Latest Odisha News

BREAKING NEWS

Yearly Archives

2020

କରୋନା କ୍ରିଏଟିଭିଟି : ସ୍ୱାଗତିକା ନାୟକଙ୍କ ବକ୍ତୃତା

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ, କଲେଜ, ବନ୍ଦ ହେବ କ୍ୱାରେଂଟିନ୍ ସେଣ୍ଟର

ଭୁବନେଶ୍ୱର: ଜୁଲାଇ ମାସ ପାଇଁ ଦେଶରେ ଜାରି ହୋଇଛି ଅନ୍‌ଲକ-୨ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସ୍ଥିତି ଦେଖି ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଏବେ ରାଜ୍ୟରେ ଖୋଲିବନି ସ୍କୁଲ, କଲେଜ ଖୋଲିବ ନାହିଁ। ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ,…

ଚୀନ ବନ୍ଦ କଲା ଭାରତର ନ୍ୟୁଜ ଚ୍ୟାନେଲ, ୱେବସାଇଟ

ବେଜିଂ: ଭାରତ-ଚୀନ ସଂଘର୍ଷ କମିବାର ନାଁ ଧରୁ ନାହିଁ । ଭାରତ ଚୀନର ୫୯ ଆପ୍ ବନ୍ଦ କରିବା ପରେ ଡ୍ରାଗନ ବିଚଳିତ ହୋଇପଡିଛି । ଏହାର ପ୍ରତି ବଦଳରେ ଚୀନ ଭାରତର ନ୍ୟୁଜ ଚ୍ୟାନେଲ ଓ ୱେବସାଇଟକୁ ବନ୍ଦ କରିଛି । ଏବେ ଏହାକୁ ଦେଖିବା ପାଇଁ ଚୀନ ଲୋକଙ୍କୁ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କର ବ୍ୟବହାର…

ବୃଦ୍ଧି ପାଇବ ଟ୍ରେନର ବେଗ: କଟକ ଓ ଭୁବନେଶ୍ୱର ଷ୍ଟେସନରେ ୱାସେଵେଲ ଆପ୍ରନ ବଦଳାଯାଇ ଵାଲାଷ୍ଟ ଟ୍ରାକ ନିର୍ମାଣ

ଭୁବନେଶ୍ୱର: ଟ୍ରେନ ସେବାକୁ ପ୍ରଭାବିତ ନକରି ଲକ ଡାଉନ ସମୟରେ ବହୁ ପୂର୍ବରୁ କାର୍ଯ୍ୟକାରୀ ହେବାକୁ ଥିବା ଭିତ୍ତିଭୂମି ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ଯୋଜନା କରିଛି I ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଡାଉନ ମେନ ଲାଇନ ଏବଂ କଟକ ରେଳ ଷ୍ଟେସନ ଠାରେ ଅପ ମେନ…

୧୦ ଜିଲ୍ଲାରେ ଶନି ଓ ରବିବାର ସଟ୍‌ଡାଉନ

ଭୁବନେଶ୍ୱର: ଦେଶରେ ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବ ଅନ୍‌ଲକ ୨ । ତେବେ ଏହାରି ଭିତରେ ଜୁଲାଇ ମାସ ପାଇଁ ରାଜ୍ୟ ସରକାର କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଜୁଲଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ସଟ୍‌ଡାଉନ୍ ବଳବତ୍ତର ରହିବ । ତେବେ ଏହି କଟକଣା…

କରୋନା କ୍ରିଏଟିଭିଟି : ତନିଶା ପ୍ରଧାନଙ୍କ ସଙ୍ଗୀତ ଗାନ

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ରାଜ୍ୟରେ ରାତି ୯ଟାରୁ ଭୋର ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ

ଭୁବନେଶ୍ୱର: କୋହଳ ହେଲା ରାତ୍ରୀକାଳିନ କର୍ଫ୍ୟୁ ସମୟ । ଏଣିକି ଆଉ ସନ୍ଧ୍ୟା ୭ଟାରୁ ୫ଟା ନୁହେଁ ରାତି ୯ରୁ ଭୋର ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ…

ଏଥର ଚୀନର ଲୋଲୁପ ନଜର ଭୁଟାନ ଉପରେ

ଥିମ୍ପୁ: ଭୁଟାନ ଉପରେ ଏବେ ଚୀନର ଲୋଲୁପ ନଜର ପଡିଛି । ଗ୍ଲୋବାଲ ଏନଭରମେଂଟ ଫାସିଲିଟି ବୈଠକରେ ଭୁଟାର ସାକତେଙ୍ଗ ୱାଇଲ୍ଡଲାଇଫ ଅଭୟରାଣ୍ୟକୁ ଚୀନ ବିବାଦୀୟ ଜାଗା ବୋଲି କହିଛି । ଏହି ପ୍ରୋଜେକ୍ଟରେ ଅର୍ଥ ସହାୟତା ନ କରିବା ପାଇଁ ମଧ୍ୟ ଚୀନ ଚାପ ପକାଇଛି । ଅରୁଣାଚଳ ପ୍ରଦେଶ ସୀମା ନିକଟରେ ୬୫୦…

କରୋନା କ୍ରିଏଟିଭିଟି : ଉତ୍ପଳାକ୍ଷ ଜେନାଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ସୁସ୍ଥ ହେଲେ ସର୍ବାଧିକ ୨୪୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଭାଙ୍ଗିଲା ରେକର୍ଡ । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୪୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୧୮୯ରେ ପହଁଚିଛି । ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଜପତିରୁ ୫୯ ଜଣ ଅଛନ୍ତି ।…