ବୈଠକ ବାତିଲ, ଓଲୀଙ୍କୁ ନେଇ ନିଷ୍ପତି ୨ ଦିନ ଘୁଂଚିଲା
କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଇସ୍ତଫା ନେଇ ହେବାକୁ ଥିବା ଷ୍ଟାଣ୍ଡିଂ କମିଟି ବୈଠକ ଶନିବାର ଶେଷ ମୂହର୍ତରେ ଏହାକୁ ୨ ଦିନ ଘୁଂଚାଇ ଦିଆଯାଇଛି । ସୋମବାର ଏହି ବୈଠକ ବସିବ । ଅନ୍ୟ ଅର୍ଥରେ ସ୍ଥିତି ସୁଧାରିବା ପାଇଁ ଓଲୀଙ୍କ ନିକଟରେ ଦୁଇ ଦିନ ସମୟ ରହିଛି । ଦଳ ନ…