Latest Odisha News
Yearly Archives

2020

କରୋନା ସଂକ୍ରମଣ: ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନା ପଜିଟିଭ୍ ଥିବା ନମୁନା ପରୀକ୍ଷା…

ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେ ଓଡିଶାର ଦ୍ୱିତୀୟ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର: ଓଡିଶାର ଦ୍ୱିତୀୟ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଯିବା ପାଇଁ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ବିଦେଶରୁ ଫେରିବା ପରେ ଭୁବନେଶ୍ୱରର ଏହି ୨୦ ବର୍ଷୀୟ ଛାତ୍ର…

ମାଲ୍‌ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ଼

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ୨୦୧୯-୨୦ ମସିହାରେ ୨୦୦ ମିଲିଅନ୍ ଟନ୍ ମାଲ୍ ପରିବହନ କରି ଭାରତୀୟ ରେଳପଥରେ ଏକ ନୂତନ ରେକର୍ଡ଼ ସୃଷ୍ଟି କରିଛି । ଗତ ଆର୍ଥିକ ବର୍ଷରେ ଏହି ରେଳପଥ ୧୯୧.୭୬ ମିଲିଅନ୍ ଟନ୍ ମାଲ୍ ପରିବହନ କରିଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ମାଲ୍ ବୋଝେଇ,…

କୋଭିଡ୍‌-୧୯ ପ୍ରଭାବ; ୱିମ୍ବଲଡନ୍ ୨୦୨୦ ବାତିଲ୍‌ !

ଲଣ୍ଡନ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ସର୍ବଶ୍ରେଷ୍ଠ ତଥା ପ୍ରତିଷ୍ଠିତ ଟେନିସ୍ ପ୍ରତିଯୋଗୀତାକୁ ୱିମ୍ବଲଡନ୍‌କୁ ବାତିଲ କରାଯାଇଛି । ଏଥିପାଇଁ କାରଣ ସାଜିଛି କରୋନା ମହାମାରୀ । It is with great regret that the AELTC has today decided that The Championships…

ନିଜାମୁଦ୍ଦିନ୍ ମର୍କଜ୍‌ରୁ ଓଡିଶା ଆସିିଥିବା ୧୫ ଜଣଙ୍କ କୋଭିଡ୍‌ ନମୁନା ନେଗେଟିଭ୍‌; ଅନ୍ୟ ୭ ଜଣଙ୍କ ରିପୋର୍ଟକୁ…

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜ ଧାର୍ମିକ କାର୍ଯ୍ୟକ୍ରମରୁ ଓଡିଶା ପହଂଚିଥିବା ୨୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୫ ଜଣଙ୍କର କୋଭିଡ୍‌୧୯ ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଥିବା ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନ୍ୟ ସାତ ଜଣଙ୍କର ନମୁନା ପରୀକ୍ଷା ରିପୋର୍ଟ…

କୋଭିଡ-୧୯; ଜାଣନ୍ତୁ କେଉଁ ଫିଲ୍ମ ଅଭିନେତା ଜୋର୍ଡାନରେ ଅଟକ ?

କେରଳ: ଜୋର୍ଡାନରେ ଅଟକ ମଲୟାଲମ୍ ଫିଲ୍ମ ଆଦୁଜିଭିଥମ୍ ପୂରା ୟୁନିଟ୍ । ଅଭିନେତା ପ୍ରିଥ୍ୱୀରାଜ ଓ ନିର୍ଦ୍ଦେଶକ ବ୍ଲେସିଙ୍କ ସମେତ ୫୮ଜଣ ୟନିଟ୍ ସଦସ୍ୟ ମଧ୍ୟ ଜୋର୍ଡାନରେ ଫସିରହିଥିବା ଜଣାପଡିଛି । ୱାଦି ରମ୍ ମରୁଭୂମିରେ ସୁଟିଂ ଚାଲିଥିବାବେଳେ ଜୋର୍ଡାନ ଅଧିକାରୀ ସୁଟିଂ ବନ୍ଦ କରିବାକୁ…

ନିଜାମୁଦ୍ଦିନ ତବଲିଘ୍ ଜମାତରେ ସାମିଲ ହୋଇ ଓଡିଶା ଫେରିଥିବା ୭ ବିଦେଶୀଙ୍କ ସମେତ ୨୨ ଜଣ ଚିହ୍ନଟ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଫେରିଥିବା ୨୨ ଜଣ ବ୍ୟକ୍ତିଙ୍କୁ ଠାବ କରି ପ୍ରଶାସନ ପକ୍ଷରୁ ସେମାନଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୨୨ ଜଣଙ୍କ…

କରୋନା ଆତଙ୍କ: ଦିଲ୍ଲୀ, ମୁମ୍ବାଇରେ ୪ ଡାକ୍ତର, ୨ ନର୍ସ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ୩ଜଣ ଡାକ୍ତର ଏବଂ ମୁମ୍ବାଇରେ ଜଣେ ନର୍ସ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏଥିମଧ୍ୟରୁ ୨ଟି କେସ୍ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍ ଏବଂ ଗୋଟିଏ କେସ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହସ୍ପିଟାଲର ହୋଇଥିବା ନେଇ ସୂତ୍ରରୁ…

GST ପ୍ରଭାବ; ଭାରତ ବଜାରରେ ବଢିଲା ସ୍ମାର୍ଟଫୋନ୍ ଦର !

ନୂଆଦିଲ୍ଲୀ: ଆଜିଠୁ ଆପଲ୍‌, ସାମ୍‌ସଙ୍ଗ୍‌, ସାଓମି, ଓପୋ ଓ ପୋକୋ ଭଳି ଅନ୍ୟ ସ୍ମାର୍ଟଫୋନ୍ କମ୍ପାନୀ ନୂଆ ଲଂଚ ହୋଇଥିବା ଫୋନ୍ ସମେତ କିଛି ପୁରୁଣା ମଡେଲ୍‌ର ଦାମ ବଢାଇଛନ୍ତି । ମାର୍ଚ୍ଚ ୧୪ରେ GST କାଉନସିଲ୍‌ର ମିଟିଂ ପରେ ସ୍ମାର୍ଟଫୋନ୍‌ରେ ଜିଏସଟି ରେଟ୍ ବଢିବା ନେଇ ଘୋଷଣା ହୋଇଥିଲା ।…

ଭାରତର ୧୦ କରୋନା ସଂକ୍ରମଣ ହଟସ୍ପଟ ସ୍ଥାନ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସରକାର ବିଧିବଦ୍ଧ ଭାବେ ଘୋଷଣା କରି ନ ଥିଲେ ମଧ୍ୟ ଦେଶର ୧୦ଟି ସ୍ଥାନକୁ କରୋନା ସଂକ୍ରମଣ ହଟସ୍ପଟ ଭାବେ ଚିହ୍ନଟ କରିବା ଯୋଜନାରେ ରହିଛି । ସେସବୁ ସ୍ଥାନ ଗୁଡ଼ିକ ହେଉଛି ନିଜାମୁଦ୍ଦିନ୍‌, ଦିଲଶାହ ଗାର୍ଡେନ୍‌,…