ଥାନା ଭିତରେ ଯୁବକଙ୍କୁ ମାଡ଼ ଘଟଣା: ନିଲମ୍ବିତ ହେଲେ ମହିଳା ପୋଲିସ ଅଧିକାରୀ
କଟକ: ଥାନା ଭିତରେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ଶନିବାର ଦିନ ପୋଲିସ ମହାନିଦେ୍ର୍ଧଶକ (ଡିଜିପି) ଅଭୟ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।
ଏହି ମହିଳା ଆଇଆଇସି ଜଣକଙ୍କ ଏପରି କାର୍ଯ୍ୟ ଯୋଗୁଁ ତାଙ୍କୁ ଚାକିରିରୁ ନିଲମ୍ବନ…