Latest Odisha News

BREAKING NEWS

Yearly Archives

2020

ଜନସଂଖ୍ୟା ବିଶେଷଜ୍ଞଙ୍କ ଚେତାବନୀ; କମିଯିବ ଚାଇନାର ଜନସଂଖ୍ୟା!

ବେଜିଂ: ବିଶ୍ୱର‌େ ଚାଇନାର ରହିଛି ସର୍ବାଧିକ ଜନସଂଖ୍ୟା ଅଛି। ଚାଇନାରେ ବର୍ଷ ବର୍ଷ ଧରି ଏକ ଶିଶୁ ନୀତି ପ୍ରଣୟନ କରାଯାଇଥିଲା। ତେବେ ବର୍ତ୍ତମାନ ଚାଇନାରେ ଜନସଂଖ୍ୟା ଶୀଘ୍ର ହ୍ରାସ ପାଇବା ଆରମ୍ଭ କରିପାରେ ବୋଲି ଅନୁମାନ କରାଯାଉଛି। ଜନସଂଖ୍ୟା ବିଶେଷଜ୍ଞମାନେ ମଧ୍ୟ ଏ ବିଷୟରେ ଚେତାବନୀ…

ବିଶ୍ୱ କରୋନା; ୨୪ ଘଣ୍ଟାରେ ୬.୭୫ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬.୭୫ ଲକ୍ଷ ନୂଆ ମାମଲା ରେକର୍ଡ ହୋଇଛି ଏବଂ ୧୨,୬୪୩ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତି ସହିଛି।…

ଆମେରିକାର କୋଭିଡ -୧୯ ସଂଗ୍ରାମର ନେତୃତ୍ୱ ନେବେ ଭାରତୀୟ ବଂଶ‌ୋଦ୍ଭବ ବିବେକ ମୂର୍ତ୍ତୀ

ନୂଆଦିଲ୍ଲୀ: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କୋଭିଡ -୧୯ ବିରୋଧରେ ଲଢେଇରେ ବରିଷ୍ଠ ଭୂମିକା ଗ୍ରହଣ ପାଇଁ ଦୁଇଜଣ ପୂର୍ବତନ ଓବାମା ପ୍ରଶାସନିକ ଅଧିକାରୀଙ୍କୁ ଚୟନ କରିଛନ୍ତି। ଏଥିରେ ଡ୍ବାଇଟ୍‌ ହାଉସ୍ କରୋନୋଭାଇରସ୍ ସଂଯୋଜକ ଭାବରେ ଜେଫ୍ ଜିତର୍ସଙ୍କ ନିଯୁକ୍ତି…

ଆକାଶ ପାଠକଙ୍କ ସତ ଜାଣିବାକୁ ଟାଟା କର୍ତ୍ତୃପକ୍ଷଙ୍କୁ କମିଶନରେଟ ପୋଲିସର ଚିଠି

ଭୁବନେଶ୍ୱର: ଆଇଏଫଏସ୍ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଟାଟାର ଏମଡି ଥିଲେ କି ନାହିଁ ? ନା ସେ ମିଛ କହୁଛନ୍ତି ? ଆକାଶଙ୍କ ସମ୍ପର୍କରେ ସତ ଜାଣିବା ପାଇଁ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଖାରବେଳନଗର ଥାନା ପକ୍ଷରୁ ଚିଠି ଲେଖାଯାଇଛି । ଜବାବ ଆସିଲା ପରେ…

ଟାଇମ୍ ମାଗାଜିନ୍‌ରେ ପ୍ରଥମ ଥର ପାଇଁ ‘କିଡ୍ ଅଫ୍ ଦି ଇୟର’ର ସମ୍ମାନ ଲାଭ କଲେ ଭାରତୀୟ ବଂଶୋଦ୍ଭବ…

