କନ୍ଧମାଳରେ ଏନକାଉଣ୍ଟର; ମାଓବାଦୀ ମୃତ
ଫୁଲବାଣୀ: ଗତ ଦୁଇ ଦିନ ତଳେ ଚାରିଜଣ ମାଓବାଦୀ ଏନକାଉଣ୍ଟରରେ ମୃତ୍ୟୁବରଣ କରିବା ପରେ ମଙ୍ଗଳବାର କନ୍ଧମାଳ ଜିଲ୍ଲାର ସିର୍ଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଅନ୍ୟ ଏକ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଛି ।
ଉକ୍ତ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ…