Latest Odisha News

BREAKING NEWS

Yearly Archives

2020

କରୋନା ସହାୟତା: ପାଣ୍ଠି ସଂଗ୍ରହ କରିବା ପାଇ ଦୌଡୁଛନ୍ତି ୧୦୩ ବର୍ଷୀୟ ବୃଦ୍ଧ

ବ୍ରସେଲ୍ସ: କରୋନା ଆଁରେ ସାରା ବିଶ୍ୱ । ଏହାର ପ୍ରତିଷେଧକ ବାହାର କରିବାକୁ ଲାଗିପଡିଛନ୍ତି ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ । ଏହି ଟୀକା ଉଦ୍ଭାବନ ପାଇଁ ଆବଶ୍ୟକ ହେଉଥିବା ପାଣ୍ଠିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଜଣେ ୧୦୩ ବର୍ଷୀୟ ଜଣେ ବୃଦ୍ଧ। ଟୀକା ଉଦ୍ଭାବନ ପାଇଁ ପାଣ୍ଠି ସଂଗ୍ରହ…

ବଲାଙ୍ଗିର ଜିଲ୍ଲାରେ ପଙ୍ଗପାଳ ଭୟ !

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ପଙ୍ଗପାଳ ଆତଙ୍କ ଦେଖା ଦେଇଛି । ବଲାଙ୍ଗିର ଜିଲ୍ଲା ମୁରିବାହଲ ବ୍ଲକ ଚଳକୀ ପଞ୍ଚାୟତରେ ଦେଖାଦେଇଛି ଏହି ପଙ୍ଗପାଳ ଆତଙ୍କ। ଏହି ଅଞ୍ଚଳର ଜଙ୍ଗଲରେ ଝିଣ୍ଟିକା ଭଳି ବଡ଼ ବଡ଼ କୀଟ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖିବାକୁ ମିଳୁଛି। ଚାଷୀମାନେ ଯାହାକୁ ପଙ୍ଗପାଳ ଭାବି…

ଅନ୍ତର୍ଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆଙ୍କ କମାଲ: ‘ବେଷ୍ଟ ଡକ୍ୟୁମେଣ୍ଟାରି ସ୍ପେଶାଲ୍ ଜୁରୀ’ ସମ୍ମାନରେ…

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପୁଣି କମାଲ ଦେଖାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ। କରୋନା ସଙ୍କଟ ସମୟରେ ନିଜ ଅନ୍ତର୍ନିହିତ କଳାକାରୀକୁ ଅନଲାଇନ୍‌ରେ ପ୍ରଦର୍ଶନ କରି ଲୋକଲୋଚନକୁ ଆସିଛନ୍ତି ଯାଜପୁର ଜିଲ୍ଲାର ହିତେଶ କୁମାର ସାରଙ୍ଗୀ। ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ୍‌ ୩ ପର୍ଯ୍ୟନ୍ତ…

ଗଙ୍ଗା ଜଳରେ କାହିଁକି ଭସାଇ ଦିଆଯାଏ ମୃତ ବ୍ୟକ୍ତିର ଭସ୍ମ, ଜାଣନ୍ତୁ..

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଶରୀରକୁ ନିଆଁରେ ପୋଡି ଦିଆଯାଏ । ଶରୀର ପୋଡି ପାଉଁଶ ହୋଇଗଲା ପରେ ଏହାର ଭସ୍ମକୁ ଗଙ୍ଗା ଜଳରେ ଭସାଇ ଦିଆଯାଏ । ତେବେ କ’ଣ ଆପଣ କେବେ ଭାବିଛନ୍ତି କାହିଁକି ଏପରି ଭସ୍ମକୁ ପାଣିରେ ଭସାଇ ଦିଆଯାଏ । କଣ…

କରୋନାକୁ ଦୂରେଇ ରଖିବ ସକାଳର ସୂର୍ଯ୍ୟ କିରଣ : କେତେ ସତ ଜାଣନ୍ତୁ

ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏଯାଏଁ ଏହାର ପ୍ରତିଷେଧକ ବାହାରି ନାହିଁ। ଯେଯାଏଁ ଏହି ପ୍ରତିଷେଧକ ବାହାରି ନାହିଁ ସେ ପର୍ଯ୍ୟନ୍ତ ଆମକୁ ସତର୍କ ହୋଇ ରହିବା ସହ ନିଜ ଦେହରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ପଡିବ । ଶୁଣିବାକୁ ମିଳେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୧-୬-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁନ୍  ତା ୧୧ ରିଖ  ଗୁରୁବାର ବୃଷ ୨୯ ଦିନ ଆଷାଢ ମାସ କୃଷ୍ଣ ପକ୍ଷ  ଷଷ୍ଠୀ  ତିଥି  ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର         ଘାତ ଚନ୍ଦ୍ର:-  ମିଥୁନ ରାଶି…

ଭୁବନେଶ୍ୱରର ପ୍ରିୟଙ୍କା ସ୍ୱାଇଁ ଓଡିଶା ସମ୍ବାଦ ଓ ଓଡିଶା ବାଇଟସ୍ ‘ଲକଡାଉନ ରେସିପି’ ବିଜେତା

ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଘୋଷଣା ହୋଇଛି www.odishasambad.in  ଓ www.odishabytes.com ‘ଲକଡାଉନ ରେସିପି’ ବିଜେତାଙ୍କ ନାମ । ଭୁବନେଶ୍ୱରର ପ୍ରିୟଙ୍କା ସ୍ୱାଇଁ ବାଜି ମାରିନେଇଛନ୍ତି । ତାଙ୍କ ପ୍ରସ୍ତୁତ ବ୍ୟଞ୍ଚନ ‘ମହନିକା’ ଓଡିଆ ଖାଦ୍ୟ ମହୁର ଓ କାନିକାକୁ ମିଶାଇ…

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ…

ପୁରୀ: ଚତୁର୍ଦ୍ଧା ମୂରତୀ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହେଲେ । ମହାପ୍ରଭୁଙ୍କୁ ଜ୍ୱର । ଚାଲିଛି ଉପଚାର । ଆଜି ଶ୍ରୀଅଙ୍ଗରେ ଲାଗିଛି ଜ୍ୱର ଉପଶମ ଲାଗି ଔଷଧୀୟ ତୈଳ । ଫୁଲୁରି ତେଲ । ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହଙ୍କ  ଗୁପ୍ତ ସେବା …

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ୪ ପରିବାର ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଗୋଟିଏ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । “ପଶ୍ଚିମବଙ୍ଗର ଏକ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପୂର୍ବରୁ କ୍ୱାରେଣ୍ଟାଇନରେ ରହିଥିବା ବେଳେ ସେମାନଙ୍କର ସ୍ୱାବ ପରୀକ୍ଷା ପରେ କରୋନାରେ…