Latest Odisha News

BREAKING NEWS

Yearly Archives

2020

କେନ୍ଦୁଝରରେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର

କେନ୍ଦୁଝର: କେନ୍ଦୁଝର ସମ୍ବାଦର ଜିଲ୍ଲା ପ୍ରତିନିଧି ସୁବ୍ରତଙ୍କୁ ପୋଲିସର ଦୁର୍ବ୍ୟବହାର । ପ୍ରବଳ ଜ୍ୱର ହୋଇଥିବା ପୁଅକୁ ଡାକ୍ତରଖାନା ନେବା ସମୟରେ ସାମ୍ବାଦିକଙ୍କ ସହ ପୋଲିସ ଦୁର୍ବ୍ୟବହାର କକରିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବୁଧବାର ସକାଳ ସମୟରେ ସୁବ୍ରତ ନିଜ…

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ କରୋନା, ଜଣେ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି କରୋନା ବିରୋଧୀ ଲଢ଼େଇ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବେସାମରିକ ବିମାନ ଚଳାଚଳ ମୁଖ୍ୟାଳୟକୁ ସିଲ୍ କରାଯିବ ବୋଲି ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ଏପ୍ରିଲ୍ ୧୫ରେ ଅଫିସ…

ଏପ୍ରିଲ୍ ୨୯ରେ ଲଘୁଚାପ ସମ୍ଭାବନା…

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଥିବା ବେଳେ ଏବେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପର ସମ୍ଭାବନା ରହିଥିବାର ପୂର୍ବାନୁମାନ କରାଯାଇଛି । ଏହି…

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍ । କେବଳ ସେତିକି ନୁହେଁ କରୋନା ଯୋଦ୍ଧାଙ୍କୁ ଭେଦଭାବ କରିବେ ସେମାନଙ୍କୁ ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଭୋଗିବାକୁ ପଡିବ ଜେଲ୍ ଦଣ୍ଡ । ଏଥିସହ ୫୦ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ଜରିମାନା ଦେବାକୁ ପଡିବ ବୋଲି ଆଜି…

ପୋଲିସ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଓ ଛତିଶଗଡ ସୀମାବର୍ତ୍ତୀ ଅଂଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତୁଲସୀ ପାହାଡର ଦଲଦଲି ଜଙ୍ଗଲରେ ଏସ୍‌ଓଜି ଯବାନମାନଙ୍କ କମ୍ବିଂ ଅପରେସନ୍ ଚାଲିଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହା ପରେ ମାଓବାଦୀ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୨ କରୋନା ଆକ୍ରାନ୍ତି । ସୁସ୍ଥ ହୋଇଥିବା ଦୁଇ ଜଣ ଭୁବନେଶ୍ୱରର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ୩୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । Happy…

ମାସ୍କ ନ ପିନ୍ଧି ଫାଇନ୍ ଗଣିଲେ ୪୦ ଅମାନିଆ

ଭୁବନେଶ୍ୱର: ମାସ୍କ ନ ପିନ୍ଧିବା ପଡିଲା ମହଙ୍ଗା । ମାସ୍କ ନ ପିନ୍ଧି ବାହାରକୁ ବାହାରିଥିବା ୪୦ ଜଣ ଅମାନିଆ ଗଣିଲେ ତଣ୍ଡ । ଉତ୍ତର ଭୁବନେଶ୍ୱର ଅଂଚଳରେ ଆଜି ୪୦ ଜଣ ବ୍ୟକ୍ତି ମାସ୍କ ନ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସମସ୍ତ ଉଲ୍ଲଘଂନକାରୀଙ୍କ ଠାରୁ କମିଶନରେଟ ପୋଲିସ ୮…

କରୋନା ମୁକାବିଲା: ଗୀତ ଗାଇ ଲୋକଙ୍କୁ ସଚେତନତା କରାଇଲେ ଭବାନୀପାଟଣା ଥାନା ଅଧିକାରୀ

ଭବାନୀପାଟଣା: ସୋସିଆଲ ମିଡିଆରେ ଭାଇରଲ ହେଉଛି ଭବାନୀପାଟଣା ଥାନା ଅଧିକାରୀଙ୍କ କରୋନା ସଚେତନା ଗୀତ । ଭବାନୀପାଟଣା ଥାନା ଅଧିକାରୀ ଗାଇଥିବା ଏହି କରୋନା ସଚେତନତା ଗୀତଟି ଲୋକନୃତ୍ୟ ବିଶିଷ୍ଟ ଅଟେ । ଭବାନୀପାଟଣା ପୋଲିସ୍ ଷ୍ଟେସନ ଆଇଆଇସି ସତ୍ୟ ନନ୍ଦଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏହି…

ସାମ୍ବାଦିକ କି ଅଲୋଡ଼ା ?

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… କରୋନା ଲଢେଇ ସମୟରେ ଗୋଟିଏ କଥା ବାରବାର ସାମାଜିକ ଗଣମାଧ୍ୟମରେ ଆସୁଛି । ସରକାର ସଭିଙ୍କ ପାଇଁ ପ୍ୟାକେଜ୍‍ ଘୋଷଣା କରୁଛନ୍ତି । ଆର୍ଥିକ ପ୍ୟାକେଜ୍‍ ବ୍ୟତୀତ ଅନ୍ୟାନ୍ୟ ସୁବିଧା ବି ରହିଛି । ଗତକାଲି ପୁଣି ଡାକ୍ତର ଓ…

ଲକଡାଉନ୍‌: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର: ତାଲାବନ୍ଦ ଭିତରେ ପିଲା ପାଇବେ ପାଠ୍ୟ ପୁସ୍ତକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବଂଟାଯିବ ବହି । ଏନେଇ ନିଷ୍ପତ୍ତି ହୋଇଛି । ବହି ବାଣ୍ଟିବା ନେଇ ଡିଇଓ ଓ ଡିପିସିଙ୍କୁ ଚିଠି ଲେଖିଛି ଓସେପା । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବହି ବଣ୍ଟାଯିବ । ସେ ନେଇ ଡିଇଓ ଓ…