Latest Odisha News

BREAKING NEWS

Yearly Archives

2019

ବିଦାୟ ୨୦୧୯: କେଉଁସବୁ ପରିବର୍ତ୍ତନ କରିଥିଲେ ଭାରତ ସରକାର, ଜାଣନ୍ତୁ

ନୂଆଦିଲ୍ଲୀ: ୨୦୧୯ର ବିଦାୟ ନିକଟତର ହୋଇଯାଇଛି । ଆଗକୁ ଏହି ବର୍ଷ ଘଟିଥିବା କେତେକ କଥା ଆମ ପାଇଁ ସ୍ମରଣୀୟ ହୋଇ ରହିଯିବ । ଆସନ୍ତୁ ଜାଣିବା ୨୦୧୯ର ଭାରତ ସରକାର ନେଇଥିବା ୧୦ ବଡ ପରିବର୍ତନ ସମ୍ପର୍କରେ... ୱାନ ନେଶନ ୱାନ ରାଶନ କାର୍ଡ: ଏହି ଯୋଜନା ଅନୁସାରେ ୧୪ ରାଜ୍ୟରେ ପିଓଏସ…

ନୂଆବର୍ଷରେ ବୁଲିଯାଆନ୍ତୁ ଓଡ଼ିଶାର ଏହିସବୁ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୩୦ ରିଖ ସୋମବାର ଧନୁ ୧୫ଦିନ ପୌଷ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଦିନ ୯ଟା ପର୍ଯ୍ୟନ୍ତ…

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ୪ର୍ଥ ସନ୍ଧ୍ୟା: ଅଭିନୟ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀକ ଓଡ଼ିଶୀ ନୃତ୍ୟ ଉତ୍ସବର ରବିବାର ଥିଲା ଚତୁର୍ଥ ଦିବସ । ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମାଲେଶିୟାରୁ ଆସିଥିବା ଗୀତା ଶଙ୍କରନ ଓ…

ନିଆରା ପରମ୍ପରା: ୭୧୭ ବର୍ଷରେ ଥରେ ପାଳନ ହୁଏ କେରଳର ଏହି ମହୋତ୍ସବ !

ଥିରୁଅନନ୍ତପୁରମ: କେରଳର କସରଗଡ଼ ଜିଲ୍ଲା ଅନ୍ତର୍ଗତ କହ୍ନିରାଦୁକମ୍ ଗାଁରେ ପାଳନ ହେଉଛି ନିଆରା ମହୋତ୍ସବ । ୭୧୭ ବର୍ଷ ପରେ ପାରମ୍ପରିକ ପେରୁନକାଲିୟାଟମ୍ ମହୋତ୍ସବ ପାଳିତ ହେଉଛି। ପରମ୍ପରା ଅନୁସାରେ ୭୧୭ ବର୍ଷରେ ଥରେ କହ୍ନିରାଦୁକମ୍ ଗ୍ରାମବାସୀ କଲିଓଟ୍ ଦେବୀ ମନ୍ଦିରରେ ମାସେ ଧରି ଏହି…

ବିଦାୟ ୨୦୧୯: କ୍ରୀଡ଼ା ପ୍ରଚ୍ଛଦପଟ୍ଟରେ ରାଜୁତି କଲେ ପ୍ରମୋଦ ଓ ଦୂତୀ ଚାନ୍ଦ !

ଭୁବନେଶ୍ୱର: କ୍ରୀଡ଼ା ଜଗତର ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଆ ଖେଳାଳିଙ୍କ ଜିତାପଟ ୨୦୧୯ ବର୍ଷରେ ନିଶ୍ଚିତ ରୂପେ ସୃତିବହନ କରିବ । ବିଦାୟୀ ବର୍ଷରେ ଓଡ଼ିଶା କ୍ରିକେଟ ଆସୋସିଏସର ନୂତନ ସମ୍ପାଦକ ଭାବେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ନିର୍ବାଚିତ ହୋଇଥିଲେ । ସେହିପରି…

ଇ-କମର୍ସରେ ଧମାଲ କରିବା ପ୍ରସ୍ତୁତିରେ ରିଲାଏନ୍ସ: ଫ୍ଲିପକାର୍ଟ ଓ ଆମାଜନ ସହ କରିବ କଡା ଟକ୍କର

ଭୁବନେଶ୍ୱର: ଭାରତରେ ଅନଲାଇନ କିଣିବାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଛୋଟ ହେଉ ଅବା ବଡ଼ ସବୁକିଛି ଅନଲାଇନ ରେ। ଏମିତିକି ସହରଠୁ ଗାଁ ପର୍ଯ୍ୟନ୍ତ ଡେଲିଭରୀ ସୁବିଧା ଲୋକମାନଙ୍କୁ ଅନଲାଇନ ରେ କିଣିବାକୁ ମନ ବଳାଉଛନ୍ତି । ବର୍ତ୍ତମାନ ଇ-କମର୍ସ କ୍ଷେତ୍ରରେ ବହୁ କମ୍ପାନୀ ଥିଲେ ମଧ୍ୟ…

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ମାର୍କେଟିଂ ମ୍ୟାନେଜର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏସପ୍ଲାନେଡ଼ ମଲରେ ଶନିବାର ସନ୍ଧ୍ୟାରେ ମହିଳା ସାମ୍ବାଦିକା ଓ ତାଙ୍କ କ୍ୟାମେରମ୍ୟାନଙ୍କୁ ଆକ୍ରମଣ ଘଟଣାରେ କମିଶନରେଟ ପୋଲିସ ରବିବାର ଦିନ ମଲର ଜଣେ ମାର୍କେଟିଂ ମ୍ୟାନେଜର ସ୍ବାତୀ ଝା'ଙ୍କୁ ଗିରଫ କରିଛନ୍ତି । ଆସନ୍ତାକାଲି ତାଙ୍କୁ କୋର୍ଟକୁ ନିଆଯିବ ।…

ଶୀତର ପ୍ରଭାବ ବଢିବା ନେଇ ଏହି ୧୩ଟି ଜିଲ୍ଲାକୁ ଆଇଏମଡିର ସତର୍କ ସୂଚନା !

ଭୁବନେଶ୍ୱର: ଶୀତର ପ୍ରକୋପରେ ସାରା ଓଡିଶା ଥରୁଛି । ତେବେ ଶୀତର ପ୍ରଭାବ ଆହୁରି ବଢିବା ସହ କିଛି ସ୍ଥାନରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ରବିବାର ଦିନ ରାଜ୍ୟର ୧୩ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି । ଆଇଏମଡିର ସନ୍ଧ୍ୟା…

ମିଠା ଖାଇଲେ ହୋଇନଥାଏ ଡାଇବେଟିସ !

ଭୁବନେଶ୍ୱର: ଅନେକ ସମୟରେ ଆମେ ଲୋକଙ୍କୁ କହୁଥିବାର ଶୁଣିଥିବା ଅଧିକ ମିଠା ଖାଇଲେ ଡାଇବେଟିସ ହୋଇଥାଏ । ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହୋଇନଥାଏ । ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମିଠା…