Latest Odisha News

BREAKING NEWS

Yearly Archives

2020

ବିଚିତ୍ର ପାକିସ୍ତାନ; ୬୦ ବର୍ଷର ପୁରୁଷ ଗର୍ଭବତୀ !

ପାକିସ୍ତାନ: କରୋନା ସଂକ୍ରମିତ ରୋଗୀଙ୍କ ପରୀକ୍ଷଣ ହେଉ ବା ନ ହେଉ ଗର୍ଭାବସ୍ଥା ପରୀକ୍ଷଣ କିନ୍ତୁ ପାକିସ୍ତାନରେ ସଠିକ୍ ଚାଲିଛି । ମହିଳା ନୁହେଁ ବରଂ ଜଣେ ୬୦ ବର୍ଷିୟ ପୁରୁଷଙ୍କୁ ଏକ ଲ୍ୟାବ୍ ଗର୍ଭବତୀ ଘୋଷଣା କରିଛି । ପାକିସ୍ତାନୀ ନ୍ୟୁଜ ସାଇଟ୍ 24newshd ଅନୁଯାୟୀ ସୋମବାର ଖାନେୱାଲ୍…

ଗଣମାଧ୍ୟମ ସଂସ୍ଥା ପାଇଁ ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ମୁମ୍ବାଇରେ ୫୩ ଜଣ ସାମ୍ବାଦିକ ଏବଂ ଚେନ୍ନାଇରେ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ…

ସରପଞ୍ଚଙ୍କୁ ଶପଥ ପାଠ କରାଇଲେ ନବୀନ

ଭୁବନେଶ୍ୱର: କରୋନା ସହ ଲଢ଼ୁଛି ସାରା ଦେଶ । ଆଜି ଏନେଇ ସମସ୍ତ ରାଜ୍ୟର ସରପଂଚଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ସେ ସରପଂଚମାନଙ୍କୁ ମନ୍ତ୍ର ଦେଇଛନ୍ତି । ଗାଁରେ ବାହାରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରଖିବାକୁ ସବୁ…

କେନ୍ଦ୍ର ସଂସ୍କୃତି ତାଲିକାରେ ସାମିଲ ହେଲା ଓଡ଼ିଶାର ମାଣବସା, ଛଉ ନୃତ୍ୟ ଓ ରାବଣ ଛାୟା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଇନଟାଂଜିବଲ୍ କଲଚରାଲ୍ ହେରିଟେଜ୍ ତାଲିକାରେ ସ୍ଥାନ ପାଇଲା ରାଜ୍ୟର ୩ଟି ମହାନ୍ ସାଂସ୍କୃତିକ ପରମ୍ପରା । ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ଏହି ତାଲିକାରେ ସାମିଲ କରାଯାଇଛି । ଭାରତ ସରକାରଙ୍କ ଏପରି ନିଷ୍ପତ୍ତି ଦ୍ବାରା ଓଡ଼ିଶାର ସଂସ୍କୃତି ଓ…

କରୋନା ମୁକାବିଲା: ଆରମ୍ଭ ହେଲା ‘ଓଡିଶା ସରକାର ହ୍ଵାଟ୍ସଆପ ଇନ୍ଫୋ ଡେସ୍କ’

ଭୁବନେଶ୍ୱର: ହ୍ଵାଟ୍ସଆପରେ କୋଭିଡ୧୯ ହେଲ୍ପଡେସ୍କ ଆରମ୍ଭ କଲେ ଓଡ଼ିଶା ସରକାର। ଏହା ସାହଯ୍ୟରେ ଜନସାଧାରଣଙ୍କୁ କରୋନା ଭାଇରସ ସମ୍ପର୍କରେ ସଦ୍ୟତମ ତଥା ନିର୍ଭୁଲ ତଥ୍ୟ ଦେବା ପାଇଁ ହ୍ଵାଟ୍ସଆପରେ ଏହି ହେଲ୍ପଡେସ୍କ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ନିଜର ତଥା ନିଜ ପରିବାରର ସୁରକ୍ଷା ସହ…

ଲୋକସଭା କମିଟିକୁ ନିର୍ବାଚିତ ହେଲେ ଓଡ଼ିଶାର ୨ ସାଂସଦ

ଭୁବନେଶ୍ୱର: ଲୋକସଭାର ଦୁଇଟି ଭିନ୍ନ ଭିନ୍ନ କମିଟିକୁ ବିଜୁ ଜନତା ଦଳ (ବିଜେଡ଼ି)ର ଦୁଇ ଜଣ ବରିଷ୍ଠ ସାଂସଦ ନିର୍ବାଚିତ ହୋଇଛନ୍ତି । କଟକ ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା ଭର୍ତ୍ତୃହରି ମହତାବ ଲୋକସଭାର ପବ୍ଲିକ୍ ଆକାଉଣ୍ଟସ କମିଟିକୁ ନିର୍ବାଚିତ ହୋଇଛନ୍ତି । “ଲୋକସଭାର ପବ୍ଲିକ୍…

କରୋନା ସଙ୍କଟରେ ନୂଆ ଆଶା; କାଲି ମନୁଷ୍ୟ ଦେହରେ କୋଭିଡ୍‌-୧୯ ଭାକ୍ସିନ୍ ପରୀକ୍ଷା କରିବ ଇଂଲଣ୍ଡ !

ଲଣ୍ଡନ: ଗୁରୁବାରଠୁ ମଣିଷଙ୍କ ଉପରେ କରୋନାଭାଇରସ୍ ଟିକା ପରୀକ୍ଷଣ ଆରମ୍ଭ କରିବ ଇଂଲଣ୍ଡ । ଏ ନେଇ ଏକ ପ୍ରେସ୍ କନଫେରେନ୍ସ ଜରିଆରେ ଘୋଷଣା କରିଛନ୍ତି ଇଂଲଣ୍ଡର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହାଙ୍କୋକ୍ । Human trials for a vaccine developed by the University of Oxford will…

ଭଦ୍ରକର ତିନି ନୂଆ କରୋନା ପଜିଟିଭ ରୋଗୀଙ୍କ ରହିଛି ପଶ୍ଚିମବଙ୍ଗ ଲିଙ୍କ୍‌

ଭୁବନେଶ୍ୱର: ଭଦ୍ରକରୁ ଚିହ୍ନଟ ହୋଇଛନ୍ତି ତିନି ନୂଆ କରୋନା ପଜିଟିଭ ରୋଗୀଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କ ସାଙ୍ଗରେ ଏହି ତିନି ଜଣ ଗୋଟିଏ ଗାଡିରେ…

ଲକ୍‌ଡ଼ାଉନ ୨.୦: ସକାଳ ୮ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପରାମର୍ଶ କ୍ରମେ ଓଡ଼ିଶାର ସମସ୍ତ ବ୍ୟାଙ୍କ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ ସମୟରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ନିଷ୍ପତ୍ତି ଗ୍ରହଣ କରିଛି । ଏହି ସମୟ ମଧ୍ୟରେ…

ଜିଓର ୧୦ ପ୍ରତିଶତ ଅଂଶଧନ କିଣିବ ଫେସବୁକ!

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଗ୍ରୁପର ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶଧନ କିଣିବ ବିଶ୍ୱର ଅନ୍ୟତମ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ଫେସବୁକ। ଏଥିପାଇଁ ୪୩,୫୭୪ କୋଟି ପୁଞ୍ଜି ନିବେଶ କରିବା ନେଇ ବୁଧବାର ଦିନ ଫେସବୁକ ପକ୍ଷରୁ ଘୋଷଣା କରାଯାଇଛି । ଜିଓ…