Latest Odisha News

BREAKING NEWS

Yearly Archives

2020

କରୋନା ଲକ୍‌-ଡାଉନ୍‌; ରାସ୍ତାରେ ଗଡିଲା ପୋଲିସ୍ ରୋବୋଟ୍‌ !

ଟ୍ୟୁନିସିଆ: ଲକ୍‌-ଡାଉନ୍ ନିର୍ଦ୍ଦେଶକୁ କଡାକଡି କରିବା ପାଇଁ ଆଉ ରାସ୍ତାରେ ଜଗିବେନି ପୋଲିସ । ଗଡିଲା ପୋଲିସ୍ ରୋବୋଟ୍ (ରୋବୋକପ୍) । କିଛି ଏପରି ପଦକ୍ଷପେ ନେଇଛି ଟ୍ୟୁନିସିଆ ସରକାର । ‘Robocop’ patrols Tunisia to enforce coronavirus lockdown https://t.co/WuJCzdwaMx…

୪୮ ଘଂଟା ପାଇଁ ଯାଜପୁର ସଟ୍‌ଡାଉନ୍‌

ଯାଜପୁର: ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭୁବନେଶ୍ୱର, କଟକ ଓ ଭଦ୍ରକ ପରେ ଯାଜପୁରରେ ମଧ୍ୟ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଜିଲ୍ଳାରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଆଖ ପାଖ…

କରୋନା ମୁକାବିଲା: ସାଇକେଲରେ ବୁଲି ସଚେତନ କଲା ପୋଲିସ

ଗଂଜାମ: କରୋନା ମୁକାବିଲା ପାଇଁ ପୋଲିସ ବାବୁଙ୍କ ନିଆରା ଉଦ୍ୟମ । ସାଇକେଲରେ ବୁଲି କଲେ ସଚେତନ  । ଗଂଜାମ ଜିଲ୍ଲା ସୋରଡାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ସେଠାକାର ପୋଲିସ କର୍ମଚାରୀମାନେ ସାଇକେଲରେ ଗାଁ ସାରା ବୁଲି ଲୋକଙ୍କୁ କରୋନା ମୁକାବିଲା ପାଇଁ ସଚେତନ କରିଛନ୍ତି ।…

୨୪ ଘଣ୍ଟାରେ ୨୪୫ଟି ମାମଲା ରୁଜୁ: ପୋଲିସ ଡିଜି

ଭୁବନେଶ୍ୱର: କରୋନା ନିର୍ଦ୍ଦେଶାବଳୀ ଭାଙ୍ଗିବା ଅଭିଯୋଗରେ ଗତ ୨୪ ଘଂଟା ମଧ୍ୟରେ ୨୪୫ଟି ମାମଲା ରୁଜୁ ହୋଇଛି । ଏନେଇ ପୋଲିସ ଡିଜି ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ଲକ୍‌ଡାଉନ ଉଲ୍ଲଂଘନ ପାଇଁ ୨୩୦ଟି ମାମଲା, ହୋମ୍ କ୍ୱାରେଣ୍ଟାଇନ ପାଇଁ ୩ଟି ମାମଲା ପଞ୍ଜିକୃତ ହୋଇଛି । ଅନ୍ୟ…

କରୋନା ଲଢେଇରେ ପୋଲିସ, ଡାକ୍ତର, ନର୍ସଙ୍କ ସେବା: ବାଲୁକାକଳାରେ ସୁଦର୍ଶନ କଲେ ପ୍ରଶଂସା

ପୁରୀ: ମରଣାନ୍ତକ କରୋନା ମହାମାରୀ ଯୋଗୁଁ ଏବେ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡ଼ିଛି । ଘାତକ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଦୈନିକ ଶହ ଶହ ବ୍ୟକ୍ତି ପ୍ରାଣ ହରାଇବାରେ ଲାଗିଛନ୍ତି । ସମସ୍ତ ଘାତ ପ୍ରତିଘାତ ତଥା ପ୍ରତିବନ୍ଧକକୁ ଭ୍ରୁକ୍ଷେପ ନ’କରି ଏହି କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି…

କୋଭିଡ୍‌-୧୯; ଏବେ ଘରେ ବସି କରିପାରିବେ ନମୁନା ପରୀକ୍ଷଣ !

