Latest Odisha News

BREAKING NEWS

Yearly Archives

2020

ମହିଳାଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ୍ ଖୋଲି ବିବାଦୀୟ ପୋଷ୍ଟ ଅଭିଯୋଗରେ ରାୟପୁର ଯୁବକ ଗିରଫ

ରାୟପୁର: ଆଜିକାଲି ମିଛ ନାଁରେ ବିଶେଷ କରି ମହିଳାଙ୍କ ନାଁ ଓ ଫୋଟୋ ଥିବା ନକଲି ବା ଫେକ୍ ଫେସ୍‌ବୁକ୍ ଆଇଡି ଖୋଲି ସାଧାରଣ ଲେକାଙ୍କୁ ବଭ୍ରାନ୍ତ କରିବା ଏକପ୍ରକାର ଟ୍ରେଣ୍ଡ୍ ରେ ପରିଣତ ହୋଇଛି । ଓଡିଆ ଆଲ୍‌ବମ୍ ଗୀତରେ ଫେସବୁକ୍‌ର ଆଞ୍ଜେଲ୍ ପ୍ରିୟା ଶୁକୁଟି ସାହୁ ହେବା ଭଳି ସୋସିଆଲ୍…

ଗାଡି ଚଳାଚଳ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ପାଇଁ ଜାରି ହୋଇଥିବା କଟକଣା ଆସନ୍ତାକାଲି ଠାରୁ କିଛି ମାତ୍ରାରେ କୋହଳ ହେବ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଗାଡି ଚଳାଚଳ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାର୍ହି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ…

କରୋନା ପାଇଁ କଟିବନି ପେନ୍‌ସନ୍‌: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ପାଇଁ କଟିବନି ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍ । ପେନ୍‌ସନ୍ ବନ୍ଦ କରିବାକୁ ମଧ୍ୟ କୌଣସି ପ୍ରସ୍ତାବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଏ ସମ୍ପର୍କରେ ମନ୍ତ୍ରଣାଳୟର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ କରୋନା…

ସୁପ୍ରିମକୋର୍ଟ କଲେଜିୟମର ମୋହର: ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି (ସିଜେ) ଭାବେ ମେଘାଳୟ ହାଇକୋର୍ଟର ପ୍ରଧାନ ବିଚାରପତି ମହମ୍ମଦ ରଫିକଙ୍କୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଗତ ବର୍ଷ ନଭେମ୍ବର ମାସରେ ମେଘାଳୟ ହାଇକୋର୍ଟର ସିଜେ ଭାବେ ଜଷ୍ଟିସ୍ ରଫିକ୍ ଶପଥ ଗ୍ରହଣ…

ମେ’ ୩ ପରେ ବି ଗଡିବନି ଟ୍ରେନ୍‌, ଉଡିବନି ବିମାନ !

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ପଡିଥିବା ତାଲାବନ୍ଦ ମେ’ ୩ ପରେ ଖୋଲିବ । ହେଲେ ଲକଡାଉନ ହଟିବା ପରେ ବି ବିମାନ ଓ ଟ୍ରେନ ଚଳାଚଳ ହୋଇ ନପାରେ । ଏନେଇ ସମ୍ଭାବନା କମ୍ ରହିଛି । ଆଜି ମନ୍ତ୍ରୀ ସମୂହ ବୈଠକରେ ବିମାନ ଓ ଟ୍ରେନ୍ ଚଳାଚଳ ଆରମ୍ଭ ନକରିବା ପାଇଁ ନିଷ୍ପତ୍ତି ହୋଇଛି । ଏହାପରେ…

ସୋମବାରଠୁ ଅଫିସ ଆସିବେ ସମସ୍ତ ଗ୍ରୁପ ‘ଏ’ ଅଧିକାରୀ

ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ ଏପ୍ରିଲ ୨୦ ତାରିଖରୁ ଅଫିସ ଆସିବେ ସମସ୍ତ ଗ୍ରୁପ ‘ଏ’ ଅôଡ଼କାରୀ । ଏନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତାକାଲି ଠାରୁ ସମସ୍ତ ‘ଏ’ ଗ୍ରେଡ୍ ଅଧିକାରୀ ଅଫିସ ଆସିବେ । ସେହିପରି ‘ବି’, ‘ସି’ ଓ ‘ଡି’…

ସୋସିଆଲ ମିଡିଆରେ ଭାଇରାଲ୍‌; ୪ଜଣଙ୍କୁ ଖଟରେ ବାନ୍ଧି ନିସ୍ତୁକ ମାଡ !

ଭୁବନେଶ୍ୱର: ହଜିଯାଇଛି ମାନବିକତା । ଦୋଷ ଯାହା ବି ହେଉନା କାହିଁକି । ଖଟରେ ଯୁବକ ଓ ଯୁବତୀଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିବା କେଉଁଠିକାର ନ୍ୟାୟ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ଓଡିଶାର ହୋଇଥିଲେ ହେଁ କେଉଁ ଅଂଚଳର ତାହା ଏ ପର୍ଯ୍ୟନ୍ତ…

ବଦଳିଲା କଟକର ୪ଟି ପରିବା ହାଟର ସ୍ଥାନ

କଟକ: କରୋନା ମୁକାବିଲା ପାଇଁ କଟକ ସହରର ୪ଟି ପରିବା ହାଟକୁ ସ୍ଥାନନ୍ତର କରିଛି କଶିନରେଟ ପୋଲିସ । ନୟାସଡକରେ ବସୁଥିବା ପରିବା ମାର୍କେଟକୁ ଶିଶୁଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତର କରାଯାଇଛି । ସେହିପରି କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ ୪ ଲେନ୍‌କୁ ସ୍ଥାନାନ୍ତର…

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା, ସବୁ କରୋନା ରୋଗୀ ସୁସ୍ଥ

ଭଦ୍ରକ: ଭଦ୍ରକ ସହରରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ - ଚରମ୍ପା ଏବଂ ଇରେନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ପ୍ରକାଶ କରିଛନ୍ତି। ଏପରିକି ସେ ଏନେଇ ରବିବାର ଦିନ ଟ୍ୱିଟ୍ କରିଛନ୍ତି। ଏହାଛଡା ସହରରେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା…

ଗଞ୍ଜାମରେ କାଲିଠୁ କୋହଳ ହେବ କଟକଣା

ଗଞ୍ଜାମ: ଆସନ୍ତାକାଲିଠାରୁ ଗଂଜାମରେ କୋହଳ ହେବ କଟକଣା । ଏନେଇ ଗଂଜମା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣାକୁ କୋହଳ କରାଯିବ । ତେବେ ବିନା ଅନୁମତିରେ କେହି ବାହାରକୁ ବାହାରି ପାରିବେ ନାହିଁ । ଅତି ଆବଶ୍ୟକ ଥିଲେ ଲୋକେ…