Latest Odisha News

BREAKING NEWS

Yearly Archives

2019

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ଉଚ୍ଚାରଣ କରନ୍ତୁ ଏହି ମନ୍ତ୍ର, ମିଳିବ ନିଶ୍ଚିତ ସଫଳତା…

ହିନ୍ଦୁ ଧର୍ମ ଅନୁସାରେ ପଞ୍ଚ ଦେବତା ମଧ୍ୟରେ ସୂର‌୍ୟ୍ୟଦେବଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି । କାରଣ ସୂର‌୍ୟ୍ୟ ଦେବତା ସମଗ୍ର ପୃଥିବୀରେ ସାକ୍ଷାତ ଦେବତା ରୂପରେ ଦର୍ଶନ ଦେଇଥାନ୍ତି । ଅର୍ଥାତ ଜୀବନଯାପନ କରିବା ପାଈଁ ସୂର‌୍ୟ୍ୟଦେବତା ଆବଶ୍ୟକ ଅଟନ୍ତି । ସେ ହେଉଛନ୍ତି ସକଳ ଶକ୍ତିର ଆଧାର । ଯଦି…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୧୨-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ୦୮ ରିଖ ରବିବାର ବିଛା ୨୨ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଏକାଦଶୀ ଭୁକ୍ତ ଦ୍ବାଦଶୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର…

ରାଜ୍ୟର ୬ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ମୋ ସରକାର ଟିମର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ରିପୋର୍ଟ ସହ ରୋଗୀ ଓ ଡାକ୍ତରମାନଙ୍କ ମତାମତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ପାଇଁ ଶନିବାର ଦିନ ସହାୟତା ଘୋଷଣା…

ପୋଲିସ ମୁଖ୍ୟାଳୟ ଓ ବାରବାଟୀ ପରିଦର୍ଶନ କଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ବାରବାଟି ଷ୍ଟାଡିୟମ୍‌ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସରକାରୀ ଗସ୍ତରେ ଯାଇ ପୋଲିସ ମୁଖ୍ୟାଳୟ ପରିଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ…

ଉନ୍ନାଓ ଦୁଷ୍କର୍ମ ମାମଲା: ପୀଡିତାଙ୍କ ପରିବାରକୁ ଘର ଓ ୨୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

ଉନ୍ନାଓ: ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଶେଷରେ ଶନିବାର ଦିନ ଆଖି ବୁଜିଛନ୍ତି। ଗତ ଗୁରୁବାର ଦିନ ତାଙ୍କୁ ଅପରାଧୀ ମାନେ ଜିଅନ୍ତା ଜାଳି ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ତେବେ ଦିଲ୍ଲୀର ସଫଦରଞ୍ଜଗ ହସ୍ପିଟାଲରେ ଚିକିତ୍ସାଧୀନ…

ଜାଣିରଖନ୍ତୁ ଗାଡ଼ିମାଲିକ ! ‘ବାହନ’ ଡାଟାବେସରେ ମୋବାଇଲ୍ ନମ୍ବର ଯୋଡ଼ିବା ଜରୁରୀ…

ଭୁବନେଶ୍ୱର: ଅପ୍ରେଲ ୧ ଠାରୁ ମୋବାଇଲ ନମ୍ବରକୁ 'ବାହାନ' ଡାଟାବେସ ସହ ଯୋଡିବା ଅନିର୍ବାଯ୍ୟ କରାଯାଇଛି। 'ବାହାନ' ଡାଟାବେସ ଏକ ପ୍ରକାର ଡିଜିଟାଲ ରେଜିଷ୍ଟର ଯେଉଁଥିରେ ଗାଡିର ସବୁ ପ୍ରକାର ତଥ୍ୟ ଏଥିରେ ରେଜିଷ୍ଟର ହୋଇଥାଏ | ଏହା ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ…

ଜାଣନ୍ତୁ ଦେଶର ୧୦ ପ୍ରମୁଖ ଏନକାଉଣ୍ଟର୍ ସ୍ପେଶାଲିଷ୍ଟଙ୍କୁ; ଜଣଙ୍କ ନାମରେ ରହିଛି ୧୦୪ଟି ଗୁଳିଚାଳନା !

ଭୁବନେଶ୍ୱର: ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଏନକାଉଁଟର କରିଛି । ଏଥିନେଇ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ରହିଥିଲେ ମଧ୍ୟ ଅଧିକାଂଶ ଏହା ସପକ୍ଷରେ ରହିଛନ୍ତି । ଭାରତରେ ଅନେକ ଏନେକ ପୋଲିସ ଏନକାଉଣ୍ଟର୍ ସ୍ପେଶାଲିଷ୍ଟ ଥିଲେ ମଧ୍ୟ ସେମାନଙ୍କ…

ଡିସେମ୍ବର ୧୨ ଯାଏଁ ଓଡିଶାରେ ଜାରି ରହିବ ଶୀତ ଲହରୀ: ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୧୨ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ରବିବାର ଦିନ ସାମାନ୍ୟ…

ବ୍ୟସ୍ତ ବହୁଳ ଜୀବନରେ ଏହିପରି ନିଅନ୍ତୁ ନିଜର ଯତ୍ନ

ଭୁବନେଶ୍ୱର: ଆଧୁନିକତାର ସ୍ପର୍ଶ ଆମ ଦୈନନ୍ଦିନ ଜୀବନକୁ ଯେତିକି ସରଳ କରି ଦେଉଛି ଆମ ଶରୀରକୁ ସେତିକି କ୍ଷତି ମଧ୍ୟ ପହଞ୍ଚାଉଛି। ଆହୁରି ମଧ୍ୟ ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରର ଧ୍ୟାନ ରଖିବା ଅନେକଙ୍କ ପକ୍ଷେ ସମ୍ଭବ ହେଉନାହିଁ । କେତେବେଳ ଅଫିସର କାର୍ଯ୍ୟ ବ୍ୟସ୍ତତା ତ ଆଉ କେତେବେଳେ ଘର…

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୨୭ % ମତଦାନ

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ଲାଗି ୨୦ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୩ଟା ସୁଦ୍ଧା ଏହି ୨୦ଟି ବିଧାନସଭା ଆସନର ସମସ୍ତ ପୋଲିଂ ବୁଥରେ ୫୯.୨୭ % ମତଦାନ ଅନୁଷ୍ଠିତ ହୋଇଯାଇଛି । ଆଜି କେତେକ ନିର୍ବାଚନ ମଣ୍ଡଳୀରେ କାଁଭାଁ ଉତ୍ତେଜନାକୁ ଛାଡ଼ିଦେଲେ…