Latest Odisha News

BREAKING NEWS

Yearly Archives

2020

କରୋନାରୁ ସୁସ୍ଥ ହେବା ହାର ବଢ଼ୁଛି: ମୋଦୀ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ତାର କାୟା ମେଲାଇବାରେ ଲାଗିଛି । ତେବେ କୋଭିଡ-୧୯ ମହାମାରୀ ସଂଗ୍ରାମ କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବେଶ୍ ଭଲ ରହିଛି । ଶନିବାର ରେଭ୍. ଡକ୍ଟର୍ ଜୋସେଫ୍ ଟୋମା ମେଟ୍ରୋପଲିଟାନ୍‌ଙ୍କ ୯୦ତମ ଜୟନ୍ତୀ ଅବସରରେ ଉଦ୍‌ଘାଟନୀ ଭାଷଣ ଦେବା…

ଆଜି କଟକର ମୁଣ୍ଡଳିରେ ପହଞ୍ଚିବ ପ୍ରଥମ ହୀରାକୁଦ ବନ୍ୟାଜଳ

କଟକ: ମହାନଦୀର ପ୍ରଥମ ବନ୍ୟାଜଳ ଶନିବାର ସନ୍ଧ୍ୟାରେ କଟକ ଉପକଣ୍ଠସ୍ଥ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିବ । ଗଣମାଧ୍ୟମକୁ ସୂଚନାଦେଇ ମୁଣ୍ଡଳି ବ୍ୟାରେଜ୍ କର୍ତ୍ତୃପକ୍ଷ କହିଛନ୍ତି, ହୀରାକୁଦ ଡ୍ୟାମର ୧୦ଟି ଗେଟରୁ ଶୁକ୍ରବାର ଦିନ ବନ୍ୟାଜଳ ନିଷ୍କାସିତ ହୋଇଛି । ସେହିପରି ଶନିବାର ଦିନ ୫ଟି ଗେଟ୍…

କଟକରେ ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

କଟକ: କଟକ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ପକ୍ଷରୁ ସୂଚନା ମିଳିଛି । ଏହି ଆକ୍ରାନ୍ତ ଜଣଙ୍କ ଜଣେ ୪୭ ବର୍ଷ ବୟସ୍କା ମହିଳା ହୋଇଥିବା ବେଳେ ସେ ମହାନଦୀ ବିହାରର ବୋଲି ଜଣାପଡିଛି। ଉକ୍ତ ମହିଳା ଜଣଙ୍କ…

ଖୋଲିବ କରତାରପୁର କରିଡର

ନୂଆଦିଲ୍ଲୀ: ପୁଣି ଥରେ ଖୋଲିବ କରତାରପୁର କରିଡର । ଆସନ୍ତା ସୋମବାରଠାରୁ ଶିଖ ଯାତ୍ରୀଙ୍କ ପାଇଁ କରତାରପୁର କରିଡର ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ ହୋଇଛି । ଏନେଇ ଶନିବାର ଦିନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଟୁଟ୍ କରିଛନ୍ତି । ଟୁଇଟ୍‌ରେ ସେ ଲେଖିଛନ୍ତି, ସମଗ୍ର…

ଭୁବନେଶ୍ୱର ଶ୍ରୀବିହାର ଅଞ୍ଚଳର ଆପାର୍ଟମେଂଟ ସିଲ୍‌

ଭୁବନେଶ୍ୱର: ଚିହ୍ନଟ ହୋଇନାହାନ୍ତି ଆକ୍ରାନ୍ତ । ତଥାପି ସିଲ୍ ହେଲା ଆପାର୍ଟମେଂଟ । ଭୁବନେଶ୍ୱର ଶ୍ରୀବିହାର ଅଂଚଳର ଏକ ନିର୍ମାଣଧିନ ଆପାର୍ଟମେଂଟକୁ ପ୍ରଶାସନ ସିଲ୍ କରିଛି । ନିର୍ମାଣଧୀନ ଆପାର୍ଟମେଂଟକୁ ସିଲ କରିବା ସହ ତାରି ଭିତରେ ଶ୍ରମିକ ମାନଙ୍କୁ ୧୪ ଦିନ କ୍ୱାରେନଟିନରେ ରହିବାକୁ…

ଭିଜୁଛି ବର୍ଷାରେ, ତମ ସ୍ମୃତିରେ…

ଭିଜୁଛି ବର୍ଷାରେ, ତମ ସ୍ମୃତିରେ... ଅନୁପ ରଂଜନ ଧନୀ କେବେ ତୁମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି ଅବର୍ଣ୍ଣନୀୟ, ତ କେବେ ପୁଣି, ପ୍ରିୟା ବିରହର ବୁକୁ ଚିରା ଲୁହ। କେବେ ତୁମେ ଶୁଷ୍କ ଧରା ସବୁଜିମାର ହସ, ତ କେବେ ପୁଣି, ସବୁ କିଛି ପାଇଯିବାର ଗାଢ଼ା ବିଶ୍ବାସ। କେବେ ତୁମେ ବନ୍ୟା…

ମାଆ ହେବାକୁ ଯାଉଛନ୍ତି ଅନୁଷ୍କା: ସୋସିଆଲ ମିଡିଆରେ ଭାଇରଲ ହେଉଛି ଫଟୋ

ମୁମ୍ବାଇ: ଷ୍ଟାର ଦମ୍ପତ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଏହି ଯୋଡ଼ି ସର୍ବଦା ନିଜର ରିଲେସନସିପ୍‌ କୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଉଭୟ ବିରାଟ ଓ ଅନୁଷ୍କା ଏହି କରୋନା ଭାଇରସ୍‌ ଭିତରେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଅଛନ୍ତି । ତେବେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି…

ଉମରକୋଟରେ ତିନି ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉମରକୋଟ୍ ବ୍ଲକରେ ତିନି ଦିନିଆ ସଟଡାଉନ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକେ ସାମାଜିକ ଦୂରତା ନିୟମ ଉଲଂଘନ ସହ ମାସ୍କ ପିନ୍ଧି ନାଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଶୁକ୍ରବାର ମଧ୍ୟରାତ୍ରିରୁ ଏହି କଟକଣା ଲାଗୁ କରାଯାଇଛି ଏବଂ…

ମୋ’ ସରକାର ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲାଗଲା ‘କଲ୍ ସେଣ୍ଟର’  

ସୁନ୍ଦରଗଡ଼: ମୋ’ ସରକାର ଏବଂ ୫ଟି ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସରେ ଗୁରୁବାର ଏକ ‘କଲ୍‌ ସେଣ୍ଟର’ ଲୋକାର୍ପିତ ହୋଇଯାଇଛି। ଏହାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଲୋକାର୍ପଣ କରିଥିଲେ। ଏହି କଲ୍‌ ସେଣ୍ଟର ଜରିଆରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବାକୁ…

ବକ୍ସର ରୋବର୍ଟୋ ଡୁରାନ କରୋନା ଭାଇରସରେ ସଂକ୍ରମିତ

ନୂଆଦିଲ୍ଲୀ: ପାନାମାର ପ୍ରଫେଶନାଲ ବକ୍ସର ରୋବର୍ଟୋ ଡୁରାନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପୁଅ  କହିଛନ୍ତି ବାପାଙ୍କର  କେବଳ ଥଣ୍ଡା ହୋଇଥିଲା ।  ହସ୍ପିଟାଲ୍‌ରେ କରୋନା ପରୀକ୍ଷା କରାଇବା ପରେ ରିପୋର୍ଟ ପଜିଟିଭ ଆସିଥିଲା । ଡୁରାନ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି…