‘କସୌଟି ଜିନ୍ଦଗୀ କି-୨’ର ଲିଡ୍ ଷ୍ଟାର ପାର୍ଥ ସମଥାନଙ୍କୁ କରୋନା
ମୁମ୍ବାଇ: ଚର୍ଚ୍ଚିତ ଟେଲିଭିଜନ ଶୋ’ ‘କସୌଟି ଜିନ୍ଦଗୀ କି-୨’ର ଲିଡ୍ ଷ୍ଟାର ଅନୁରାଗ ବାସୁ ତଥା ପାର୍ଥ ସମଥାନଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
Hi guys ,I have tested Postive for covid 19 and I would…