ଭାଇରାଲ ପୋଷ୍ଟମର୍ଟମ: କାହିଁକି ସୁଶାନ୍ତ ସିଂଙ୍କୁ ନେଇ ଚର୍ଚ୍ଚାରେ ରାହୁଲ ଗାନ୍ଧୀ ?
ଭୁବନେଶ୍ୱର: ରବିବାର ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ ବଲିଉଡର ଉଦୀୟମାନ କଳାକାର ସୁଶାନ୍ତ ସିଂ ରାଜପୁତ । ଅଭିନୟ ଜଗତରେ ଖୁବ କମ ଦିନରେ ନାଁ କମାଇ ଥିବା ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ଅଗଣିତ ଫ୍ୟାନ୍ସ ଓ ପରିବାର ଲୋକେ । ଯେଉଁଠି ସ୍ବର୍ଗତ…