Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ; ରାଜ୍ୟର କେଉଁ ୧୦ଟି ସହରରେ ଆରମ୍ଭ ହେଲା ଜିଓମାର୍ଟ ପରୀକ୍ଷାମୂଳକ ସେବା !

ଭୂବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଯୁଗାନ୍ତକାରୀ ଅନ୍‌ଲାଇନ୍ ଗ୍ରୋସେରୀ ଅର୍ଡର ପ୍ଲାଟଫର୍ମ ଜିଓ ମାର୍ଟର ପରୀକ୍ଷାମୂଳକ ସେବା ଏବେ ଓଡିଶାର ୧୦ ଟି ସହରରେ ଉପଲବ୍ଧ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ରାୟଗଡା ଓ ସେମିଳିଗୁଡା…

ପରଲୋକରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସ

ଭୁବନେଶ୍ୱର: ସମାଜସେବୀ ତଥା ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସଙ୍କର ବୁଧବାର ଦିନ ସିଜନଗର ବାସଭବନରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ସ୍ୱର୍ଗତ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡ଼ିତ ରହିଥିଲେ । ତାଙ୍କର ଗୋଟିଏ ପୁଅ ଓ ଝିଅ ରହିଥିବା ବେଳେ…

‘ଚୀନ୍ ସାମଗ୍ରୀ ବର୍ଜନ’ କରିବା ନେଇ ସିଏଆଇଟି ପକ୍ଷରୁ ଆରମ୍ଭ ହେଲା କ୍ୟାମ୍ପେନ୍‌

ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିଳିତ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଚୀନ୍ ସାମଗ୍ରୀ ବର୍ଜନ କରିବା ନେଇ ବୁଧବାର ଦିନ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ‘ଇଣ୍ଡିଆନ୍ ଗୁଡ଼ସ୍ - ଆୱାର୍ ପ୍ରାଇଡ୍‌’ (ଭାରତୀୟ ସାମଗ୍ରୀ - ଆମର ଗର୍ବ) ଶୀର୍ଷକରେ ଏହିି କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଚୀନ…

ସମ୍ ହସ୍ପିଟାଲ୍‌ର ୫ଟି ବିଭାଗ ଏକ ନମ୍ବର : ଟାଇମ୍‌ସ ସର୍ଭେ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୫ଟି ବିଭାଗ ଟାଇମ୍‌ସ ହେଲ୍‌ଥ ସର୍ଭେରେ ସ୍ଥାନୀୟ ଭାବେ ଏକ ନମ୍ବର ସ୍ଥାନ ହାସଲ କରିଛି । ଏହି ସର୍ଭେ ଅନୁଯାୟୀ ପ୍ରାଇଭେଟ୍‌/କର୍ପୋରେଟ୍…

ଦେଶରେ ସିଂହ ସଂଖ୍ୟା ବୃଦ୍ଧି, ପ୍ରଧାନମନ୍ତ୍ରୀ ଟୁଇଟ କରି ଜଣାଇଲେ

ନୂଆଦିଲ୍ଲୀ: ଭାରତରେ ସିଂହ ସଂଖ୍ୟା ବୃଦ୍ଧି ପାଇଛି । ନୂତନ ଗଣତି ଅନୁସାରେ ଏହା ୨୯ ପ୍ରତିଶତ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଖୁସି ହୋଇ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗୁଜରାଟର ଗିର ଜଙ୍ଗଲରେ ରହୁଥିବା ସିଂହ ସଂଖ୍ୟା ବଢ଼ିବା ସହ ସେମାନଙ୍କ ଚଳପ୍ରଚଳ…

ରାଜ୍ୟର ୬ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି

ଭୁବନେଶ୍ୱର: ବଢ଼ିଲା ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ । କୁଳପତିଙ୍କ କାର୍ଯ୍ୟକାଳକୁ ୩ ମାସ ବୃଦ୍ଧି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଜୁଲାଇ ଓ ଅଗଷ୍ଟରେ ଅବଧି ଶେଷ…

ନୀରବ ମୋଦି, ମେହୁଲ ଚୋକସୀଙ୍କ ୧୩୫୦ କୋଟି ଟଙ୍କାର ଅଳଙ୍କାର ଭାରତକୁ ଫେରିଲା

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ନୀରବ ମୋଦି ଓ ମେହୁଲ ଚୋକସୀଙ୍କ ୧୩୫୦ କୋଟି ଟଙ୍କାର ଅଳଙ୍କାର ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି ।  ପିଏନବି ଦୁର୍ନୀତି ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଏଜେନ୍ସି ଯାଞ୍ଚ ଆରମ୍ଭ କରିବା ସମୟରେ  ଦୁଇ ଅଭିଯୁକ୍ତ ଏହି ଜିନିଷକୁ…

କିସରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଳାସ: ୩୦ ହଜାର ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲା ଶିକ୍ଷାଦାନ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ) ଉଦ୍ୟମରେ ଓ କଳିଙ୍ଗ ଟିଭି ପ୍ରୟାସରେ କିସ ଇ ଲର୍ଣ୍ଣିଂ କ୍ଳାସ କାର୍ଯ୍ୟକ୍ରମ ବୁଧବାର କିସରେ ଉଦଘାଟିତ ହୋଇଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରେଣୀଗୃହ ଶିକ୍ଷାଦାନ…

‘ମୋ ବସ୍‌’ରେ କ୍ୟାସ୍‌ଲେସ୍ ଟିକେଟ ସେବା ଆରମ୍ଭ

ଭୁବନେଶ୍ୱର: ମୋ ବସରେ ଆରମ୍ଭ ହୋଇଛି କ୍ୟାସ୍‌ଲେସ୍ ଟିକେଟ ସେବା । କ୍ରୁଟ ପକ୍ଷରୁ କ୍ୟୁଆର କୋଡ଼୍ ମାଧ୍ୟମରେ ଟିକେଟ ସେବା ଆରମ୍ଭ ହୋଇଛି । ବର୍ତ୍ତମାନ ୧୬ ଓ ୨୦ ନମ୍ବର ରୁଟରେ ଏହି ସୁବିଧା ଉପଲବ୍ଧ ରହିଛି । ପରେ ସବୁ ରୁଟ୍‌ରେ କ୍ୟୁଆର କୋଡ଼ ମାଧ୍ୟମରେ ଟିକେଟ କରିହେବ । ଯାତ୍ରୀମାନେ…

ଫେଡେରର ଆଘାତପ୍ରାପ୍ତ: ୨୦୨୧ ଆରମ୍ଭରେ ଟେନିସକୁ ଫେରିବେ

ଲଣ୍ଡନ: ସୁଇଜରଲାଣ୍ଡର ଷ୍ଟାର ଖେଳାଳି ରୋଜର ଫେଡେରର ୨୦୨୦ରେ ଟେନିସଠାରୁ ଦୂରେଇ ରହିବେ । ଆଣ୍ଠୁ ସମସ୍ୟା ଯୋଗୁ ତାଙ୍କର ପୁନର୍ବାର ଅସ୍ତ୍ରୋପଚାର କରାଯାଇଛି । ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଫେଡେରର ବୁଧବାର ଟୁଇଟରରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପୂର୍ଣ୍ଣ ଫିଟ ହେବା ପରେ…