Latest Odisha News

BREAKING NEWS

Yearly Archives

2020

ଭିଜିଲାନ୍ସ ଜାଲରେ ଫସିଲେ ବରଗଡ ଅବକାରୀ ଅଧିକ୍ଷକ

ବରଗଡ: ବରଗଡ ଅବକାରୀ ଅଧିକ୍ଷକ ମକରଧ୍ୱଜ ବାରଗିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନାନୁସାରେ, ଦୁର୍ନୀତି ନିବାରଣ ୱିଙ୍ଗର ଏକ ଦଳ ବରଗଡରେ ଥିବା ତାଙ୍କ ବାସଭବନରେ ଚଢାଉ କରିଥିଲେ । ଉକ୍ତ ଅଧିକାରୀଙ୍କ…

କରୋନା ଆତଙ୍କ: ଲୋକସେବା ଭବନ ସହ ୩ ସରକାରୀ ଅଫିସକୁ ପ୍ରବେଶ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦିନକୁ ଦିନ ଉଦବେଗ ସ୍ତରକୁ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଗୁରୁବାର ଦିନ ଲୋକ ସେବା ଭବନ ସମେତ ଚାରିଟି ପ୍ରମୁଖ ପ୍ରଶାସନିକ କାର୍ଯ୍ୟାଳୟ ପରିସରକୁ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରବେଶ ଉପରେ…

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୨୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି…

କରୋନା କେସରେ ଭାରତର କେଉଁ ସବୁ ରାଜ୍ୟ ବଡ଼ ବଡ଼ ଦେଶକୁ ଟପିଗଲେଣି ?

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି କରୋନା । ପଜିଟିଭ୍ କେସ୍ ବଢ଼ିଚାଲିଛି । ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ବହୁ ରାଜ୍ୟରେ ସପ୍ତାହେ ଭିତରେ ଦ୍ରୁତ ଗତିରେ ପଜିଟିଭ୍ କେସ ବାହାରୁଛି । ସଂଖ୍ୟା ତୁଳନା କଲେ ବିଶ୍ୱର କିଛି ବଡ଼ ବଡ଼ ରାଷ୍ଟ୍ରକୁ ବି ପଛରେ ଛାଡ଼ିଦେଇଛନ୍ତି ସେସବୁ…

ପଜିଟିଭ ଚିହ୍ନଟ ହେଲେ କର୍ମଚାରୀ: ସିଲ ହେଲା ଖୋର୍ଦ୍ଧା ପୌର କାର୍ଯ୍ୟାଳୟ

ଖୋର୍ଦ୍ଧା: ବୁଧବାର ଖୋର୍ଦ୍ଧା ପୌରପାଳିକାର ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଖୋର୍ଦ୍ଧା ପୌରପାଳିକା କାର୍ଯ୍ୟାଳୟକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସିତାଂସୁ କୁମାର ରାଉତ ଦେଇଥିବା ସୂଚନା ଅନୁସାରେ “ପୌରପାଳିକା  …

ଓଡିଶାରେ ଆଉ ୨୨୯ କରୋନା ପଜିଟିଭ; ଗଞ୍ଜାମରେ ସର୍ବାଧିକ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୨୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୫୪୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଚିକିତ୍ସା ବଦଳରେ ଅପମାନ: ଡ଼ାକ୍ତରଖାନାରେ ର୍ଦୁବ୍ୟବହାର କରି ରୋଗୀଙ୍କୁ ତଡିଦେଲେ ଡାକ୍ତର

ଯାଜପୁର: ଡାକ୍ତରଖନାରେ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା କୁଷ୍ଠ ରୋଗୀଙ୍କୁ ର୍ଦୁବ୍ୟବହାର କରି ତଢିଦେଇଛନ୍ତି ଡାକ୍ତର । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ମେଡିକାଲ ପରିସରରେ । ଅଭିେଯୋଗ ମୁତାବକ ସ୍ଥାନୀୟ ଗାନ୍ଧୀ କୁଷ୍ଠାଶ୍ରମ ବସ୍ତିର…

ଇସ୍ତଫା ଦେଲେ ଲକଡାଉନ୍ ନିୟମ ଭାଙ୍ଗିଥିବା ନ୍ୟୁଜିଲାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ

ନ୍ୟୁଜିଲାଣ୍ଡରେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ କରୋନା ଲକଡାଉନ୍ ନିୟମ ଭାଙ୍ଗିଥିଲେ । ଡେଭିଡ୍ କ୍ଲାର୍କ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗକୁ ନେଇ ଦେଶରେ ବିବାଦ ଘନେଇଲା । ଶେଷରେ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଡେଭିଡ୍ କ୍ଲାର୍କ । ଆଜି ଏନେଇ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ…

ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ଏଭେରଟନ ଓ୍ୱିକେସଙ୍କ ପରଲୋକ

ନୂଆଦିଲ୍ଲୀ: ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପୂର୍ବତନ ବ୍ୟାଟସମ୍ୟାନ୍ ଏଭେରଟନ ଓ୍ୱିକେସଙ୍କର ବୁଧବାର ଦିନ ନିଧନ ଘଟିଛି। ୯୫ ବର୍ଷ ଏହି ମହାନ କ୍ରିକେଟର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଭେରଟନ ଓ୍ୱିକେସଙ୍କୁ ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ବୋଲି କୁହାଯାଏ। ସେ ଓ୍ୱେଷ୍ଟେଣ୍ଡିଜ…

ଦେଶରେ ୧୭ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୬,୦୪,୬୪୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…