Latest Odisha News

BREAKING NEWS

Yearly Archives

2019

ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କୁ ପୁଣି ପ୍ରଶଂସା କଲେ ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏହିପରି କୌଣସି ପ୍ରସ୍ତାବକୁ ଉପସ୍ଥାପନା କରାଯାଇଥାଏ, ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କୁ ବୁଧବାର ଦିନ ଉଚ୍ଚ ପ୍ରଶଂସା କରିଛନ୍ତି । କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଉତ୍ସବ…

୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ: ନଭେମ୍ବର ୨୯ରେ କଳିଙ୍ଗ ଷ୍ଟାଡ଼ିୟମ ପରିଦର୍ଶନ କରିବ ଫିଫା ଟିମ୍

ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ୍ ଫେଡ଼େରେସନ ଅଫ ଆସୋସିଏସନ ଫୁଟବଲ୍ ‘ଫିଫା’ର ଏକ ପ୍ରତିନିଧି ଦଳ ଏକ ୬ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଫିଫାର ଏହି ପ୍ରତିନିଧି ଦଳ ଭାରତରେ ଅନୁଷ୍ଠିତ ହେଉଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଲାଗି ଆସନ୍ତା ନଭେମ୍ବର ୨୯ ତାରିଖରେ…

ଲ୍ୟାପଟପ୍‌ ବିସ୍ଫୋରଣରୁ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ଯୁବକ

ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦ ଠାରେ ଏକ ଲ୍ୟାପଟପ୍‌ ବିସ୍ଫୋରଣ ଘଟିଛି । ଲାପଟପର ମାଲିକ ରାହୁଲ କୁମାର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୋଏଡ଼ା ସେକ୍ଟର ୬୨ରେ ରହୁଥିବା ରାହୁଲ ଏକ ନେଟୱର୍କିଂ କମ୍ପାନିରେ କାମ କରନ୍ତି । ରାହୁଲ…

ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ସୁଶୀଲ କୁମାରଙ୍କର ବୁଧବାର ସକାଳେ ନୂଆଦିଲ୍ଲୀସ୍ଥିତ ଏକ ସାମରିକ ହସ୍‌ପିଟାଲ୍‌ରେ ଦେହାନ୍ତ ଘଟିଛି । ସ୍ୱଳ୍ପକାଳୀନ ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ପ୍ରକାଶ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ…

 ହିନ୍ଦୁଶାସ୍ତ୍ରରେ ବ୍ରହ୍ମଚାରୀ ପକ୍ଷୀର ଆଖ୍ୟା ପାଇଥିବା ମୟୁର ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଭାରତର ଜାତୀୟ ପକ୍ଷୀ ମୟୁର ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୁର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ଜଣାଥିବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମୟୁର ସମ୍ପର୍କରେ କିଛି ଅଜଣା କଥା... ହିନ୍ଦୁ ଶାସ୍ତ୍ରରେ ମୟୁରକୁ ଏକ ବ୍ରହ୍ମଚାରୀ ପକ୍ଷୀ ବୋଲି କୁହାଯାଇଛି । ଏହାର…

ଝାଡ଼ଖଣ୍ଡରେ ବିଜେପି ଗାଦି ସୁରକ୍ଷିତ ରଖିପାରିବତ?

ଋାଞ୍ଚି: ଆଉ ଦୁଇଦିନ ପରେ ପଡ଼ୋଶୀ ଝାଡ଼ଖଣ୍ଡରେ ଅନୁଷ୍ଠିତ ହେଉଛିି ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଯେଉଁ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ପ୍ରଦିଦ୍ୱନ୍ଦିତା ହେଉଛି ସେହି ଦଳଗୁଡ଼ିକ ହେଲେ ଶାସକ ବିଜେପି ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସର ମେଣ୍ଟଦଳଗୁଡ଼ିକ ମଧ୍ୟରେ ।…

ତାନ୍ତ୍ରିକର ପରିଚୟ ଦେଇ ଅନଲାଇନରେ ୧.୨ ଲକ୍ଷ ଟଙ୍କା ଠକିନେଲେ ଯୁବକ

କୋରାପୁଟ: କୋରାପୁଟ ଜିଲ୍ଲାର ଏକ ବ୍ୟକ୍ତି ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ନିକଟରୁ ୧.୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟର ଜିତେନ୍ଦ୍ର କୁମାର ଧୀରଜଙ୍କ ପାଖକୁ ଫେସବୁକରେ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା । ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିବା…

ରାଜ୍ୟରେ ଚିନି ଉତ୍ପାଦନ ଲାଭଦାୟକ ନୁହେଁ: ମନ୍ତ୍ରୀ

ଭୁବନେଶ୍ୱର: ଚିନି ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ କୌଣସି ଲାଭ ହେଉନଥିବା ବୁଧବାର ଦିନ ବିଧାନସଭାରେ କହିଛିନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ । ଚିନିର ଉତ୍ପାଦନ ଖର୍ଚ୍ଚ ଏହାର ବିକ୍ରୟ ମୂଲ୍ୟଠାରୁ ଢେର ଅଧିକ ହେଉଥିବା କାରଣରୁ ରାଜ୍ୟ ସରକାର ଏଥିପାଇଁ କ୍ଷତି ସହୁଥିବା…

ରେଲୱେ ବିଭାଗର ଗ୍ରୁପ-ସି କର୍ମଚାରୀଙ୍କୁ ମିଳେ କେତେ ଦରମା, ଜାଣନ୍ତୁ

ଭୁବନେଶ୍ୱର: ଦେଶର ସବୁଠୁ ଅଧିକ କର୍ମଚାରୀ କାମ କରୁଥିବା ସଂସ୍ଥା ହେଉଛି ଭାରତୀୟ ରେଳ ବିଭାଗ । ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ମଧ୍ୟ ବେଶ୍ ଅଧିକ ହୋଇଥାଏ । ଏଥିପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ ସଂଖ୍ୟାରେ ପିଲା ରେଲୱେ ପରୀକ୍ଷା ମଧ୍ୟ ଦେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ…

ଜାଣନ୍ତୁ, କିପରି ଦୂର କରିବେ କ୍ୟାଲସିୟମ ଅଭାବ ଜନିତ ସମସ୍ୟା

ଭୁବନେଶ୍ୱର: ଆମ ଶରୀରରେ କ୍ୟାଲସିୟମର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶେଷ କରି ହାଡ଼ ଓ ଦାନ୍ତକୁ ମଜବୁତ ରଖିବା ପାଇଁ କ୍ୟାଲସିୟମ ଅନେକ ମାତ୍ରାରେ ସହାୟକ ହୋଇଥାଏ । ଏହାଛଡାକ୍ୟାଲସିୟମ୍ ମାଂସପେଶୀ ସଞ୍ଚାଳନ, ରକ୍ତ ସଞ୍ଚାଳନ, ଏନଜାଇମ୍, ହରମୋନଜନୀତ କାର୍ଯ୍ୟକଳାପ ସଠିକ୍ ଭାବେ…