ଭୁବନେଶ୍ୱରରେ ଆଉ ୪୫ ପଜିଟିଭ ଚିହ୍ନଟ, ୩୧ ସୁସ୍ଥ
ଭୁବନେଶ୍ୱର: ଆଜି ଭୁବନେଶ୍ୱରୁ ପୁଣି ପଜିଟିଭ ବାହାରିଛନ୍ତି । ଗୋଟିଏ ଦିନରେ ସର୍ବାଧିକ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୩୧ଜଣ ସୁସ୍ଥ ହୋଇଛନ୍ତି।
ଚିହ୍ନଟ ହୋଇଥିବା…