Latest Odisha News

BREAKING NEWS

Yearly Archives

2020

ଏଥର ହାତୀ ଟାଣିବ ରଥ ! ପ୍ରସ୍ତାବ ଦେଲେ ସୁଦ୍ଧ ସୁଆର ନିଯୋଗ

ପୁରୀ: ଏଥର ଶ୍ରୀକ୍ଷେତ୍ରରେ ହାତୀ ଟାଣିବେ ରଥ । ଏନେଇ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ସୁଦ୍ଧ ସୁଆର ନିଯୋଗ । ମେସିନେ ରଥଟାଣିବା ପ୍ରସ୍ତାବକୁ ସେମାନେ ବିରୋଧ କରିଛନ୍ତି । ଏଥିସହ ସୁଦ୍ଧ ସୁଆର ନିଯୋଗ ପକ୍ଷରୁ ରଥ ଟାଣିବା ପାଇଁ ୫୦ଜଣ ସେବାୟତଙ୍କ ତାଲିକା ଶ୍ରୀମନ୍ଦିର ନୀତି…

ୟୁଏଇରେ ଅଟକିଥିବା ଓଡିଆଙ୍କୁ ଧରି ଭୁବନେଶ୍ୱର ଆସୁଛି ଏୟାର ଆରବିଆ ବିମାନ

ଶାରଜହ/ ଭୁବନେଶ୍ୱର: ୨୧୫ ଜଣ ଓଡିଆ ଯାତ୍ରୀଙ୍କୁ ଧରି ଏୟାର ଆରବିଆ ବିମାନ ଯୋଗେ ରବିବାର ଦିନ ଓଡିଶା ଆସୁଛନ୍ତି କ୍ୟାପଟେନ ମଧୁସ୍ମିତ ପଟ୍ଟନାୟକ । ଯିଏକି ଉକ୍ତ ଫ୍ଲାଇଟର ପାଇଲଟ ରହିଛନ୍ତି । ଆଜି ସକାଳ ୮ଟା ସମୟରେ ବିମାନଟି ଶାରଜହରୁ ବାହାରିଥିବା ବେଳେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ…

ବଢ଼ିଲା କଟକଣା: ଜୁନ୍ ୩୦ ଯାଏଁ ଗଞ୍ଜାମ ଜିଲ୍ଲା ଲକଡାଉନ୍‌

ଗଞ୍ଜାମ: ଗଂଜାମ ଜିଲ୍ଲାରେ ବଢ଼ିଲା କଟକଣା । ଆଜିଠାରୁ ଜୁନ୍ ୩୦ ଯାଏଁ ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗଂଜାମରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ…

ରଜରେ ଫୁଟିଲା ଗୁଳି, ଯୁବକ ମୃତ

ଖୋର୍ଦ୍ଧା: ରଜରେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆର ଆଦିବାସୀ ସାହିରେ ଏହି ଗୁଳିକାଣ୍ଡ ଘଟିଛି । ମୃତକ ଜଣକ ହେଲେ ଲାଲ ପ୍ରଧାନ । ବ୍ରାଉନସୁଗାର କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସେପଟେ ପୋଲିସ…

ବଜ୍ରପାତରେ ୨ ଶ୍ରମିକ ମୃତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଅଞ୍ଚଳରେ ବଜ୍ରପାତରେ ରବିବାର ସକାଳେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି କୁଆଁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଲୋଡସେରା ଗ୍ରାମରେ । ଏହାଛଡା ମୃତକମାନଙ୍କ ପରିଚୟ ହସ୍ତଗତ ହୋଇନଥିବା ବେଳେ ଦୁହେଁ ଶ୍ରମିକ ବୋଲି ଜଣାପଡିଛି ।…

ଭୁବନେଶ୍ୱରରେ ୧୬ କରୋନା ପଜିଟିଭ ଚିହ୍ନଟ, ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ କରିଛି ରବିବାର ଦିନ ଭୁବନେଶ୍ୱର ମହାନଗର ନିଗମ। https://twitter.com/bmcbbsr/status/1272061211236986880?s=19 ଚିହ୍ନଟ ହୋଇଥିବା…

ସୁନ୍ଦରଗଡରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ରବିବାର ଦିନ ଆଉ ୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ…

ଆଜି ଯାଜପୁରରୁ ଚିହ୍ନଟ ୧୨ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୧୨ ଜଣ ରହିଛନ୍ତି । ଏହି ୧୨ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ରେ ପହଞ୍ଚିଛି। ଏଥିମଧ୍ୟରୁ ୨୯୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ…

ଭୁବନେଶ୍ୱରରେ ଅଭିନେତା ବିଜୟ ମହାନ୍ତି; ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ଦୀର୍ଘ ୨୨ ଘଣ୍ଟାର ଯାତ୍ରା ପରେ ରବିବାର ସକାଳେ ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଭ୍ୟାନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବାର କିଛି ସମୟ ପରେ ତାଙ୍କୁ ସ୍ଥାନୀୟ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ରବିବାର ଦିନ ଏଭଳି କରନ୍ତୁ ସୂର୍ଯ୍ୟ ପୂଜା, ପୂରଣ ହେବ ମନୋବାଞ୍ଝା!

ସୂର୍ଯ୍ୟ ଦେବତା ହେଉଛନ୍ତି ସର୍ବଶକ୍ତିମାନ । ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ । ଏପରିକି ସୂର୍ଯ୍ୟ ପୂଜା କଲେ ମାନସିକ ଶାନ୍ତି, ଉର୍ଜା ଓ…