ନୂଆଦିଲ୍ଲୀ: ଟାଇମ୍ ମାଗାଜିନ୍ ପ୍ରଥମ ଥର ପାଇଁ ଏକ ଶିଶୁକୁ 'କିଡ୍ ଅଫ୍ ଦି ଇୟର'ର ଆଖ୍ୟା ପ୍ରଦାନ କରିଛି ଏବଂ ୨୦୨୦ ପାଇଁ ଭାରତୀୟ-ଆମେରିକୀୟ ନାଗରିକ ଗୀତାଞ୍ଜଳି ରାଓଙ୍କୁ କିଡ୍ ଅଫ୍ ଦି ଇୟର ଭାବରେ ମନୋନୀତ କରାଯାଇଛି। ଜଣେ ଉଦୀୟମାନ ବୈଜ୍ଞାନିକ ତଥା ଅନୁସନ୍ଧାନକାରୀ ଭାବରେ ମାନ୍ୟତା…

RBI ମୁଦ୍ରାନୀତି ସମୀକ୍ଷା: ରେପୋରେଟ୍ ୪%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ତ୍ରୈମାସିକ ମୁଦ୍ରୀନୀତି ସମୀକ୍ଷା କରି ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୪% ଓ ରିଭର୍ସ ରେପୋରେଟ୍ ୩.୩୫%ରେ ଅପରବର୍ତ୍ତିତ ରହିଛି । ମୁଦ୍ରୀନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।…

ଦିଲଜିତ ସହ ପଙ୍ଗା ନେବା କଙ୍ଗନାଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: କଙ୍ଗନା ଏବେ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଥିବା ଜଣାପଡ଼ିଛି। ସମ୍ପ୍ରତି ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ କଙ୍ଗନା ଚର୍ଚ୍ଚାରେ। ସାଧାରଣତ ବଲିଉଡକୁ ଟାର୍ଗେଟ କରୁଥିବା କଙ୍ଗନା ଏଥର ପଞ୍ଜାବୀ ଫିଲ୍ମ ଜଗତର ତାରକାଙ୍କ ମୁହାଁମୁହିଁ ହୋଇଛନ୍ତି। କଙ୍ଗନା ନିକଟରେ କୃଷକଙ୍କ ବିରୋଧ…

କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡ୍‌ କରାଯାଉ; ମୁମ୍ବାଇ ହାଇକୋର୍ଟ

ନୂଆଦିଲ୍ଲୀ: ମୁମ୍ବାଇର ହାଇକୋର୍ଟ ପକ୍ଷରୁ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ୍‌ କରିବାକୁ ଦାବି କରାଯାଇଛି। ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ କଙ୍ଗନା ରାନାୱତ ତାଙ୍କ ଟ୍ୱିଟର ଆକାଉଣ୍ଟ ଜରିଆରେ ସାରା ଦେଶରେ ଘୃଣା ଏବଂ ଅସନ୍ତୋଷ ବିସ୍ତାର…

ପଶ୍ଚିମ ଓଡ଼ିଶାରେ ଶୀତ ଲହରି: ୧୬ ସହରରେ ୧୫ ଡିଗ୍ରୀ ସେଲସିୟସ ତଳେ ପାରଦ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଶୀତ ଲହରି । ଥରାଉଛି ଜାଡ଼ । ବିଭିନ୍ନ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ଶୀତରେ ଥରୁଛି ଅଧା ଓଡ଼ିଶା । ୧୬ଟି ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୮.୪ ଡିଗ୍ରୀ…

କୃଷକଙ୍କ ସମର୍ଥନରେ କଣ କହିଲେ ସୋନୁ….

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ କରୋନା କାଳରେ ପ୍ରବାସୀଙ୍କ ପ୍ରତି ସାହାଯ୍ୟ ଏବଂ ସହାନୁଭୂତିର ଉଦ୍ୟମ କରି ସେମ‌ାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ସେ ନିଜ କାର୍ଯ୍ୟ ଦ୍ୱାରା ଏପରି ସମ୍ମାନ ହାସଲ କରିଛନ୍ତି ଯେ ବର୍ତ୍ତମାନ ତାଙ୍କର ଗୁରୁତ୍ୱ ପୂର୍ବ ଅପେକ୍ଷା ଅନେକ ଦୁଇ ଗୁଣା…