ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ଗୋଡ ତଳେ ପଡି କ୍ଷମା ମାଗିବି: ରାହତ ଇନ୍ଦୋର
ଇନ୍ଦୋର:ଟାଟପଟ୍ଟୀ ବାଖଲରେ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ଉପରେ ପଥରମାଡ ନେଇ ସାରା ଦେଶ ଦୁଃଖ ପ୍ରକାଶ କରିଛି । ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋର ମଧ୍ୟ ଏହି ଘଟଣା ନେଇ ମୁଣ୍ଡ ତଳକୁ ହେଇଯାଇଛି ବୋଲି କହିଛନ୍ତି । ସେ କହିଛନ୍ତି, କେଉଁ ସ୍ଥାନରେ ଏହି ଘଟଣା ଘଟିଲା ଏବଂ କାହାର ଘର । ଡାକ୍ତରଙ୍କ…