ଫେସବୁକ୍ ଲଞ୍ଚ କଲା ‘ଅବତାର’ ଫିଚର୍ସ; ଜାଣନ୍ତୁ…
ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଏକ ନୂଆ ‘ଅବତାର’ ଫିଚର୍ସ । ଯେଉଁଥିରେ ଆପଣ ନିଜର ଭର୍ଚୁଆଲ୍ କାର୍ଟୁନ ବା ଆନିମେଟେଡ୍ କ୍ୟାରେକ୍ଟର ବନାଇପାରିବେ ।
ଏହି ‘ଅବତାର’ ଫିଚର୍ସ ଜରିଆରେ ଫେସବୁକ୍ ୟୁଜର୍ସମାନେ ନିଜ ନିଜର…