Latest Odisha News

BREAKING NEWS

Yearly Archives

2020

ଆକାଶ ପାଠକଙ୍କ ବାବଦରେ କୋର୍ଟଙ୍କୁ ଅବଗତ କଲା କମିଶନରେଟ ପୋଲିସ, ଖୁବଶୀଘ୍ର ରିମାଣ୍ଡ ଆବେଦନ

ଭୁବନେଶ୍ୱର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ କୋର୍ଟଙ୍କୁ ଅବଗତ କଲା କମିଶନରେଟ ପୋଲସି । ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟଙ୍କୁ ଅବଗତ କରାଯାଇଛି । ଆକାଶଙ୍କ ବିରୋଧରେ ଠକେଇ ମାମଲା ଥିବା ଜଣାଇଛି କମିଶନରେଟ ପୋଲିସ । ତାଙ୍କୁ ଅଧିକ ପଚରାଉଚରା ପାଇଁ…

ପରୀକୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି କରିବ ପଦଯାତ୍ରା 

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି ଥମୁନି । ନାବାଳିକାକୁ ନ୍ୟାୟ ଓ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ  ଦାବି କରୁଛି ବିଜେପି । ଦଳ ଏବେ ନିଷ୍ପତ୍ତି ନେଇଛି ପରୀକୁ ନ୍ୟାୟ ଦେବା ପାଇଁ ପଦଯାତ୍ରା କରିବ । ଏନେଇ ସୂଚନା ଦେଇଛନ୍ତି ବିଜେପି…

ଭୁବନେଶ୍ୱର, ପୁରୀ ଓ ସମ୍ୱଲପୁରରୁ ଆଖି ବୁଜିଲେ ୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ଜଣଙ୍କର ମୃତ୍ୟୁ ହୋଇଛି । ୩ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରୁ ଜଣେ ୭୪ବର୍ଷୀୟ ବୃଦ୍ଧ ଓ ଜଣେ ୪୯ ବର୍ଷୀୟ ମହିଳା କରୋନାରେ ମୃତ୍ୟୁବରଣ କରିଛନ୍ତି । Regret…

ଅଧା ଓଡ଼ିଶାରେ ଦୁଇ ଅଙ୍କ ତଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୩୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୨୩ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୬୩ଟି । ୨୮ଟି ଜିଲ୍ଲାରୁ ନୂଆ…

ଆମେରିକା: ଏବେ ବି ପରାଜୟକୁ ଗ୍ରହଣ କରୁନାହାନ୍ତି ଟ୍ରମ୍ପ୍‌

ୱାଶିଂଟନ୍: ଖୁବ୍‌ ଶୀଘ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ କରିବେ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାଜୟକୁ ଗ୍ରହଣ କରିନଥିବା ସୂଚନା ମିଳିଛି। ସେ ଏହି ପଦରେ ଜାରି ରହିବେ ବୋଲି ଦାବି କରିଛନ୍ତି। ବ୍ୟୟବହୁଳ ରାଷ୍ଟ୍ରପତି ନିର୍ବାଚନରେ…

ରାସ୍ତା ଉପରେ ଜଳିଗଲା ମାଲ ବୋଝେଇ ଟ୍ରକ

ବଲାଙ୍ଗିର: ବିଚ୍ ରାସ୍ତାରେ ମାଲ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଚାହୁଁ ଚାହୁଁ ପୁରା ଟ୍ରକଟି ଜଳିଗଲା । ବଲାଙ୍ଗିର ଜିଲ୍ଲା ଦେଇ ଯାଇଥିବା ୨୬ନମ୍ୱର ଜାତୀୟ ରାଜପଥର ଖମାରମୁଣ୍ଡା ନିକଟରେ ଏହି ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ…

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ପୁରନ୍ଦର ସାହୁ । ଆଜି ସକାଳେ ବରଗଡ଼ ଭିଜିଲାନ୍ସ…

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ; ଏଣିକି କୋଭିଡ୍‌ ରୋଗୀଙ୍କ ଘର ବାହାରେ ଆଉ ଲାଗିବନି ପୋଷ୍ଟର

ନୂଆଦିଲ୍ଲୀ: କରୋନାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି ରାଜ୍ୟ କୋଭିଡ -୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ପୂର୍ବରୁ ସେପରି କିଛି କୁହାଯାଇ ନାହିଁ। ପୋଷ୍ଟର…

ଭୁବନେଶ୍ୱରରେ ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ୍

ଭୁବନେଶ୍ୱର: କରୋନା ଯୋଗୁ କୋହଳ ଥିବା ଟ୍ରାଫିକ କଟକଣା ପୁଣି ଥରେ କଡ଼ାକଡ଼ି ହୋଇଛି । ଭୁବନେଶ୍ୱର ଜୋରଦାର ହୋଇଚି ଧରପଗଡ଼ । ନିୟମ ଉଲ୍ଲଂଘନ ଯୋଗୁ ଜଣେ ସ୍କୁଟି ଚାଳକଙ୍କ ଉପରେ ପଡ଼ିଛି ୨୬ହଜାର ଟଙ୍କା ଫାଇନ । ସ୍କୁଟି ଚାଳକ ଓ ପଛରେ ବସିଥିବା ଆରୋହୀ ହେଲମେଟ ପିନ୍ଧିନଥିଲେ । ସେମାନଙ୍କର…

ଟୁଇଟ୍ କରି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ। ଦଳର ନେତାଙ୍କ ଠାରୁ ଆରମ୍ଭ କରି ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି କଂଗ୍ରେସ ନେତାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୋନିଆ ଗାନ୍ଧୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।…