ଲାଗିଲା କଟକଣା: ଏହିସବୁ ନିୟମ ସହ ଯାଜପୁରରେ ପାଳନ ହେବ ‘ରଜ’
ଯାଜପୁର: ଯାଜପୁର ଜିଲ୍ଲାରେ ରଜ ପର୍ବ ପାଳନ ଉପରେ ଲାଗିଲା କଟକଣା। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଏକତ୍ରିତ ନେହେବା ନେଇ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ସେହିଭଳି ରଜରେ ମେଳା, ରଜ ଦୋଳି ସହ କବାଡ଼ି ଭଳି ଦଳଗତ ଖେଳ ଉପରେ କଟକଣା ଲଗାଯାଇଛି। ଏହି…