Latest Odisha News

BREAKING NEWS

Yearly Archives

2020

ନିଯୁକ୍ତି ବନ୍ଦ ହୋଇଗଲେ ବେକାର ଯୁବକ-ଯୁବତୀ କ’ଣ କରିବେ?

ଭୁବନେଶ୍ୱର: ରାଜ୍ୟରେ କରୋନା ବୃଦ୍ଧି ପାଉଛି । ଏଥିସହ ସରକାରଙ୍କ ଆୟ କମୁଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ବାଦ ୨ବର୍ଷ ଯାଏଁ ସରକାରୀ ନିଯୁକ୍ତି ମିଳିବନି ବୋଲି ଗତକାଲି ସରକାର ଘୋଷଣା କରିଛନ୍ତି । ସରକାର ଏହାର ଆଉଥରେ ପୁନଃ ବିଚାର କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି…

ଖୋର୍ଦ୍ଧା-ଗଂଜାମ ବର୍ଡର ସିଲ୍‌, ଟୋଲ୍ ଗେଟ୍ ନିକଟରେ ଟ୍ରାଫିକ ଜାମ୍‌

ଗଂଜାମ: ବଢ଼ୁଥିବା କରୋନା ସଂକ୍ରମଣ ଯୋଗୁଁ ଗଂଜମାର ସମସ୍ତ ସହରାଂଚଳକୁ ଜିଲ୍ଲାପାଳ ଆସନ୍ତାକାଲିଠାରୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ତେବେ ଆଜି ଠାରୁ ଗଂଜମାର ସବୁ ବର୍ଡର ସିଲ୍ କରାଯାଇଛି । ଆଜି ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ସୀମା ସିଲ୍ ହେବା ପରେ ଟ୍ରାଫିକ ଜାମ୍ ହୋଇଛି । ସୀମା ସୀଲ୍…

ମୋଷ୍ଟୱାଣ୍ଟେଡ ବ୍ରାଉନସୁଗାର ମାଫିଆ ଗିରଫ, ୩ କେଜି ୬୦୨ ଗ୍ରାମ ଧଳାଜହର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ ସଫଳତା । ଖୋର୍ଦ୍ଧାର ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ମନୋରଞ୍ଜନ ସାହୁକୁ ଜଟଣୀ ବାଇପାସରୁ ଗିରଫ କରାଯାଇଛି । ତା’ନିକଟରୁ ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ୫୦ ଲକ୍ଷ…

ନୟାଗଡ-ଗଞ୍ଜାମ ସୀମା ସିଲ୍‌

ଗଞ୍ଜାମ: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଅଧିକ ପ୍ରଭାବିତ ହୋଇଛି ଗଂଜାମ ଜିଲ୍ଲା । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ୫ ଦିନ ଯାଏଁ ଗଂଜାମର ସମସ୍ତ ସହରାଂଚଳକୁ ସଟ୍‌ଡାଉନ ଘୋଷଣା କରାଯାଇଛି । ତେବେ ଆଜିଠାରୁ ସୀମା ସିଲ୍ କରାଯାଇଛି । ସଂକ୍ରମଣ ଏଡାଇବାକୁ ନୟାଗଡ-ଗଂଜାମ ସୀମା ସିଲ୍…

ରାଜଭବନରେ ପ୍ରବେଶ ମନା

ଭୁବନେଶ୍ୱର: ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଆବଶ୍ୟକ ହେଲେ ଟେଲିଫୋନ୍‌,…

ଭୁବନେଶ୍ୱର ଆରଟିଓ-୨ ସିଲ୍‌

ଭୁବନେଶ୍ୱର: ମଙ୍ଗଳବାର ଆରଟିଓ-୧ ସିଲ୍ ହୋଇଥିଲା । ଆଜି ସିଲ୍ ହୋଇଛି ଭୁବନେଶ୍ୱର ଆରଟିଓ-୨ । ଆରଟିଓ-୨ର କିଛି କର୍ମଚାରୀ ଆରଟିଓ-୧ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଏମସି ଆରଟିଓ-୨କୁ ସିଲ୍ କରିଛି । ଏଠାରେ କାମ କରୁଥିବା ୧୩ ଜଣ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟିନରେ ରହିବାକୁ…

ଜନ୍ମଦିନରେ ଜାଣନ୍ତୁ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ କିଛି ଜଣା- ଅଜଣା କଥା

ମୁମ୍ବାଇ: ସୌରଭ ଗାଙ୍ଗୁଲି ଓରଫ ଦାଦା । ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବେ ବେଶ୍ ନାଁ ରହିଛି ଦାଦାଙ୍କର । ଜଣେ ସାଧାରଣ କ୍ରିକେଟରରୁ ଯାତ୍ରା ଆରମ୍ଭ କରିଥିବା ସୌରଭ ବର୍ତ୍ତମାନର ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି। ଆଜି ସେ ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି। ବୀରେନ୍ଦ୍ର…

ଗଞ୍ଜାମ ସ୍ଥିତ ମାଉସୀ ମା’ ମନ୍ଦିରରୁ ଉଦ୍ଧାର ହେଲା ୧୦ ଫୁଟର ଅହିରାଜ ସାପ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜରଡ଼ା ସ୍ଥିିିତ ମାଉସୀ ମା ମନ୍ଦିର ପରିସରରୁ ୧୦ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଛି ବନବିଭାଗ। ସୂଚନାନୁସାରେ, ସ୍ଥାନୀୟ ଲୋକମାନେ ମନ୍ଦିରରେ ଏହି ନାଗ ସାପକୁ ଦେଖି ମନ୍ଦିର ପରିଚାଳନା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ମନ୍ଦିର ପରିଚାଳନା ଅଧିକାରୀ…

ଗଞ୍ଜାମ ଟେନସନ୍: ସାତ ଦିନରେ ୧୩ ଶହ ନୂଆ କରୋନା କେସ୍

ଗଞ୍ଜାମ: ଜୁଲାଇ ମାସରେ ଜିଲ୍ଲାରେ କରୋନା ସ୍ଥିତି ସାଙ୍ଗାତିକ । ତିନି ହଜାର ପାଖାପାଖି ହେଲାଣି ପଜିଟିଭ୍ କେସ୍ । ଜିଲ୍ଲାରେ ମୋଟ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮୩୬ । କିନ୍ତୁ ଜୁଲାଇ ମାସର ଏହି ସାତ ଦିନର ରିପୋର୍ଟ ଦେଖିଲେ ଯେକେହି ଆଶ୍ଚଯ୍ୟ ହୋଇଯିବ । ସପ୍ତାହେ ଭିତରେ ସାମନାକୁ…

ଫରିଦାବାଦରେ ପୋଲିସ ପଂହଚିବା ପୂର୍ବରୁ ଖସିଗଲା ବିକାଶ ଦୁବେ

ଫରିଦାବାଦ: ମୋଷ୍ଟ ୱାନଟେଡ ଅପରାଧୀ ବିକାଶ ଦୁବେ ଅଳ୍ପକେ ପୋଲିସ ହାତରୁ ଖସିଯାଇଛି । ରିପୋର୍ଟ ମୁତାବକ ଫରିଦାବାଦ ସେକ୍ଟର-୮୭ରେ ବିକାଶ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା । ସେଠାରୁ ନିକଟରେ ଥିବା ଏକ ହୋଟେଲରେ ରହୁଥିଲା । ହୋଟେଲରେ ପୋଲିସ ଖବରପାଇ ଆସିଲାବେଳକୁ ବିକାଶ ସେଠାରୁ ଖସି…