ଆପୋଲୋ ହସ୍ପିଟାଲର ଆଉ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଆପୋଲୋ ହସ୍ପିଟାଲର ଆଉ ଜଣେ କର୍ମଚାରୀ ଶୁକ୍ରବାର ଦିନ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର ମହାନଗର ନିଗମର ଟ୍ୱିଟ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗାସକନା ଅଞ୍ଚଳର ଜଣେ ୪୬ ବର୍ଷିୟା ମହିଳା ଅଛନ୍ତି, ଯାହାଙ୍କର ସ୍ୱାବ ନମୁନା…