Latest Odisha News

BREAKING NEWS

Yearly Archives

2019

‘ସ୍ମାର୍ଟ ଡଷ୍ଟବିନ୍’ ନିର୍ମାଣ କଲେ ଓଡିଆ ପୁଅ ଅନୁଭବ; ଜାଣନ୍ତୁ ମିଳିବ କି ସୁବିଧା

ବାରିପଦା: ସ୍ୱଚ୍ଛତା ଲାଗି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ମୟୁରଭଞ୍ଜ ଜିଲ୍ଲାସ୍ଥିତ ବାରିପଦାର ଜଣେ ଛାତ୍ର କମ୍ ଖର୍ଚ୍ଚରେ ନିର୍ମାଣ କରିଛନ୍ତି ଏକ ‘ସ୍ମାର୍ଟ ଡଷ୍ଟବିନ୍’ । ସ୍ଥାନୀୟ ସତ୍ୟସାଇ ବିଦ୍ୟାମନ୍ଦିରରେ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଅନୁଭବ ଷଡଙ୍ଗୀ ନାମକ ଜଣେ ଛାତ୍ର…

ଓଜନ କମାଇବ ଧନିଆ !

ଭୁବନେଶ୍ୱର: ମୋଟାପଣ ଏବଂ ଓଜନ ବଢିବା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଏବଂ ଏକ୍ସରସାଇଜର ସାହାରା ନେଇଥାନ୍ତି । ଜିମ୍ ଯାଇ ଏକ୍ସରସାଇଜ ଏବଂ ଡାଏଟିଙ୍ଗ କରିବା ଦ୍ୱାରା ମଧ୍ୟ ମୋଟାପଣ କମିନଥାଏ । ଆସନ୍ତୁ ଜାଣିବା ଘର ତିଆରି ଏକ ପାନୀୟ…

ଶୀତଦିନେ ନିୟମିତ ଖାଆନ୍ତୁ କମଳା, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ଶୀତଦିନରେ କମଳା ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ ଭିଟାମିନ ସି ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। କର୍କଟ ଠାରୁ ମଧୁମେୟ ରୋଗର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଜାଣନ୍ତୁ ଶୀତଦିନେ କମଳା କିପରି…

ପାରାଦୀପ ବନ୍ଦରରେ ଡମ୍ଫରକୁ ଧକ୍କା ଦେଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ପାରାଦୀପ: ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ମାଲବାହୀ ଟ୍ରେନ ଗୋଟିଏ ଡମ୍ଫରକୁ ଧକ୍କା ଦେବା ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଡମ୍ଫର ବନ୍ଦର ର ୮ ନମ୍ବର ପ୍ଲଟକୁ ଚୂନ ପଥର ପରିବହନ କରିବା…

ସମ୍ବିଧାନ ଦିବସ ଅବସରରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ମଙ୍ଗଳବାର ୭୦ତମ ସମ୍ବିଧାନ ଦିବସ ଅବସରରେ କେନ୍ଦ୍ରୀୟ କକ୍ଷରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ…

ବୁଧବାର ମହାରାଷ୍ଟ୍ରରେ ବହୁମତ ପରୀକ୍ଷା; ସୁପ୍ରିମକୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ମହାରାଷ୍ଟ୍ର ବିଧାନସଭାର ଫ୍ଲୋର ଟେଷ୍ଟ କରାଯିବା ନେଇ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି। ମହାରାଷ୍ଟ୍ରର ରାଜନୈତିକ ସମ୍ବନ୍ଧୀୟ ରାୟ ପ୍ରକାଶ କରିବା ସହ ଉକ୍ତ ଫ୍ଲୋର୍ ଟେଷ୍ଟର ସିଧା…

କେଦାରନାଥରୁ ରାମେଶ୍ୱରମ; ଜାଣନ୍ତୁ ଏକ ସରଳରେଖାରେ ୭ଟି ଶିବମନ୍ଦିରର ରହସ୍ୟ !

ଭୁବନେଶ୍ୱର: ଭାରତୀୟ ହିନ୍ଦୁ ପରମ୍ପରାରେ ମହାଦେବ ଶିବଙ୍କୁ ଯୋଗେଶ୍ୱର କୁହାଯାଇଥାଏ । ଶିବଶଙ୍କର ସଦା ସର୍ବଦା ଯୋଗମୁଦ୍ରାରେ ରହିଥାଆନ୍ତି । କୈଳାଶ ପର୍ବତରେ ଆଜି ପର୍ଯ୍ୟନ୍ତ ଭଗବାନ ଶିବ କେଉଁ ଅନାଦିକାଳରୁ ତପସ୍ୟାରତ ରହିଥିବା କଥା ପୁରାଣରେ ବର୍ତ୍ତିତ ରହିଛି । ଭାରତର ପ୍ରାୟ ସମସ୍ତ…

ମୁମ୍ବାଇ ‘୨୬/୧୧ ‘ ଆକ୍ରମଣକୁ ୧୧ ବର୍ଷ

ମୁମ୍ବାଇ : ୨୦୦୮ ମସିହା ନଭେମ୍ବର ୨୬ ତାରିଖ(୨୬/୧୧) ରେ ମୁମ୍ବାଇ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୧ ବର୍ଷ । ଦୀର୍ଘ ୧୧ ବର୍ଷ ପରେ ମଧ୍ୟ ଭାରତୀୟଙ୍କ ମନରେ ଆଜିବି ଉଜ୍ଜୀବିତ ହୋଇ ରହିଛି ସେହି ଲୋମ ଟାଙ୍କୁରା ଦୃଶ୍ୟ । ନଭେମ୍ବର ୨୬ ତାରିଖ ୨୦୦୮ ମସିହା । ସବୁଦିନ ଭଳି…

ପୁଲୱାମାରେ ଏନକାଉଣ୍ଟର, ହିଜବୁଲ୍ ମୁଜାହିଦ୍ଦିନର ୨ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାରେ ସୋମବାର ଦିନ ହୋଇଥିବା ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1199186047210381313?s=08…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ ଓ ଜଣେ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ନୂଆଗାଁ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଆହତ ହୋଇଛନ୍ତି । ମୃତକ ମାନେ ହେଲେ ଅଶୋକ ଦାସ ଓ ବଳରାମ ନାୟକ । ଅପରପକ୍ଷରେ ଆହତ ବ୍ୟକ୍ତିଙ୍କ ନାମ ଆନନ୍ଦ ନାୟକ ବୋଲି…