ବେଙ୍ଗାଲୁରୁ: ଏଣିକି ଘରେ ବସି କରିପାରିବେ କୋଭିଡ-୧୯ ପରୀକ୍ଷଣ । ମାତ୍ର କିଛି ମିନିଟ୍‌ରେ ଜଣାପଡିବ କରୋନାଭାଇରସ୍ ରିପୋର୍ଟ । କିଛି ଏପରି ଦାବି କରିଛି ବେଙ୍ଗାଲୁରୁ ଏକ ଜେନିଟିକ୍ ଓ ମାଇକ୍ରୋବାୟୋମ୍ ଟେଷ୍ଟିଂ କମ୍ପାନୀ ବାୟୋନ୍ ଭେଂଚର୍ସ । ଏହି ଟେଷ୍ଟିଂ କିଟ୍ ଆଗାମୀ ଗୋଟିଏ ସପ୍ତାହରେ…

ଘରେ ତିଆରି କରି ମାସ୍କ ପିନ୍ଧନ୍ତୁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଦାକୁ ବାହାରୁ ଥିବା ସୁସ୍ଥ ବ୍ୟକ୍ତିମାନେ ଘରେ ତିଆରି କରି ମାସ୍କ ପିନ୍ଧନ୍ତୁ । ଏନେଇ ଆଜି କେନ୍ଦ୍ର ସରକାର କହିଛନ୍ତି । ମହାମାରୀ କରୋନା ଭାଇରସର ମୁକାବିଲା ଓ ସାମାଜିକ ସୁରକ୍ଷା ନିମନ୍ତେ ବାହାରକୁ ବାହାରୁଥିବା ସୁସ୍ଥ ବ୍ୟକ୍ତିମାନେ ଘର ତିଆରି ଫେସ୍ ମାସ୍କ ପିନ୍ଧନ୍ତୁ ବୋଲି…

ଟ୍ରେନ୍ ବଗିରେ ଆଇସୋଲେସନ୍ ୱାର୍ଡ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ନିଆରା ଉଦ୍ୟମ ଆରମ୍ଭ ହୋଇଛି । ଭୁବନେଶ୍ୱର ରେଲୱେ କୋଚିଂ ଡିପୋରେ ଥିବା ଟ୍ରେନର ବଗିଗୁଡିକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇଛି । East Coast…

ସଟଡାଉନ୍ ନିୟମ ଉଲଘଂନ କରି ୬୪ ଅଟକ

ଭୁବନେଶ୍ୱର: ଓଡିଶାର ବିଭିନ୍ନ ସ୍ଥାନରେ ୪୮ ଘଣ୍ଟିଆ ସଟଡାଉନ୍ ଜାରି ରହିଥିବା ବେଳେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଶନିବାର ଦିନ ପୋଲିସ ଧରିବା ସହ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖୁଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱରରେ ବନ୍ଦ ସମୟରେ ବାହାରେ ଅମାନିଆ…

ବିଶୋଧନ ହେଲା ବମିଖାଲ ଅଞ୍ଚଳ

ଭୁବନେଶ୍ୱର: ବିଶୋଧନ ହେଉଛି ପୁରା ରାଜଧାନୀ । ଚାରିଆଡେ ସିଂଚନ କରାଯାଉଛି ରାସାୟନିକ ପାଣି । ଭୁବନେଶ୍ୱର ବମିଖାଲ ଅଂଚଳରୁ ଶୁକ୍ରବାର ୩ଟି କରୋନା ପିଜିଟିଭ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ଅଂଚଳକୁ ଆଜି ପୁରା ସାନିଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ଓ ସହରର ସ୍ୱାସ୍ଥ୍ୟ ବିଭାଗର…