Latest Odisha News

BREAKING NEWS

Yearly Archives

2020

ଓଡ଼ିଶାରେ କରୋନା ସ୍ଥିତି ତୃତୀୟ ଷ୍ଟେଜକୁ ଗତି କରୁଛି: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ୫୮ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହେବାର ଗୋଟିଏ ଦିନ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖପାତ୍ର ଡ. ଜୟନ୍ତ କୁମାର ପଣ୍ଡା ରବିବାର ଦିନ କହିଛନ୍ତି ଯେ ରାଜ୍ୟରେ ଏହି ମାରାତ୍ମକ ଭାଇରସ ତୃତୀୟ ଷ୍ଟେଜକୁ ଗତି କରୁଛି। ଡକ୍ଟର ପଣ୍ଡା ଆହୁରି ମଧ୍ୟ…

ମଦର୍ସ ଡେ’ରେ ମା’କୁ ହତ୍ୟା କଲା ପୁଅ

ମାଳକାନଗିରି: ମାତୃତ୍ୱ ଦିବସରେ ମା’କୁ ହତ୍ୟା । ରକ୍ତରେ ଭିଜିଲା ମା’ର ପଣତ କାନି । ପୁଅର ଠେଙ୍ଗାମାଡରେ ସବୁ ଦିନ ପାଇଁ ଆଖିବୁଜିଲା ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲର ବଡ଼ବଦଲି ଗାଁରେ ।ମହୁଲ ବିକ୍ରି ବାବଦ ଟଙ୍କା କେଇଟା ନଦେବାରୁ ବାପା ସହ ମିଶି…

ଟଙ୍କା ସାନିଟାଇଜ କରୁଛି ପୋଲିସ

ଭୋପାଲ: କରୋନା ସହ ଲଢ଼ିବା ପାଇଁ ଚାଲିଛି ଯୁଦ୍ଧ । ସମସ୍ତେ ପିନ୍ଧୁଛନ୍ତି ମାସ୍କ । କରୁଛନ୍ତି ହାତ ସାନିଟାଇଜ । ଯେପରି ଏହି ଭୂତାଣୁ ବ୍ୟାପିବନି ସେଥିପାଇଁ ହେଉଛନ୍ତି ସତର୍କ । ତେବେ ଏଭଳି ସ୍ଥିତିରେ ଟଙ୍କାକୁ ମଧ୍ୟ କରାଯାଉଛି ସାନିଟାଇଜ । ଖୋଦ୍ ପୋଲିସ ବାବୁ ଟଙ୍କାକୁ ସାନିଟାଇଜ କରୁଛନ୍ତି…

ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌କୁ ଜଟଣୀ ମନା: ସୁର ରାଉତରାୟ

ଭୁବନେଶ୍ୱର: ରାଜ୍ୟକୁ ଫେରୁଛନ୍ତି ଶହ ଶହ ପ୍ରବାସୀ ଓଡ଼ିଆ । ସରକାରଙ୍କ ଶ୍ରମିକଙ୍କ ଫେରିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ବ୍ୟବସ୍ଥା କରିଛନ୍ତି । ତେବେ ଏହି ସ୍ୱତନ୍ତ୍ର ଟ୍ରେନ୍‌କୁ ଜଟଣୀରେ ଅଟକିବାକୁ ଦେବୁ ନାହିଁ ବୋଲି ଜଟଣୀ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, ସରକାର ବାହାର…

