Latest Odisha News

BREAKING NEWS

Yearly Archives

2020

ଗୋଆ ପରେ କରୋନା ମୁକ୍ତ ହେଲା ଭାରତର ଏହି ଦୁଇ ରାଜ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତରେ କରୋନା ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏକ ଆଶ୍ବସ୍ତି ଜନକ ଖବର ସାମ୍ନାକୁ ଆସିଛି । ପୂର୍ବରୁ କରୋନାର କଳା ଛାୟାକୁ ଗୋଆ ନିଜ ଉପରୁ ହଟାଇବାରେ ସକ୍ଷମ ହୋଇଥିବା ବେକେ ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ଭାରତର…

ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ ଓଡ଼ିଶା, ନବୀନ ସରକାରଙ୍କ ଅଭିନନ୍ଦନୀୟ ଭୂମିକା

ଦୂରଦର୍ଶୀ ତଥା ପ୍ରଗତିଶୀଳ ଚିନ୍ତାଧାରା ନବୀନବାବୁଙ୍କ ଶାସନର ବଡ଼ ଲକ୍ଷଣ ବୋଲି ନିସଙ୍କୋଚରେ କୁହାଯାଇପାରିବ| ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଙ୍ଘୀୟ ବିଚାରକୁ ସଠିକ୍ ଭାବେ ପ୍ରୟୋଗକରିବା ହେଉ ଏବଂ  ଅସ୍ବଛଳବର୍ଗର ଜୀବନଜୀବୀକାକୁ ସୁନିଶ୍ଚିତକରିବା କିମ୍ବା ବିପର୍ଯ୍ୟୟକୁ ପରିଚାଳନାକରିବା…

ସଚିନ @୪୭: ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ୪୭ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। କ୍ରିକେଟର ଭଗବାନ ଭାବେ ବିବେଚନା କରାଯାଉଥିବା ସଚିନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା... ସଚିନଙ୍କ ସମ୍ପୂର୍ଣ୍ଣ ନାମ, ସଚିନ ରମେଶ ତେନ୍ଦୁଲକର । ପୂର୍ବତନ ଭାରତୀୟ…

୪୭ ବର୍ଷରେ ସଚିନ, କରୋନା ପାଇଁ ପାଳିବେନି ଜନ୍ମଦିନ

ଭୁବନେଶ୍ୱର : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ୪୭ ତମ ଜନ୍ମଦିନ । କରୋନା ମହାମାରୀର ରୂପ ନେଇଥିବାରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳିବେ ନାହିଁ ବୋଲି ଆଗୁଆ ଘୋଷଣା କରିଥିଲେ । କରୋନା ଯୁଦ୍ଧରେ ଲଢେଇ କରୁତିବା ଡାକ୍ତର, ନର୍ସଙ୍କ , ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀଙ୍କୁ…

ଓଡ଼ିଶାରେ ୯୦ ଛୁଇଁଲା କରୋନା ମାମଲା: କେଉଁ ଜିଲ୍ଲାରେ କେତେ, ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହ ଏହି ସଂଖ୍ୟା ୯୦ ଛୁଇଁଛି । ତେବେ…

ସକାଳ ୮ଟାରୁ ୨ଟା ଯାଏଁ ଖୋଲା ରହିବ ଓଡ଼ିଶାର ସବୁ ବ୍ୟାଙ୍କ

ଭୁବନେଶ୍ୱର: କଟକ, ପୁରୀ, ଛତ୍ରପୁର, ବରହମପୁର, କୋରାପୁଟ ଏବଂ ଭୁବନେଶ୍ୱର ସହର ବ୍ୟତୀତ ଓଡିଶାର ସମସ୍ତ ବ୍ୟାଙ୍କ ସକାଳ ୮ ରୁ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏପରିକି ଗ୍ରାହକ ସେବା ସମୟ ସକାଳ ୮ ରୁ ଦିନ ୧ଟା ପର୍ଯ୍ୟନ୍ତ ଏବଂ ଲକଡାଉନ୍ ଅବଧି ଶେଷ ନହେବା ଯାଏଁ ଏହି ସଂଶୋଧିତ ବ୍ୟାଙ୍କିଙ୍ଗ୍…

ଓଡିଆ ଘରୋଇ ସହାୟିକାଙ୍କ ଶେଷକୃତ୍ୟ କଲେ ସାଂସଦ ତଥା କ୍ରିକେଟର ଗୌତମ ଗାମ୍ଭୀର

ଭୁବନେଶ୍ୱର : ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର ନିଜ ଘରୋଇ ସହାୟିକାଙ୍କର ଶେଷକୃତ୍ୟ କରିଛନ୍ତି । ଘରୋଇ ସହାୟିକା ଥିବା ସରସ୍ୱତୀ ପାତ୍ର ନାମକ ଏହି ମହିଳା ଜଣଙ୍କ ଯାଜପୁର ଜିଲ୍ଲା ବ୍ୟାସନଗର ଅନ୍ତର୍ଗତ କୁସୁନପୁର ଗାଁର । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ…

ଲକଡାଉନ ସମୟରେ ଖୋଲା ହୋଇପାରିବ ନାହିଁ ମଦ ଦୋକାନ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲକଡାଉନ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ପଞ୍ଜାବ ସରକାରଙ୍କ ଅନୁରୋଧକୁ ଗୃହ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି। ଲକଡାଉନ ସମୟରେ ସରକାର ଅନ୍ୟ ଦ୍ରବ୍ୟ ମଧ୍ୟରେ ମଦ, ତମାଖୁ ଏବଂ ଗୁଟୁଖା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନିର୍ଦ୍ଦେଶାବଳୀ ସତ୍ତ୍ୱେ କେନ୍ଦ୍ର…

କୋଭିଡ-୧୯ ଲକଡାଉନ; ଅଣ-ରାସନ କାର୍ଡଧାରୀଙ୍କୁ ମିଳିବ କିରୋସିନ

ଭୁବନେଶ୍ୱର: କୋଭିଡ-୧୯ ଲକଡାଉନ ପରିପ୍ରେକ୍ଷୀରେ ଘରୋଇ ବ୍ୟବହାର ପାଇଁ ଅଣ-ରାସନ କାର୍ଡଧାରୀଙ୍କୁ କିରୋସିନ ତେଲ ବଣ୍ଟନ ଲାଗି ଓଡିଶା ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା ଅନୁଯାୟୀ ଅଣ-ରାସନ…

ନକଲି ଆଇପିଏସ୍ ଅଫିସରଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ନକଲି ମହିଳା ଆଇପିଏସ୍ ଅଫିସରଙ୍କୁ ଗିରଫ ହୋଇଛନ୍ତି । କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି । ଏହି ନକଲି ଅଫିସରଙ୍କ ନାଁ ଶର୍ମିଷ୍ଠା ବେହେରା । ସେ ଜଣେ ମହିଳା କନେଷ୍ଟବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ବାରମ୍ବାର ରିଜର୍ଭ ଅଫିସରଙ୍କୁ ଚାପ ପକାଉଥିବା ଅଭିଯୋଗ…