ବଢୁଥିବା ସଂକ୍ରମଣ ସତ୍ତ୍ୱେ ଏହି ରାଜ୍ୟରେ କୋହଳ ହେଲା କ୍ୱାରେଣ୍ଟାଇନ ନିୟମ !
ବେଙ୍ଗାଲୁରୁ: ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟାଭି। ଏହି ସଂକ୍ରମଣ ବିସ୍ତାରରେ ସାମାନ୍ୟ ରୋକ ଲଗାଇବା ପାଇଁ ସାରା ଦେଶ ଏବେ ଲକଡାଉନ ।
ତେବେ ଏଓଆରୀ ଘଡିସନ୍ଧି ମୁହୂର୍ତ୍ତରେ ନିଜ ରାଜ୍ୟରେ କ୍ୱାରେଣ୍ଟାଇନ କେନ୍ଦ୍ରର ନିୟମକୁ କୋହଳ କରିଛନ୍ତି…