Latest Odisha News

BREAKING NEWS

Yearly Archives

2020

ମାସେ ଭିତରେ ୪ହଜାର ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ 6 ହଜାର 350 ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମେ ମାସ ଅପେକ୍ଷା ଜୁନ୍ ମାସରେ ସଂକ୍ରମଣ ହାର ଅଧିକ ରହିଛି । ମାସେ ଭିତରେ ଚିହ୍ନଟ ହୋଇଛନ୍ତି 4 ହଜାର 105 ନୂଆ ପଜିଟିଭ୍ । ଅର୍ଥାତ୍ ମୋଟ୍ ସଂକ୍ରମିତଙ୍କ 64 ପ୍ରତିଶତ କେବଳ ଜୁନରେ ବାହାରିଛନ୍ତି । ଦୈନିକ…

ଅନଲାଇନରେ ହିତାଧିକାରୀ କରିପାରିବେ ଭତ୍ତା ଆବେଦନ

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ମିଳୁଥିବା ଭତ୍ତା ପାଇବା ପାଇଁ ହିତାଧିକାରୀମାନେ ଅନଲାଇନ ଆବେଦନ କରିପାରିବେ । ଯାହାଫଳରେ ସେମାନଙ୍କୁ ଆଉ ପଞ୍ଚାୟତ ଅଫିସ କିମ୍ବା ବ୍ଲକକୁ ଯିବାକୁ ପଡିବ ନାହିଁ । ଓଡିଶା ସରକାରଙ୍କ ପକ୍ଷରୁ ଏଭଳି ଏକ ବ୍ୟବସ୍ଥା ଆରମ୍ଭ କରାଯାଇଛି…

ଭଦ୍ରକରୁ ଉଦ୍ଧାର ହେଲା ୪୩ କୋବ୍ରା ଛୁଆ

ଭଦ୍ରକ: ଭଦ୍ରକ ଜିଲ୍ଲାର ରଙ୍ଗରାଜପୁର ଅଞ୍ଚଳରେ ଥିବା ଏକ ଘରୁ ଶୁକ୍ରବାର ଦିନ ଗୋଟିଏ ମାଈ କୋବ୍ରା ସହ ୪୩ଟି କୋବ୍ରା ଛୁଆକୁ ଉଦ୍ଧାର କରାଯାଇଛି । ରଙ୍ଗରାଜପୁରର ବିଜୟ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ପରିବାର ଗତ ଆଠ ଦିନ ଧରି ଘରେ କିଛି ଶବ୍ଦ ଶୁଣୁଥିବାର ଅଭିଯୋଗ କରିଥିଲେ। ପରେ ସେମାନେ…

ହେରାପଞ୍ଚମୀ: ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଅଭିମାନର ଦିନ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ସ୍ୱୟଂ ନାରାୟଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ପବିତ୍ର ପୁରୀଧାମରେ ମାନବୀୟ ଲୀଳା ପ୍ରକଟ କରିଚାଲିଛନ୍ତି । ଆମ ପରି ସାଧାରଣ ମନୁଷ୍ୟମାନଙ୍କର ଯେପରି ଦୈନିକ ସାଧାରଣ ଜୀବନଚର୍ଯ୍ୟା ଥାଏ ମହାପ୍ରଭୁଙ୍କର…

କାଶ୍ମୀରର ତ୍ରାଲ ହେଲା ଆତଙ୍କବାଦୀମୁକ୍ତ : ଜମ୍ମୁ-କଶ୍ମୀର ପୋଲିସ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ତ୍ରାଲ ଅଂଚଳ ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ଶନିବାର ଆଇଜି (କଶ୍ମୀର ଜୋନ୍‌) ବିଜୟ କୁମାର କହିଛନ୍ତି । ଏକଦା ଦକ୍ଷିଣ କଶ୍ମୀରର ପୁଲୱାମା ଅଂଚଳକୁ ଆତଙ୍କବାଦୀଙ୍କ ସ୍ୱର୍ଗ କୁହାଯାଉଥିଲା । ବୁରହାନ ୱାନି ଓ ଜାକିର ମୁସା ପରି ଆତଙ୍କବାଦୀ ସ୍ଥାନୀୟ ଯୁବପିଢ଼ୀଙ୍କୁ…

ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୮

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1276747063536029697?s=19 ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ…

ହିନ୍ଦୁସ୍ତାନ ଲିଭର ପରେ ଅନ୍ୟ ବ୍ୟୁଟି ବ୍ରାଣ୍ଡ ପ୍ରଡକ୍ଟରୁ ଫେୟାର ଶବ୍ଦ ହଟାଇବେ

ନୂଆଦିଲ୍ଲୀ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲେୟଡଙ୍କ ମୃତ୍ୟୁ ପରେ ବର୍ଣ୍ଣବୈଷ୍ୟମତା ନେଇ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରାଯାଉଛି । ଭାରତରେ ହିନ୍ଦୁସ୍ତାନ ଲିଭର ଫେୟାର ଆଣ୍ଡ ଲଭଲୀ କ୍ରିମରୁ ଫେୟାର ଶବ୍ଦ ହଟାଇବା ପାଇଁ ନିଷ୍ପତି ନେଇଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ…

୧୮ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ୫୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୫୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ…

ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଶନିବାର ଦିନ ଆଉ ୩ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଏହାକୁ ମୋଟ୍ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ମିଳିଥିବା ସୂଚନାନୁଯାୟୀ ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି…

ନୋଭାକ୍ ଜୋକୋଭିଚଙ୍କ କୋଚଙ୍କୁ କରୋନା

ବିଶ୍ୱର ଏକ ନମ୍ୱର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚଙ୍କ ପରେ ତାଙ୍କ କୋଚ୍ ଗୋରାନ୍ ଇଭାନିସେବିଚଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ଏହାପରେ ହୋମ୍ ଆଇସୋଲେସନରେ ଅଛନ୍ତି ଗୋରାନ୍ । ଗୋରାନ୍ କହିଛନ୍ତି, ଜୋକୋଭିଚଙ୍କ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀ…