Latest Odisha News

BREAKING NEWS

Yearly Archives

2020

ବିହାରର ସାଇକ୍ଲିଂ ଗର୍ଲଙ୍କ ପ୍ରଶଂସାରେ ଇଭାଙ୍କା ଟ୍ରମ୍ପ ଶତମୁଖ

ୱାଶିଂଟନ: ଭଲ କାର୍ଯ୍ୟକୁ ସବୁଠାରେ ପ୍ରଶଂସା ମିଳିଥାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଲା ବିହାରର ୧୫ ବର୍ଷୀୟା ଜ୍ୟୋତି କୁମାରୀଙ୍କ ପ୍ରଶଂସନୀୟ ଉଦ୍ୟମ । ଲକଡାଉନ ସମୟରେ ଜ୍ୟୋତି ହରିୟାଣାରୁ ସାଇକେଲରେ ବସାଇ ତାଙ୍କ ବାପାଙ୍କୁ ବିହାର ଆଣିଥିଲେ । ୧୨୦୦ କିଲୋମିଟର ରାସ୍ତାକୁ ସେ ୭ ଦିନରେ…

ଆସନ୍ତୁ ଜାଣିବା କଣ ପାଇଁ ଇଶା ଗୁପ୍ତା ରାଗିଗଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ଏବେ ସୋସିଆଲ ସାଇଟରେ କେତେକ ପ୍ରଶଂସକଙ୍କ ଉପରେ ଭୀଷଣ ଭାବେ ରାଗି ଯାଇଛନ୍ତି । କିଛି ଦିନ ତଳେ ସୋସିଆଲ ସାଇଟରେ ତାଙ୍କୁ ହଲିଉଡ ସୁପରଷ୍ଟାର ଆଞ୍ଜେଲିନା ଜୋଲି ସହିତ ତୁଳନା କରିବା ଠିକ୍ ନୁହେଁ ବୋଲି କହିଥିଲେ । ତେବେ ପ୍ରଶଂସକମାନେ ଏହାକୁ ଭିନ୍ନ…

ଶ୍ୱାସରୁଦ୍ଧ ହୋଇ ଗଜପତିରେ ୩ ଭାଇ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଅଡବାସ୍ଥିତ ବିରିକୋଟ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଣ୍ଡରଗ୍ରାଉଣ୍ଡ ଘର ଭିତରେ ଶ୍ୱାସରୁଦ୍ଧ ହୋଇ ତିନି ଭାଇଙ୍କ ଦେହାନ୍ତ ଘଟିଛି। ମୃତକଙ୍କ ନାମ ବିପ୍ର ମାଝି, ସଞ୍ଜୀବ ମାଝି ଏବଂ ଜିତୁ ମାଝି ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ବିପ୍ର ଘରର…

ଅୟୁତ ଆଶା…

ଅୟୁତ ଆଶା... ସୁସ୍ମିତା ମହାପାତ୍ର ପ୍ରତ୍ୟେକଟି ନା ଦେହରେ ଲୁଚି ରହିଥାଏ ଗୋଟେ ଛଳଛଳ ହଁ, ଘନ ଅନ୍ଧାର ଭିତରୁ ଉଇଁ ଆସୁଥିବା ପରି ଗୋଟେ ସଜଫୁଟା ଝଳଝଳ ମୁହଁ । କିଛି ଭିନ୍ନ ଏଠି ନିୟତିର ନିର୍ଦେଶ, ଶକ୍ତ କଠିନ ଆବରଣ ତଳୁ ସୂକ୍ଷ୍ମ କୋମଳ ଅଙ୍କୁରର ଉଦ୍‌ଗମନ ପରି ଜଡ଼ ଅଚେତନ ମଧ୍ୟରେ…

ଅନଲାଇନରେ ଯୋଗ ଶିଖୁଛନ୍ତି ବରୁଣ ଧାୱନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଲକଡାଉନ ବେଳେ ସମୟ କାଟିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ନିଜକୁ ଫିଟ ରଖିବା ପାଇଁ ଜିମ୍‌ରେ ସମୟ କାଟୁଥିବା ବରୁଣ ଏବେ ଅନଲାଇନରେ ଯୋଗ ଶିଖୁଛନ୍ତି । ଲକଡାଉନରେ ଜିମ୍ ବନ୍ଦ ରହିଥିବା ବେଳେ ଯୋଗ ତାଙ୍କୁ ସୁସ୍ଥ ରଖିବାରେ ସହାୟ…

ଆସନ୍ତା ୨୫ରୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଝାରସୁଗୁଡା: ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ରର ଘୋଷଣା ପରେ ଝାରସୁଗୁଡା ଜିଲ୍ଲା ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରେ ଟିକେଟ ବୁକିଂ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସ୍ପାଇସଜେଟ୍ ଏୟାରଲାଇନ୍ସ ଝାରସୁଗୁଡାରୁ ନୂଆଦିଲ୍ଲୀ, କୋଲକାତା ଏବଂ…

ତାଲିବାନର ଡେପୁଟି ନେତା ସିରାଜୁଦ୍ଦିନ ହକ୍କାନି ଏବଂ ତିନି ଜଣ କମାଣ୍ଡୋ କରୋନା ଭାଇରସ ସଂକ୍ରମିତ

ନୂଆଦିଳ୍ଲୀ: ତାଲିବାନର ଡେପୁଟି ନେତା ସିରାଜୁଦ୍ଦିନ ହକ୍କାନି ଏବଂ ତିନି ଜଣ କମାଣ୍ଡୋରେ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ସିରାଜୁଦ୍ଦିନ ହକ୍କାନି ତାଳିବାନର ତଳଓ୍ବାର ଶାଖା ହକ୍କାନି ନେଟଓ୍ବାର୍କର ପ୍ରମୁଖର ମୁଖ୍ୟ। ସୂଚନାନୁସାରେ, ସିରାଜୁଦ୍ଦିନ ହକ୍କାନୀଙ୍କୁ ପାକିସ୍ତାନର…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ସକାଳ ୧୧ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୬ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଓଡ଼ିଶାରେ ନୂଆ ୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଜି ନୂଆ ୮୦ ମାମଲା ଚିହ୍ନଟ ହୋଇଛି। ଚିହ୍ନଟ ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ବାରେନଣ୍ଟାଇନ ସେଣ୍ଟରର, ୨ ଜଣ ହୋମ୍ କ୍ବାରେନଣ୍ଟାଇନ ଏବଂ ବାକି ୭ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଜାଣନ୍ତୁ,…

‘ଥ୍ୟାଙ୍କ ୟୁ ସବ୍ୟଭାଇ’

ଭୁବନେଶ୍ୱର : ରାଜସ୍ଥାନରେ ଫସି ରହିଥିବା ୮୦ ଜଣ ଓଡିଆ ଛାତ୍ରଛାତ୍ରୀ ବସ୍ ଯୋଗେ ଓଡିଶା ଫେରିଛନ୍ତି । ବସରେ ବସିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସବୁ ପିଲା ହାତରେ ସ୍ମାଇଲ ପ୍ଲିଜ ହାରିବନି ଓଡିଶା ଲେଖାଥିବା ପୋଷ୍ଟର ହାତରେ ଧରିଥିଲେ । ଏଥି ସହ…