ଡ଼ିସ୍ ଟିଭିର ଆକର୍ଷଣୀୟ ଅଫର: ୨୧୯ ଟଙ୍କାରେ ୨୯୦ ଚ୍ୟାନେଲ୍ !
ଭୁବନେଶ୍ୱର: ଭାରତର ଲୋକପ୍ରିୟ ଡିଟିଏଚ କମ୍ପାନୀ ଡ଼ିସଟିଭି ତାର ଗ୍ରାହକ ବଢାଇବା ଉଦେଶ୍ୟରେ ବଜାରକୁ ଆକର୍ଷଣୀୟ ଅଫର ଆଣିଛି | ଡିସଟିଭି ୨୧୯ ଟଙ୍କାର ମାସିକ ରିଚାର୍ଜ ରେ ୨୯୦ ରୁ ଅଧିକ ଚ୍ୟାନେଲ ଦେଉଥିବା ଭଳି ଅଫର ଆଣି ଗ୍ରାହକଙ୍କୁ ନିଜ ଆଡକୁ ଟାଣିବାକୁ ଚାହିଁଛି | ଡାଇରେକ୍ଟ ଟୁ ହୋମ…