କରୋନା ଆତଙ୍କ: କଟକ ଜିଲ୍ଲାରେ ୯୨ ନୂଆ କରୋନା ପଜିଟିଭ୍ ଚିହ୍ନଟ
କଟକ: କଟକ ଜିଲ୍ଲାରେ ଶୁକ୍ରବାର ଦିନ ୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, କାନପୁରରେ ୨୬, କଟକ ସହରରେ ଜଣେ, ନିଶ୍ଚିନ୍ତକୋଇଲିରେ ୪୩ ଜଣ, ନିଆଳିରେ ୧୧, ସାଲେପୁରରେ ୨ଜଣ, ମାହାଙ୍ଗାରେ ୫ ଜଣ (ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ…