Latest Odisha News

BREAKING NEWS

Yearly Archives

2020

ଓଡିଶାର ୧୯ ଜିଲ୍ଲାରେ ଝଡବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୯ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଢେଙ୍କାନାଳ, କଟକ (କଟକ ସହର), ନୟାଗଡ, ଖୋର୍ଦ୍ଧା…

ରାଜ୍ୟରେ ଆଉଜଣେ କରୋନା ରୋଗୀଙ୍କ ମୃତ୍ୟୁ, ମୋଟ୍ ସଂଖ୍ୟା ୧୧ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1272033166925000704?s=19 ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍…

ଏନଡିଆରଏଫ୍‌/ଓଡ୍ରାଫ୍ କର୍ମୀଙ୍କ ସମେତ ଓଡିଶାରେ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୮୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୯୦୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଓଲଟିଲା କରୋନା ରୋଗୀଙ୍କ ପାଇଁ ଉଦିଷ୍ଟ ଭ୍ୟାନ: ଡ୍ରାଇଭର ଗୁରୁତର

ଗଜପତି: କରୋନା ରୋଗୀଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଏକ ଭ୍ୟାନ ଶନିବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲାର ମୋହାନା ପୋଲିସ୍ ସୀମା ଅନ୍ତର୍ଗତ ନରିଙ୍ଗି ଘାଟରେ ଓଲଟି ପଡ଼ିଛି । ଏଥିରେ ଭ୍ୟାନ ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଯେ ନରିଙ୍ଗି…

୩ କୋଭିଡ ଯୋଦ୍ଧାଙ୍କ ସହ ଗଞ୍ଜାମରେ ୪ କରୋନା ପଜିଟିଭ ଚିହ୍ନଟ

ଗଞ୍ଜାମ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରବିବାର ଦିନ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।…

ବର୍ଷା ସହ ବଜ୍ରପାତ ଆଶଙ୍କା: ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ଶୁକ୍ରବାର ପ୍ରାୟ ୧୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା ଓ ଅନୁଗୁଳର କିଛି ସ୍ଥାନରେ ଘଡଘଡି ସହ ମଧ୍ୟମ ଧରଣର…

ଭୁଶୁଡିବାକୁ ବସିଛି ଇସ୍ପାତ ରାଜଧାନୀ କଳିଙ୍ଗନଗର; ଜୀବିକା ହରାଇ ପେଟଚିନ୍ତାରେ କର୍ମଚାରୀ

ଯାଜପୁର: ଏସିଆ ମହାଦେଶର ଇସ୍ପାତ ରାଜଧାନୀ କୁହାଯାଉଥିବା କଳିଙ୍ଗନଗର ର ସ୍ଥିତି ଏବେ ସଂଗିନ୍ । ଭୁଶୁଡିବାକୁ ବସିଛି ଏହି ଶିଳ୍ପ ରାଜଧାନୀ । ଅତି ଶୋଚନୀୟ ହୋଇପଡିଛି ଅନେକ ବଡ ବଡ ଇସ୍ପାତ କାରଖାନାର ସ୍ଥିତି । ବହୁ କାରଖାନା ବନ୍ଦ ହୋଇଯାଇଥିବା ବେଳେ ଅନେକ ଏବେ ବନ୍ଦ ହେବା ସ୍ଥିତିରେ । ହଜାର…

ଏହି ୫ ଖାଦ୍ୟ ବଢାଇବ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି !

ଭୁବନେଶ୍ୱର: ଖାସ କରି ବର୍ଷା ଓ ଶୀତଋତୁରେ ପିଲାମାନେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଯାହା ସାଧାରଣତଃ ଥଣ୍ଡା, ଫ୍ଲୁ, ଗଳା ସଂକ୍ରମଣ ଏବଂ ପେଟ ଜନିତ ସମସ୍ୟା ସହିତ ଜଡିତ ହୋଇଥାଏ। ଯେହେତୁ ପିଲାମାନେ ଅଧିକ ଅସାବଧାନ ଏବଂ ଅଧିକାଂଶ ସମୟରେ ବାହାରେ ଖେଳାଖେଳି କରନ୍ତି, ବେଳେ ବେଳେ…

କଟକ ଜିଲ୍ଲାରେ ସର୍ବାଧିକ କରୋନା ସକ୍ରିୟ ମାମଲା

କଟକ: ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୯୨ ଜଣ କରୋନା ପଜିଟିଭ୍ । ଏହାକୁ ମିଶାଇ କଟକ ଜିଲ୍ଲାରେ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ସକ୍ରିୟ ମାମଲା ରହିଛି। କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୧ କୁ ବୃଦ୍ଧି ପାଇଥିବା ବେଳେ ୧୨୮ ଜଣ ଆରୋଗ୍ୟ ଲାଭ ଓ ଜଣେ ମୃତ୍ୟୁବରଣ…

କରୋନା ପଜିଟିଭ ଚୋରକୁ ଗିରଫ କରି କ୍ୱାରେଣ୍ଟାଇନରେ ରହିଲେ ୧୩ ପୋଲିସ ଅଧିକାରୀ

ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ କରୋନା ପଜିଟିଭ୍ ଚିହ୍ନଟ ଜଣେ ଚୋରି ଅଭିଯୁକ୍ତକୁ ଗିରଫ କରିବା ପରେ କ୍ୱାରେଣ୍ଟାଇନରେ ରହିଛନ୍ତି ୧୩ ପୋଲିସ ଅଧିକାରୀ । ମିଳିଥିବା ସୂଚନାନୁସାରେ, ଜଣେ ସ୍ଥାନୀୟ ବାସିନ୍ଦା ଅନୁସୟା ଦଳାଇ ତାଙ୍କ ଘରେ ଚୋରି ହୋଇଥିବା ନେଇ ବ୍ରହ୍ମଗିରି ପୋଲିସ…