Latest Odisha News

BREAKING NEWS

Yearly Archives

2020

ହଟସ୍ପଟରୁ ନୟାଗଡ ଆସିଲେ ୧୪ ଦିନ କ୍ୱାରେଂଟିନ୍‌ ବାଧ୍ୟ

ନୟାଗଡ: ଏଣିକି ଆପଣ ଯଦି ରାଜ୍ୟର କୌଣସି ହଟସ୍ପଟ୍ ଜିଲ୍ଲାରୁ ନୟାଗଡ ଯାଉଛନ୍ତି, ତେବେ ୧୪ ଦିନ ପାଇଁ ସରକାରୀ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ପୋମା ଟୁଡୁ । ତେବେ ନୟାଗଡକୁ ଆସୁଥିବା ସରକାରୀ ଅଧିକାରୀ କିମ୍ବା ବ୍ୟବସାୟୀ ଯଦି ୭୨…

ଭୁବନେଶ୍ୱରରେ ସରିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ପାଇଁ ନମୁନା ସଂଗ୍ରହ ଶେଷ ହୋଇଛି । ବିଏମସିର ଚିହ୍ନଟ ହୋଇଥିବା ପ୍ରାୟ ୯୦୦ଟି ଘରୁ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ରାଜଧାନୀର ଏହି ସେରୋ ସର୍ଭେରେ ସମସ୍ତେ ସହଯୋଗ କରିଥିବା ବିଏମସି ସୂଚନା ଦେଇଛି ।…

ବନ ବିଭାଗର ୧୨ଟି ଘର ଉଡାଇଲେ ମାଓବାଦୀ

ରାଞ୍ଚି: ଝାଡଖଣ୍ଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବନ ବିଭାଗର ୧୨ଟି ଘର ଉଡାଇଲେ ମାଓବାଦୀ । ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ନକ୍ସଲମାନେ ଶନିବାର ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି । ଏନେଇ ପୋଲିସ ଅଧୀକ୍ଷକ ଇନ୍ଦ୍ରଜିତ ମହାଥା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାଓବାଦୀଙ୍କ ଏକ…

ଆଶ୍ଚର୍ଯ୍ୟଚକିତ କରି ଦେଉଛି ନୀଳ ଲାଭା ଉଦଗୀରଣ କରୁଥିବା କାହ୍ୱା ଜେନ୍ ଜ୍ୱାଳାମୁଖୀ

ଜାକାର୍ତା: ପ୍ରକୃତି ତାର ପରିବ୍ୟାପ୍ତ ସୀମା ମଧ୍ୟରେ ଅନେକ ରହସ୍ୟ ଲୁଚାଇ ରଖିଛି । ସେଥି ମଧ୍ୟରୁ ଗୋଟିଏ ହେଲେ ଇଣ୍ଡୋନେସିଆର ଜ୍ୱାଳାମୁଖୀ କାହ୍ୱା ଜେନ୍ । ସାଧାରଣତଃ ଆଗ୍ନେୟଗିରିରୁ ଉତପ୍ତ ଲାଭା ଉଦଗୀରଣ ହେଲା ଏହାର ରଙ୍ଗ ପ୍ରାୟତଃ ହଳଦିଆ କିମ୍ବା ନାଲି ହୋଇଥାଏ । ମାତ୍ର କାହ୍ୱା ଜେନ୍…

ଆରବିଆଇର ନୂତନ ଡେପୁଟି ଗଭର୍ଣ୍ଣର ଦୌଡ଼ରେ ୮ ପ୍ରାର୍ଥୀ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦ ଦୌଡ଼ରେ ଆଠ ଜଣ ପ୍ରାର୍ଥୀ ଅଛନ୍ତି।  ଜାତୀୟଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ସର୍ଚ୍ଚ କମିଟି ଜୁଲାଇ ୨୩ରେ ଏହି ପ୍ରାର୍ଥୀଙ୍କୁ ସାକ୍ଷାତକାର ନେବ। କେନ୍ଦ୍ରୀୟ…

ଆସାମରେ ବନ୍ୟା ସ୍ଥିତି; ୬ ଲକ୍ଷ ଲୋକ ପ୍ରଭାବିତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୨୦ ଜିଲ୍ଲାର ୬ ଲକ୍ଷ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ କୋକରାଝର ଓ ଧୁବରି ଅଞ୍ଚଳରେ ୨ ଜଣଙ୍କର ମୃତ୍ୟୁକୁ ମିଶାଇ ମୋଟ୍ ୪୨…

କରୋନା କ୍ରିଏଟିଭିଟି : ଦେବାଂଶ ଅଗ୍ରୱାଲ ଗଳ୍ପକଥନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଥାଇଲାଣ୍ଡରେ ମାଙ୍କଡଙ୍କ ଦ୍ୱାରା ନଡିଆ ତୋଳିବା ନେଇ ବିବାଦ ବଢ଼ିଲା, ବ୍ରିଟେନରେ ଉତ୍ପାଦ ଉପରେ କଟକଣା

ବ୍ୟାଙ୍କକ:ଦକ୍ଷିଣ ଥାଇଲାଣ୍ଡରେ ସ୍ଥାନୀୟ ବାସିନ୍ଦାମାନେ ମାଙ୍କଡଙ୍କୁ ବ୍ୟବହାର କରି ଗଛରୁ ନଡିଆ ତୋଳିଥାନ୍ତି । ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ସେଠାକାର ଲୋକେ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ । ଏବେ ପିପୁଲ୍ସ ଫର ଏଥିକାଲ ଟ୍ରିଟମେଂଟ ଅଫ ଆନିମଲ୍ସ (ପେଟା) ଏ ନେଇ ଏକ…

କରୋନା କ୍ରିଏଟିଭିଟି : ଇନ୍ଦ୍ରାକ୍ଷୀ ପ୍ରଧାନଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଆଜି ରାତିରେ ବଜ୍ରପାତ ସହିତ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ବେଳେ ଏଥିସହିତ ରବିବାର ରାତିରେ ବଜ୍ରପାତ ହେବା ନେଇ ସତର୍କ ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରି କହିଛନ୍ତି ଯେ, ରାଜ୍ୟର…