Latest Odisha News

BREAKING NEWS

Yearly Archives

2020

କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା ହେଲା ସତ୍ୟନଗର

ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳକୁ ସିଲ କଲା ବିଏମସି । କଣ୍ଟେନମେଣ୍ଟ ଅଞ୍ଚଳ ବା ଅବରୋଧ ଅଞ୍ଚଳ ଭାବେ ଘୋଷଣା ହେଲା ସତ୍ୟନଗର । ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ଉପରେ ଲାଗିଲା କଟକଣା । ଏହି ଅଞ୍ଚଳର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ । ଘରୁ ବହାରି ପାରିବେ…

କରୋନା ଆତଙ୍କ: ଡୋନାଲ୍ଡ ଟ୍ରମ୍ପ୍ କାହିଁକି ଚୀନ ଉପରେ କ୍ଷୁବ୍ଧ !

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକା କରୋନା ସଂକ୍ରମଣ ଯୋଗୁଁ ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନର ୟୁହାନ ସହରରୁ ସାରା ବିଶ୍ୱକୁ ବ୍ୟାପି ଯିବାପରେ ବିଶ୍ୱର ଅର୍ଥନୀତି ଏବେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିସାରିଛି । ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର…

ଆମେରିକାରେ ମୃତ୍ୟୁର ତାଣ୍ଡବ: କରୋନା ନେଲାଣି ୧୨ ହଜାରରୁ ଅଧିକ ମୁଣ୍ଡ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣରେ…

ଓଡ଼ିଶାରେ ୪୨ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ଜିଲ୍ଲାରେ କେତେ ଜାଣନ୍ତୁ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୪୨ ରେ ପହଁଚି ସାରିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମହାମାରୀରେ ମଙ୍ଗଳବାର ଦିନ ଝାରପଡା ଅଞ୍ଚଳର ଜଣେ ୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ପ୍ରାଣ ହରାଇଥିବା ବେଳ ଆଉ ୨ ଜଣ ସୁସ୍ଥ ହୋଇ ଘରକୁ…

କରୋନା କବଳରେ ବିଶ୍ୱ: ୮୦ ହଜାର ଟପିଲା ମୃତ୍ୟ ସଂଖ୍ୟା, ୧୪ଲକ୍ଷ ଆକ୍ରାନ୍ତ !

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୪ ଲକ୍ଷ ୩୧ ହଜାର ୭୦୬ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

ଭାରତରେ ବଢୁଛି କରୋନା ମାମଲା: ୨୪ ଘଣ୍ଟାରେ ୫୦୮ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୪୭୮୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୮-୪-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜିର ରାଶି ଫଳ ତା୮-୪-୨୦୨୦ ବୁଧବାର ଆଜି ହେଉଛି ୨୦୨୦ ମସିହା ଅପ୍ରେଲ ତା ୮ ରିଖ ବୁଧବାର ମୀନ ୨୬ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-:…

ବିଧାନସଭା ପରିସରରୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର: ୨୧ଦିନିଆ ଲକ ଡାଉନ ଚାଲିଥିବା ବେଳେ ମଙ୍ଗଳବାର ରାଜ୍ୟ ବିଧାନସଭା ପରିସରରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି । ସନ୍ଧ୍ୟାରେ ସାପଟିକୁ ବିଧାନସଭା ପରିସରରେ ଦେଖି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ନେକ ହେଲପ ଲାଇନକୁ ସଦସ୍ୟଙ୍କୁ ଖବର ଦିଆଯାଇଥିଲା । ସ୍ନେକ ହେଲପ ଲାଇନ ପକ୍ଷରୁ…

ଆସନ୍ତାକାଲିଠୁଁ ନିଃଶୁଳ୍କ ଡାକ୍ତରୀ ସେବା ଆରମ୍ଭ: ହେଲପଲାଇନ୍ ନମ୍ବର ୧୪୪୧୦କୁ କଲ୍ କରି ପାଇପାରିବେ ସେବା

ଭୁବନେଶ୍ୱର: ପୁରା ବିଶ୍ୱକୁ କରୋନା ଚିନ୍ତାରେ ପକାଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ଓଡ଼ିଶା ସରକାର । ଦେଶର ପ୍ରଥମ କୋଭିଡ୍‌-୧୯ ହସ୍ପିଟାଲ ଠାରୁ ଆରମ୍ଭ କରି ସଂକ୍ରମଣକୁ ରୋକିବା ପାଇଁ ବିିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ତେବେ…

ହାତ ତିଆରି ମାସ୍କ ପିନ୍ଧିବା ପାଇଁ ସଚେତନ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଗୁରୁବାରଠାରୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଲୋକଙ୍କୁ ଏଥି ପାଇଁ ସଚେତନ କରିବା ତଥା ନିଜେ ନିଜର ମାସ୍କ ତିଆରି କରିବା ପାଇଁ ଉତ୍ସାହିତ କରିବାକୁ ଆଗେଇ ଆସିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥି ପାଇଁ…