Latest Odisha News

BREAKING NEWS

Yearly Archives

2020

ପ୍ରସିଦ୍ଧ ଖୋର୍ଦ୍ଧା ଗାମୁଛାରୁ ତିଆରି ହେଲା ମାସ୍କ

ଭୁବନେଶ୍ୱର : କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ ହାତ ତିଆରି ମାସ୍କର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ସମ୍ବଲପୁରୀ କପଡାରୁ ତିଆରି ମାସ୍କକୁ ଲୋକେ ବେଶ୍ ପସନ୍ଦ କରୁଥିବା ବେଳେ…

ସାବଧାନ ! ଏଟିଏମ୍‌ରୁ ୩ଜଣଙ୍କୁ କରୋନା ସଂକ୍ରମଣ, କ୍ୱାରେଣ୍ଟାଇନ୍‌ରେ ୨୮

ଗୁଜରାଟ: ବଡୋଦରାରେ ୩ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ କୋଭିଡ-୧୯ଟେଷ୍ଟ ପଜିଟିଭ ବାହାରିଛି । ମିଳିଥିବା ସୂଚନାରୁ ଜଣାପଡିଛି ତଦନ୍ତରୁ ଜଣାପଡିଛି ତିନିଜଣ ଯବାନ ଗୋଟିଏ ଦିନରେ ଗୋଟିଏ ଏଟିଏମ୍‌ରୁ ଟଙ୍କା ଉଠାଣ କରିଥିଲେ । ଯବାନଙ୍କର କୌଣସି ଯାତ୍ରା ଇତିହାସ ନଥିଲାବେଳେ…

ଲକ୍ ଡାଉନ ଡାଏରୀ: ପରିବାର ସହ ସମୟ ବିତାଇବାର ସୁଯୋଗ ପାଇଛନ୍ତି ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଦେଶବ୍ୟାପୀ ଲକ୍ ଡାଉନ ପରିସ୍ଥିତି ଏମିତି ଏକ ମୋଡରେ ଆଣି ଠିଆ କରିଛି ଯେ ସମସ୍ତେ ଉପାୟ ଶୂନ୍ୟ । ଯିଏ ନିଜ ପରିବାର ଲୋକଙ୍କ ପାଖରେ ରହିପାରିଛନ୍ତି ସେମାନେ ନିଜକୁ ଧନ୍ୟ ମନେ କରୁଥିବା ବେଳେ ଆଉ କାହାର ପିଲାଛୁଆ ଦୂରରେ ଥିବା ନେଇ ସେମାନେ ଚିନ୍ତାରେ ରହୁଛନ୍ତି । ତେବେ…

କରୋନା ସମ୍ପର୍କିତ ମିଛ ଖବର ଉପରେ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ୱେବିନାର୍ ଆୟୋଜନ କରୁଛି ଗୁଗୁଲ ନ୍ୟୁଜ୍

ନୂଆଦିଲ୍ଲୀ: ବିଶ୍ୱର ଆଗ ଧାଡ଼ିର ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥା ଗୁଗୁଲ ପକ୍ଷରୁ ଓଡ଼ିଆ ଭାଷାରେ ପ୍ରଥମଥର ପାଇଁ କୋରନା ମହାମାରୀ ସମୟର ଫେକ୍ ନ୍ୟୁଜ୍ ଉପରେ ଏକ ୱେବିନାର୍ ଆୟୋଜନର ଘୋଷଣା କରାଯାଇଛି। ଏନେଇ ଦିଲ୍ଲୀ ସ୍ଥିତ ଡେଟା ଲିଡ୍ସ ପକ୍ଷରୁ ଏକ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଗୁଗୁଲର…

କରୋନା ପାଇଁ ବିବାହ ଘୁଂଚାଇଲେ କନେଷ୍ଟବଳ !

ବାରିପଦା: କରୋନା ଲଢେଇରେ ନିୟୋଜିତ ଥିବା ଜଣେ ଟ୍ରାଫିକ୍ କନେଷ୍ଟବଳ ନିଜ ବିବାହକୁ ଘୁଂଚାଇଦେଇଛନ୍ତି । ଏଭଳି ଏକ ଘଟଣା ମୟୁରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ସାମ୍ନାକୁ ଆସିଥିଲାବେଳେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ବାରିପଦା ଟାଉନରେ କାର୍ଯ୍ୟରତ ଟ୍ରାଫିକ୍ କନେଷ୍ଟବଳ…

ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ୟାସ ଟାଙ୍କି ଫାଟି ଜଣେ ମୃତ

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗାଁରେ ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିବା ସହ ୨ ବଖରା ଘର ଭସ୍ମ ହୋଇଛି । ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସାନକିରାସିରା ଗାଁର ସିନୁ ପ୍ରଧାନ ଘରେ ଏକା ଥିବାବେଳେ ଗ୍ୟାସ ଯୋଗେ…

କରୋନା ଅପଡେଟ: ଓଡ଼ିଶା ସମେତ, ଭାରତ ଓ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ବିଶ୍ଵବ୍ୟାପୀ ଏବେ ସାମ୍ନାକୁ ଆସୁଛି କରୋନାର କରୁଣ ଚିତ୍ର । ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଦିନ ୨ ଟା ସୁଦ୍ଧା ୨୭, ୨୫,୪୮୭ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧, ୯୧, ୦୫୭ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୭,୪୫,୮୨୪ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ…

ଚିନ୍ତା ବଢ଼ାଉଛି କରୋନା: ନ୍ୟୁୟର୍କ ଚିଡିଆଖାନାରେ ପଜିଟିଭ ଚିହ୍ନଟ ହେଲେ ଆଉ ୭ ଜନ୍ତୁ

ନ୍ୟୁୟର୍କ: କରୋନାରେ କବଳିତ ସାରା ବିଶ୍ୱ। ସାରା ମାନବ ଜାତି ଏହି ସଙ୍କଟ ସମୟକୁ ସାମ୍ନା କରିଥିବା ବେଳେ ପଶୁ ମଧ୍ୟ ଏଥିରୁ ବାଦ୍ ପଡି ନାହାଁନ୍ତି । ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଖାନାରେ ପୁଣି ୭ ଟି ଜନ୍ତୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛି ୪ ବାଘ ଓ ୩ ସିଂହ…

ପଞ୍ଚାୟତ ଦିବସ ଅବସରରେ ‘ଇ-ଗ୍ରାମସ୍ୱରାଜ ପୋର୍ଟାଲ’ ଓ ମୋବାଇଲ ଆପ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଚାୟତ ରାଜ ଦିବସ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସରପଞ୍ଚଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-ଗ୍ରାମସ୍ୱରାଜ ପୋର୍ଟାଲ (ପଞ୍ଚାୟତିରାଜ ପାଇଁ ସରଳୀକୃତ କାର୍ଯ୍ୟ ଭିତ୍ତିକ ଆକାଉଣ୍ଟିଂ ଆବେଦନ)…

କରୋନା ସଂକ୍ରମିତଙ୍କ ଉପରେ ପ୍ଲାଜ୍‌ମା ଥେରାପି ପରୀକ୍ଷଣ କଲା ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି ସମସ୍ତ ରାଜ୍ୟ ସରକାର । କିଏ ଲକ୍‌-ଡାଉନ୍ ଅବଧିକୁ ବଢାଇଛି ତ କିଏ ଚିକିତ୍ସାର ମାନ ବଢାଇବା ସହ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରିବାରେ ଲାଗିଛନ୍ତି । ଦିନ ବଢିବା ସହ ଅନେକ ରାଜ୍ୟ କରୋନା ସଂକ୍ରମିତଙ୍କ ଉପରେ ନୂତନ…