Latest Odisha News

BREAKING NEWS

Yearly Archives

2020

କରୋନା ପଜିଟିଭ ଚିହ୍ନଟ ହେଲେ ସାଲେପୁର ବିଧାୟକ

କଟକ: ରାଜ୍ୟରେ ଆଉ ଜଣେ ଲୋକ ପ୍ରତିନିଧି ଚିହ୍ନଟ ହେଲେ କରୋନା ପଜିଟିଭ । କଟକ ଜିଲା ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ। ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ଓ ଗାଡିଚାଳକ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ରାଶି ଫଳ  ତା ୮-୭-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି୨୦୨୦ ମସିହା ଜୁଲାଇ ତା ୮ ରିଖ ବୁଧବାର ମିଥୁନ ୨୪ ଦିନ ଶ୍ରାବଣ କୃଷ୍ଣ ପକ୍ଷ ତୃତୀୟା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ।  ଘାତ ବାର : କର୍କଟ ରାଶିର ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର ଆଜି: ପୋଟଳ…

ଦାମ ବଢାଇଲେ ସଲମାନ: ବିଗବସର ଆଗାମୀ ସିଜିନ ପାଇଁ ଦାବି କଲେ ଏତିକି ଟଙ୍କା

ମୁମ୍ବାଇ: ଟେଲିଭିଜନର ପପୁଲାର ରିଆଲିଟି ସୋ ‘ବିଗ୍ ବସ୍’ ପାଇଁ ଅଧିକ ପାରିଶ୍ରମିକ ଦାବି କରିଛନ୍ତି ସଲମାନ ଖାନ । ଖବର ଅନୁଯାୟୀ, ପୂର୍ବରୁ ସିଜିନରେ ସୋ ଉପାସ୍ଥାପନା ପାଇଁ ସଲମାନ ସପ୍ତାହକୁ ୧୨ ରୁ ୧୫ କୋଟି ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ସପ୍ତାହକୁ ୧୬ କୋଟି ଟଙ୍କା ପାଇଁ ଦାବି…

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଗଞ୍ଜାମ ଜିଲ୍ଲାର ଏହି ପଞ୍ଚାୟତକୁ ସଟ୍ ଡାଉନ ଘୋଷଣା କଲେ ସରପଞ୍ଚ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କଲମ୍ଵ ଗ୍ରାମ ପଞ୍ଚାୟତକୁ ଜୁଲାଇ ୭ ତାରିଖ ଠାରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି କଲମ୍ଵ ସରପଞ୍ଚ ପ୍ରତିଭା ରାଣୀ ଜେନା। କଲମ୍ଵ ପାଞ୍ଚାୟତର ଡେଙ୍ଗାପଦର ଓ କଲମ୍ଵ ଛକରେ ୭ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା…

ଜନସାଧାରଣଙ୍କୁ ମନା ପୁରୀ ସରକାରୀ କାର୍ଯ୍ୟାଳୟ

ପୁରୀ: କରୋନା ମୁକାବିଲା ଯୋଗୁଁ ଆଗାମୀ ୧୫ ଦିନ ଯାଏଁ ପୁରୀର ସରକାରୀ କାର୍ଯ୍ୟାଳୟ ଗୁଡିକରେ ଜନସାଧାରଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଥାନା ଏବଂ ଡାକ୍ତରଖାନା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ…

ବ୍ରାଜିଲ ରାଷ୍ଟ୍ରପତି କରୋନା ପଜିଟିଭ୍

ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରଙ୍କୁ କରୋନା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଏହି ସୂଚନା ଦେଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ଚତୁର୍ଥ ଥର ନୁମନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ବାହାରିଛି । ବୋଲସୋନାରୋ କହିଛନ୍ତି, ସେ ଏବେ ଠିକ୍ ଅଛନ୍ତି । ତାଙ୍କଠାରେ କେବଳ ସାମାନ୍ୟ…

ସରୋଜ ଖାନଙ୍କ ଉପରେ ବାୟୋପିକ କରିବେ ରେମୋ

ଅଫେରା ରାଇଜର ବାଟୋଇ ହୋଇ ଚାଲିଗଲେ ବଲିଉଡ କୋରିଓଗ୍ରାଫର ସରୋଜ ଖାନ । ତାଙ୍କୁ ଝୁରୁଛି ବଲିଉଡ । ସମସ୍ତେ ଶୋକରେ ଥିବା ବେଳେ କୋରିଓଗ୍ରାଫର ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡିସୁଜା ସରୋଜ ଖାନଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଚାହୁଛନ୍ତି । ଏହା ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ବୋଲି ରେମୋ…

୧୨ ତାରିଖ ଯାଏ ସଟଡାଉନରେ ରହିବ କଟକ, ବଢ଼ିଲା ଅବଧି

କଟକ: ମହାନଗର ନିଗମ ଅଞ୍ଚଳରେ ଆଉ ଦୁଇ ଦିନ ବଢ଼ିଲା ସଟଡାଉନ । ଆସନ୍ତା ୧୦ ମଧ୍ୟରାତ୍ରି ଯାଏ ସମୟସୀମା ବଢ଼ାଇଛି ପ୍ରଶାସନ । କରୋନା ସ୍ଥିତି ବିଗିଡ଼ିବା ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଛି । ଟ୍ୱିଟ୍ କରି ସିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୦ ତାରିଖ ଶୁକ୍ରବାର । ତାପରେ ଶନିବାର…

କରୋନା ପଜିଟିଭ୍ ଚିହ୍ନଟ ପରେ ଭୁବନେଶ୍ୱର ଆରଟିଓ-୧ ଅଫିସ ବନ୍ଦ

ଭୁବନେଶ୍ୱର: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)-୧ରୁ କରୋନା ସଂକ୍ରମିତ ଚିହ୍ନଟ । ଏହାପରେ ଆଚାର୍ଯ୍ୟ ବିହାର ନିକଟସ୍ଥ ଆରଟିଓ ଅଫିସକୁ ବନ୍ଦ କରିଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ । ଟ୍ୱିଟ କରି ଏହି ସୂଚନା ଦେଇଛି ବିଏମସି । ଏହାସହ ଅଫିସ ପରିସରରେ ବନ୍ଦ ନେଇ ନୋଟିସ୍ ଲାଗିଛି ।…

ରାମ ଗୋପାଳ ବର୍ମାଙ୍କ ଫିଲ୍ମରେ ଓଡିଆ ଝିଅ ଅପସରା ରାଣୀ

ନୂଆଦିଲ୍ଲୀ: ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ଆଉ ଜଣେ ଓଡିଆ ଝିଅ। ଖୁବଶୀଘ୍ର ବଲିଉଡ ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ଓଡିଆ ଝିଅ ଅପସରା ରାଣୀ। ଯାହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା। ଏହି ଫିଲ୍ମ ନିର୍ମାଣ ସମ୍ପର୍କରେ ନିଜ ଟ୍ୱିଟର…