ମହାରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ରଙ୍କ ଦାୟିତ୍ୱହୀନତା ଯୋଗୁ ୧୬ ଲୋକଙ୍କୁ କରୋନା ପଜିଟିଭ
ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ଜିତେନ୍ଦ୍ର ଆହ୍ୱାଡ କରୋନା ପଜିଟିଭ ଥିବା ଜଣାପଡିବା ପରେ ସମସ୍ତେ ବ୍ୟସ୍ତ ହୋଇ ପଡିଥିଲେ । ତାଙ୍କର ଦାୟିତ୍ୱହୀନତା ଯୋଗୁ ୧୬ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ବିଭିନ୍ନ ମହଲରେ ତାଙ୍କୁ ନିନ୍ଦା କରାଯିବା ପରେ ସେ ନିଜକୁ କ୍ୱାରେଂଟାଇନରେ ରଖିଥିଲେ ।…