ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଭିଡିଓ କନଫରେନ୍ସ ବୈଠକ
ନୂଆଦିଲ୍ଲୀ: ନିଜାମୁଦ୍ଦିନ ସମାରୋହରେ ସାମିଲ ହୋଇଥିବା ବ୍ୟକ୍ତି ମାନଙ୍କ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକୁ ଏହାର ଅଂଶଗ୍ରହଣକାରୀମାନଙ୍କୁ ଚିହ୍ନଟ କରିବା ଲାଗି କୁହାଯାଇଛି ।
ଯୁଦ୍ଧକାଳୀନ ଭିତିରେ ଏହି ଚିହ୍ନଟକ ପ୍ରକ୍ରିୟା ଶେଷ କରିବାକୁ…