Latest Odisha News

BREAKING NEWS

Yearly Archives

2020

ଆଉ ୪୮ ଘଂଟା ପାଇଁ ବିଶ୍ରାରେ ବଢ଼ିଲା କଣ୍ଟେନମେଣ୍ଟ ଅବଧି

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଂଚଳରେ ଆଉ ୪୮ ଘଂଟା ପାଇଁ କଂଟେନମେଂଟ ଅବଧି ବୃଦ୍ଧି କରାଯାଇଛି । ଏନେଇ ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁର୍ବରୁ ୧୨ ତାରିଖରେ ଏଠାରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୪୮ ଘଂଟା ପାଇଁ ବିଶ୍ରା ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍…

ଲକଡାଉନ୍ ବେଳେ ବଢ଼ୁଛି ଘରୋଇ ହିଂସା: କମିଶନରେଟ ପୋଲିସ

ଭୁବନେଶ୍ୱର: ଲକଡାଉନ୍ ବଢ଼ିଚାଲିଛି ଘରୋଇ ହିଂସା । ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ବଡ ପଦକ୍ଷେପ ନେଇଛି । ମହିଳାଙ୍କ ପାଇଁ ସବୁ ଥାନାରେ ସ୍ୱତନ୍ତ୍ର ଫୋନ୍ ନମ୍ବର ଜାରି ହେବ । ନିର୍ଯାତନା ଦେଇ ଯଦି ମହିଳା ଫୋନ୍ କରିବେ ତେବେ ଘରକୁ ପୋଲିସ ଯିବ । ପ୍ରଥମେ କାଉନସେଲିଂ କରାଯିବ ତା’ପରେ…

ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ନବୀନ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ଏକ ଶୁଭ ଲକ୍ଷଣ ବୋଲି ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ବେଳେ କହିଛନ୍ତି । ଏଥିସହ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଯେଉଁମାନେ ଏ ଦିଗରେ କାମ କରୁଛନ୍ତି ସେମାନଙ୍କୁ ନବୀନ ଧନ୍ୟବାଦ ଦେଇଛନ୍ତି । ସେ…

ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଟେଲିମେଡିସିନ୍ ସେବା

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ଏବଂ ଲକଡାଉନ ଯୋଗୁଁ ଓପିଡି ଗୁଡିକ ବନ୍ଦ ଥିବାରୁ ଏମ୍ସ, ଭୁବନେଶ୍ୱର ପକ୍ଷରୁ ଟେଲିମେଡିସିନ୍ ସେବା ଆରମ୍ଭ କରାଯାଇଛି। ଏହି ସେବା ପ୍ରଦାନ ନେଇ ଏମ୍ସ ପକ୍ଷରୁ ଟ୍ବିଟ କରାଯାଇଛି। ଏହାବ୍ୟତୀତ ହ୍ବାଟସ ଆପ୍ ନମ୍ବର ଜାରି ହୋଇଛି, ଯାହା ମାଧ୍ୟମରେ ରୋଗୀମାନେ…

ଘଡ଼ିସନ୍ଧି ସମୟରେ ଗୁଡ୍ ସାଇନ୍ସ

ଗୋଟାଏ ଅଦୃଶ୍ୟ ଭୂତାଣୁର ବିଭୀଷିକାରୁ ବର୍ତ୍ତିବା ପାଇଁ ମନୁଷ୍ୟ ସକଳ ଚେଷ୍ଟା ଜାରିରଖିଛି| ଏହି ସମୟରେ ସରକାର ଓ ଜନସାଧାରଣଙ୍କ ପ୍ରତିକାରମୂଳକ ପଦକ୍ଷେପ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଥିଲା ବେଳେ ଚିକିତ୍ସା ବ୍ୟବସ୍ଥା ମାଧ୍ୟମରେ ବିପଜ୍ଜନକ କରୋନା ସଂକ୍ରମଣରୁ ମାନବ ସମାଜକୁ ରକ୍ଷାକରିବା ପାଇଁ…

ଲକଡାଉନ ପ୍ରଭାବ: ମେ ୩ ଯାଏଁ ବନ୍ଦ ରହିବ ବିମାନ ଓ ରେଳ ଚଳାଚଳ

ନୂଆଦିଲ୍ଲୀ: ସାରାଦେଶରେ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ଘରୋଇ ତଥା ଆନ୍ତର୍ଜାତୀୟ ବିମାନ ଚଳାଚଳକୁ ମେ ମାସ ୩ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ସ୍ଥଗିତ ରଖିବା ନେଇ ଘୋଷଣା କରିଛି ।…

ଏହି ୭ଟି କଥା ମାନିବାକୁ କହିଛନ୍ତି ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଆସନ୍ତା ମେ ୩ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏପ୍ରିଲ୍ ୨୦ ପର୍ଯ୍ୟନ୍ତ ଏହି ଲକଡାଉନ ପ୍ରତିବନ୍ଧକକୁ କଡାକଡି ଭାବେ ପାଳନ କରାଯିବ ଏବଂ…

ଲକଡାଉନ ୨.୦: ପ୍ରଧାନମନ୍ତ୍ରୀଙ୍କ ସର୍ତ୍ତ ମାନିଲେ ଏପ୍ରିଲ ୨୦ ପରେ ଆସିପାରିବେ ବାହାରକୁ !

ନୂଆଦିଲ୍ଲୀ: ସାରାଦେଶରେ ଲକଡାଉନ ସମୟସୀମା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । କିନ୍ତୁ ଏହା ସହ ସେ କହିଛନ୍ତି ଯେ ୨୦ ଏପ୍ରିଲରୁ କିଛି ମନୋନୀତ ଅଞ୍ଚଳକୁ କୋହଳ ପ୍ରଦାନ କରାଯିବ । ଏଥିପାଇଁ ମୋଦୀ କିଛି ସର୍ତ୍ତ ରଖିଛନ୍ତି । ଲକଡାଉନ…

ଚାଇନା କମ୍ପାନୀ ଗ୍ରେଟ୍ ୱାଲ୍ ମୋଟର୍ସ ଭାରତରେ କରିବ ଲଞ୍ଚ

ଚାଇନାର ସର୍ବବୃହତ ଏସୟୁଭି ନିର୍ମାତା ଗ୍ରେଟ୍ ୱାଲ୍ ମୋଟର ମଧ୍ୟ ୨୦୨୦ ଅଟୋ ଏକ୍ସପୋରେ ଏହାର ବୈଦ୍ୟୁତିକ ଯାନ ସହିତ ହାଭାଲ୍ ବ୍ରାଣ୍ଡ୍ ଲାଇନ୍ ଅପ୍ ଉପସ୍ଥାପନ କରିଛି। ଯାହା ସହିତ କମ୍ପାନୀ ଭାରତରେ ଏହାର ପ୍ରବେଶ ବିଷୟରେ ସୂଚିତ କରିଥିଲା ​​| ସୂଚନାଯୋଗ୍ୟ ଯେ, ଇଣ୍ଟରନେଟରେ ହାଭାଲ୍ ଏଚ୫…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଛୁଇଁଲା, ୩୩୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ଦିନ ୧୦,୩୬୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୮୯୮୮ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ…