ’ ଶ୍ରେଷ୍ଠ ସିନେମା ଓ ଅର୍ଚ୍ଚିତା ‘ଶ୍ରେଷ୍ଠ ଅଭିନେତ୍ରୀ’

ଭୁବନେଶ୍ୱର: ୨୦୧୮ ବର୍ଷ ତଥା ୩୦ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଜଣାଶୁଣା ଚଳଚ୍ଚିତ୍ର ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ପ୍ରତିଷ୍ଠିତ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରାଯିବ । ଏଥିସହିତ ଓଡିଆ ସିନେମା ‘ଭିଜା ମାଟିର ସ୍ୱର୍ଗ’ କୁ ଶ୍ରେଷ୍ଠ ଚଳଚ୍ଚିତ୍ର…

ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତା ତଥା କମେଡି କିଙ୍ଗ କପିଲ ଶର୍ମା ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି । Blessed to have a baby girl ? need ur blessings ? love u all ❤️ jai mata di ? — Kapil Sharma (@KapilSharmaK9) December 9, 2019 କପିଲଙ୍କର ଏକ…

ରାଜ୍ୟରେ ପ୍ରତିଷ୍ଠା ହେବ ୪୫ ଫାଷ୍ଟଟ୍ରାକ୍ କୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଦୁଷ୍କର୍ମ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ତଥା ପିଡିତାଙ୍କୁ ନ୍ୟାୟ ପ୍ରଦାନ ଲାଗି ନିକଟରେ କେନ୍ଦ୍ର ପକ୍ଷରୁ ୧୦୨୩ଟି ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ଗଠନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଓଡିଶାରେ ମଧ୍ୟ ୪୫ଟି ଫାଷ୍ଟ ଟ୍ରାକ୍ ଗଠନ କରାଯିବ । ଏନେଇ ଓଡିଶା…