ସୂର୍ଯ୍ୟ ଚାରିପାଖେ ଇନ୍ଦ୍ରଧନୁର ବଳୟ

ଭୁବନେଶ୍ୱର: ସୂର୍ଯ୍ୟ ଚାରିପଟେ ବଳୟ । ଇନ୍ଦ୍ରଧନୁର ରଙ୍ଗରେ ରଙ୍ଗୀନ ହୋଇଛି ସୂର୍ଯ୍ୟଙ୍କ ଚର୍ତୁପାଶ୍ୱ । ଆଜି ସକାଳେ ଆକାଶରେ ଦେଖିବାକୁ ମିଳିଥିଲା କିଛି ଏଭଳି ସୁନ୍ଦର ଦୃଶ୍ୟ । ବୋଲି ସୂର୍ଯ୍ୟଙ୍କ ଚାରିପଟେ ଏକ ରିଙ୍ଗ ସଦୃଶ୍ୟ ଦୃଶ୍ୟମାନ ହୋଇଥିଲା ଦିନ ପ୍ରାୟ ୧୦ଟା ସମୟରେ ଏଭଳି ବଳୟ…

ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଭୁବନେଶ୍ୱର: ଥାନାରୁ ଖସି ପଳାଇଲା ଅଭିଯୁକ୍ତ । ଭୁବନେଶ୍ୱର ଏୟାରପୋର୍ଟ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ଅମୀୟ ସ୍ୱରୂପ ମହାପାତ୍ର । ଗଣ୍ଡଗୋଳ ଓ ମାରପିଟ୍ ଘଟଣାରେ ପୋଲିସ ଗତକାଲି ତାକୁ ଗିରଫ କରିଥିଲା । ଏହାପରେ ତାକୁ ଏୟାରପୋର୍ଟ ଥାନାରେ…

କରୋନା ରୋକିବାକୁ ପଂଚାୟତ ସ୍ତରରେ ଉଦ୍ୟମ ହେଉ: ସମୀର ମହାନ୍ତି

ଭୁବନେଶ୍ୱର: କରୋନା ଭଳି ମହାମାରୀ ସମୟରେ ଓଡିଶାକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି । ପ୍ରବାସୀ ଭାଇ ଓ ଭଉଣୀମାନେ ଆମ ରାଜ୍ୟକୁ ପହଂଚିବା ଆରମ୍ଭ ହୋଇସାରିଛି ଏବଂ ଏହା ହିଁ ଆମ ସମସ୍ତଙ୍କ ପାଇଁ ସବୁଠୁ ବଡ ଆହ୍ୱାନ । ପଂଚାୟତ ସ୍ତରରେ ସେମାନଙ୍କ କ୍ୱାରେଂଟାଇନ…

ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି। ଆହୁରି ମଧ୍ୟ ଓଡିଶାରେ ଆଗାମୀ ପାଞ୍ଚ ଦିନ ପର‌୍ୟ୍ୟନ୍ତ ତଥା ମେ ୧୫ ତାରିଖ ଯାଏଁ ଜାରି ରହିବ ବୋଲି ଆଇଏମଡି ପକ୍ଷରୁ ଏହାର…

ବେଲଗାମ ହେଉଛି କରୋନା, ଆଉ ୧୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ଭଦ୍ରକ ଜିଲ୍ଲାର ୬ ଜଣ ଏବଂ ଯାଜପୁରର ୪ ଜଣ ଆକ୍ରାନ୍ତ । ବର୍ତ୍ତମାନର ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ସଂଖ୍ୟା ୫୯ରେ ପହଂଚିଛି । ସେହିପରି ଭଦ୍ରକରେ ୩୧ ଜଣ ଆକ୍ରାନ୍ତ ଚିହ୍ନଟ…

ସଙ୍ଗରୋଧରେ ରହିବେ ବିଶ୍ୱକର୍ମା ସେବାୟତ

ପୁରୀ: ସଙ୍ଗରୋଧରେ ରହିବେ ସେବାୟତ । ରଥକାମରେ ନିୟୋଜିତ ଥିବା ବିଶ୍ୱକର୍ମା ସେବାୟତଙ୍କୁ ଆଜିଠାରୁ ସଙ୍ଗରୋଧରେ ରଖାଯିବ । ତିନିଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ସଙ୍ଗରୋଧରେ ରହିବା ସମୟରେ ସେବାୟତଙ୍କୁ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ…