Latest Odisha News

BREAKING NEWS

Yearly Archives

2019

ସଂସଦରେ ନାଗରିକତା ସଂଶୋଧନ ବିଲ ଉପରେ ଭୋଟିଂ; ସମର୍ଥନରେ ୨୯୩ ଭୋଟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଦିନ ସଂସଦରେ ନାଗରିକତା ସଂଶୋଧନ ବିଲ ଆଗତ କରିଛନ୍ତି । ଏହି ବିଲ୍ ସପକ୍ଷରେ ୨୯୩ଟି ଭୋଟ ମିଳିଥିବା ବେଳେ ବିରୋଧରେ ୮୨ଟି ଭୋଟ ମିଳିଛି। ଫଳରେ ନାଗରିକତା (ସଂଶୋଧନ) ବିଲ୍ ପ୍ରଥମ ପାହାଚ ଅତିକ୍ରମ କରିଥିବା କୁହାଯାଇଛି । ଏହି…

ଜାଣନ୍ତୁ ଫିନଲାଣ୍ଡର ମହିଳା ପ୍ରଧାନମନ୍ତ୍ରୀ ସନା ମାରିନଙ୍କୁ, ତାଙ୍କ ନାମରେ ରହିଛି କେଉଁ ରେକର୍ଡ…

ଫିନଲାଣ୍ଡର ଡେମୋକ୍ରାଟିକ ପାର୍ଟି ରବିବାର ଦିନ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଚୟନ କରିଛି । ଫିନଲାଣ୍ଡର ପୂର୍ବତନ ପରିବହନ ମନ୍ତ୍ରୀ ୩୪ ବର୍ଷୀୟା ସନା ମାରିନ ବର୍ତ୍ତମାନ ବିଶ୍ଵର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ,…

ଜାଣନ୍ତୁ, ଚିକ୍କଣ ଚେହେରା ଲାଗି ଟମାଟୋ କେତେ ଉପକାରୀ !

ଭୁବନେଶ୍ୱର: ସୁନ୍ଦର ତ୍ୱଚା କାହାକୁ ବା ପସନ୍ଦ ନୁହେଁ। ଏଥିପାଇଁ ଝିଅମାନେ ଦାମିଦାମୀ କସମେଟିକ୍ସର ବ୍ୟବହାର ମଧ୍ୟ କରିଥାଆନ୍ତି। ଘରେ ଥିବା ଟମାଟୋକୁ ବ୍ୟବହାର କରି ଆପଣ ସୁନ୍ଦର, ଦାଗ ମୁକ୍ତ ଓ ଗୋରା ତ୍ୱଚା ପାଇପାରିବେ। ଟମାଟୋରେ ଥିବା ଫୋଲିକ ଏସିଡ଼, ଭିଟାମିନ ସି, ମିନେରାଲ୍ସ ତ୍ୱଚାକୁ…

ବାହାଘରରେ ମିଳିଲା ଏମିତି ଉପହାର; ହସିହସି ବେଦମ ହେଲେ ବରକନ୍ୟା !

ଅନୁଗୁଳ: ଖାଦ୍ୟସାମଗ୍ରୀ ମଧ୍ୟରେ ଏବେ ପିଆଜର ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ ଏବେ କିଛିକିଛି ସ୍ଥାନରେ ପିଆଜକୁ ଉପହାର ସ୍ୱରୂପ ପ୍ରଦାନ କରାଯାଉଥିବାର ନଜରକୁ ଆସୁଛି । ସେହିଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ଅନୁଗୁଳ ସହରରେ । ସହରର ଆଦିମାତା ନଗରରେ ସନ୍ତୋଷ ମହାପାତ୍ର ନାମକ ଜଣେ…

୨୩ ଲକ୍ଷ ଟଙ୍କାରେ ନିଲାମ ହେଲା ଏହି ଖେଳାଳିଙ୍କ ଜର୍ସି, ଜାଣନ୍ତୁ

ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ଏକ ଜର୍ସି ୨୩ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।୧୯୭୧ରେ ଜେନେରିଆର ମାରାକାନା ଷ୍ଟାଡିୟମରେ ଖେଳା ଯାଇଥିବା ଯୁଗୋସଲୋଭିକିଆ ବିପକ୍ଷ ଅନ୍ତିମ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଏହାକୁ ପିନ୍ଧିଥିଲେ । ଇଟାଲୀର ତୁରିନ ସହରରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ…

ପୁରୀ ଗଣଦୁଷ୍କର୍ମ ମାମଲା: ଗିରଫ ହେଲେ ଆଉ ୨ ଜଣ ବ୍ୟକ୍ତି

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୁଣି ଦୁଇ ଜଣ ଦମ୍ପତ୍ତିଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ଦମ୍ପତ୍ତି ଦ୍ୱୟ ରଞ୍ଜିତ ପରିଡା ଏବଂ ସୌମ୍ୟ ଶେଫାଳିକା ପରିଡା ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ଉମା ଶଙ୍କର ଦାସ । ପୋଲିସର…

ଜାଣନ୍ତୁ, ଶ୍ରୀମନ୍ଦିରସ୍ଥ ସର୍ବପୁରାତନ କଳ୍ପବଟର ଅପୂର୍ବ ମହିମା…

ପୁରୀ: କଳ୍ପବଟ ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ବିଶ୍ୱାସର ପ୍ରତୀକ । ପ୍ରଳୟ ଶେଷ ସବୁ ସମୟରେ ଏହା ବିଦ୍ୟମାନ । ଭଗବାନ ବିଷ୍ଣୁ ସ୍ୱୟଂ ଶିଶୁ ରୂପରେ ବଟ ପତ୍ରରେ ଶୟନ କରି ଭାସୁଥିବା ଓ ଜଗନ୍ନାଥଙ୍କ ଦାରୁ ବିଗ୍ରହ ପୂର୍ବରୁ ନୀଳମାଧମ ରୂପେ ବିଶ୍ୱାବସୁ ଶବର ପୂଜା କରୁ ଥିବାର କିମ୍ବଦନ୍ତୀ…

ଲୋକସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଲ

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ନାଗରିକ ସଂଶୋଧନ ବିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଲୋକସଭାରେ ନାଗରିକତା ସଂଶୋଧନ ବିଲ ଉପସ୍ଥାପନ କରିଛନ୍ତି । ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରିଥିବା ସୂଚନା ମିଳିଛି । ଲୋକସଭାରେ ବିଲ୍ ପାସ ହେବା ପାଇଁ ଏନ୍‌ଡିଏ…

ପ୍ରଖ୍ୟାତ୍ ହିନ୍ଦୀ କବି ବିଶ୍ୱନାଥ ପ୍ରସାଦ ତିୱାରୀଙ୍କୁ ମିଳିବ ‘ଗଙ୍ଗାଧର ଜାତୀୟ ପୁରସ୍କାର’

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ପ୍ରଖ୍ୟାତ୍ ହିନ୍ଦୀ କବି ବିଶ୍ୱନାଥ ପ୍ରସାଦ ତିୱାରୀଙ୍କୁ ‘ଗଙ୍ଗାଧର ଜାତୀୟ ପୁରସ୍କାର’ ପ୍ରଦାନ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟର କୁଳପତି ଦୀପକ ବେହେରା ସୂଚନା ଦେଇଛନ୍ତି । ଆସନ୍ତା ଜାନୁଆରୀରେ ଏହି…

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ; କମାଣ୍ଡରଙ୍କୁ ଗୁଳି ମାରି ନିଜକୁ ଗୁଳି କଲେ ଯବାନ

ଋାଞ୍ଚି: ଝାଡଖଣ୍ଡସ୍ଥିତ ରାଞ୍ଚି ନିକଟରେ ଥିବା ଖେଲଗାଁରେ ରହିଥିବା ଏକ ସିଆରପିଏଫ୍ କ୍ୟାମ୍ପରେ ସୋମବାର ଦିନ ଜଣେ କମ୍ପାନୀ କମାଣ୍ଡରଙ୍କ ସହ ଅନ୍ୟଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ କମ୍ପାନୀ କମାଣ୍ଡର ଓ…